ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ: ନିର୍ବାଚନ କମିଶନ
ଭୁବେନଶ୍ବର: ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ । ନୂଆପଡ଼ା ଉପନିର୍ବାଚନ ବିଷୟରେ ନିର୍ବାଚନ କମିଶନଙ୍କ ସୂଚନା । ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ରହିଛି ଓଡ଼ିଶାର ନୂଆପଡ଼ା ଆସନ । ରାଜ୍ରେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଖାଲି ପଡିଛି ନୂଆପଡା ଆସନ । ଆସନ୍ତା ବିହାର ବିଧାନସଭା ସାଧାରଣ ନିର୍ବାଚନ ଏବଂ ଜମ୍ମୁ କଶ୍ମୀରର ବୁଡଗାମ୍ […]
Read More Text.