000

ଆମ ବସରେ ଯାତ୍ରୀଙ୍କୁ ଆକ୍ରମଣ; ୪ ଗୁରୁତର

ପୁରୀ: ହରଶପଡ଼ାରୁ ପୁରୀ ଜିଲ୍ଲାର ସୁକଳ ଯାଉଥିବା ଏକ ଆମ ବସରେ ମଙ୍ଗଳବାର ଦିନ ଯାତ୍ରୀମାନଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ କରିବା ଫଳରେ ଚାରି ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୁବକ ଜଣକର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ପ୍ରାୟ ୧୧ଟା ସମୟରେ ବିଧାନ ଛକ ନିକଟରେ ଏକ ମୋଟରସାଇକେଲରେ ଆସି ବସକୁ ଅଟକାଇବା ପରେ ବସରେ ଚଢ଼ିଥିଲେ। ପୂର୍ବ ଶତ୍ରୁତାକୁ ନେଇ ସେ ଜଣେ ବ୍ୟକ୍ତିଙ୍କୁ ହଠାତ୍ ଧାରୁଆ ଅସ୍ତ୍ରରେ ଆକ୍ରମଣ […]

Read More Text.
Img 20251006 wa0147

ସଂସ୍କାର ଶିଶୁ ମହୋତ୍ସବ “ମୟୁରୀ ” ର ଦ୍ଵିତୀୟ ପ୍ରସ୍ତୁତି ବୈଠକ

ଶିମିଳିପାଳ ଥିମ୍ ଉପରେ ହେବ ମାସ ପେଣ୍ଟିଂ ପଥ ଉତ୍ସବରେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ସହ ଉଦ୍ଘାଟନୀ ସମାରୋହ ନଭେମ୍ବର 12 ରୁ 15 ଯାଏଁ ମହୋତ୍ସବ ରେ ସାମିଲ ହେବେ ଛାତ୍ର ଛାତ୍ରୀ ବାରିପଦା:  ଆସନ୍ତା ନଭେମ୍ବର ମାସ 12 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ହେବାକୁ ଥିବା ସଂସ୍କାର ଶିଶୁ ମହୋତ୍ସବ ମୟୁରୀର ଦ୍ଵିତୀୟ ପ୍ରସ୍ତୁତି ବୈଠକ ବାରିପଦା ମ୍ୟୁନିସ ପାଲଟି ଗେଷ୍ଟ ହାଉସ  ଠାରେ ଅନୁଷ୍ଠିତ ହୋଇ ଯାଇଛି l […]

Read More Text.
Img 20251006 wa0137

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ, ମୋଟ ୧୪୬ଟି ଅଭିଯୋଗର ହେଲା ଶୁଣାଣି 

ବାରିପଦା: ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି  ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ   ଙ୍କ ଅଧ୍ୟକ୍ଷତାରେ  କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଆରମ୍ଭ ହୋଇଯାଇଛି । ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ, ଆଇଏ.ଏସ. ପ୍ରୋବେଶନର କାଶିଷ ବକ୍ସି, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ […]

Read More Text.
Beard

ଆମେରିକା ସେନାରେ ଦାଢି-ପଗଡି ଉପରେ କଟକଣା, ଭାରତର ନେତାଙ୍କ ବିରୋଧ

ନୂଆଦିଲ୍ଲୀ : ଆମେରିକୀୟ ସେନା ନୂଆ ନିୟମ ଯୋଗୁଁ ବିବାଦରେ ଫସିଛି। ନୂଆ ନିୟମାବଳୀରେ ଦାଢି ଓ ଲମ୍ବା କେଶ ଉପରେ କଟକଣା ଲାଗିଛି । ଯାହା ଫଳରେ ଶିଖ୍, ମୁସଲିମ୍ ଓ ଅର୍ଥୋଡକ୍ସ ୟେହୁଦୀ ସୈନିକଙ୍କୁ ନିଜ ଧର୍ମ ଓ ସେବା ମଧ୍ୟରୁ ଯେ କୌଣସି ଗୋଟିଏକୁ ଚୟନ କରିବାକୁ ପଡିବ। ନିକଟରେ ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଜସେଥ୍ ଦାଢି ରଖୁଥିବା ସୈନିକଙ୍କ ମଜା ଉଡାଇଥିଲେ। ସେ ଦାଢି ରଖୁଥିବା ସୈନିକଙ୍କୁ ‘ବିୟୋର୍ଡୋସ’ ବୋଲି ଉଚ୍ଚାରଣ […]

Read More Text.
Mayabati

ବିହାର ନିର୍ବାଚନ : ବଡ଼ ଘୋଷଣା, ସମସ୍ତ ଆସନରେ ପ୍ରାର୍ଥୀ ଦେବ ମାୟାବତୀଙ୍କ ବିଏସପି

ବିହାର : ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।  ବିହାର ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ  ।  ପ୍ରଥମ ପର୍ଯ୍ୟାୟ ଗୁରୁବାର (୬ ନଭେମ୍ବର) ଏବଂ ଦ୍ୱିତୀୟ ପର୍ଯ୍ୟାୟ ମଙ୍ଗଳବାର (୧୧ ନଭେମ୍ବର) ରେ ହେବ ।  ନିର୍ବାଚନ ଫଳାଫଳ ଶୁକ୍ରବାର (୧୪ ନଭେମ୍ବର) ରେ ଘୋଷଣା କରାଯିବ । ନିର୍ବାଚନ କମିଶନଙ୍କ ଘୋଷଣା ପରେ ବିଏସପି ସୁପ୍ରିମୋ ମାୟାବତୀ ଟ୍ୱିଟ୍ କରିଛନ୍ତି । ତାଙ୍କ ଟ୍ୱିଟରେ ସେ […]

Read More Text.
Capture 1

ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିବା ଓକିଲ ନିଲମ୍ବିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବି.ଆର ଗଭଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିବା ଆଇନଜୀବୀ ରାକେଶ କିଶୋରଙ୍କୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆରୁ ନିଲମ୍ବନ କରାଯାଇଛି। ଏହି ଅବଧି ମଧ୍ୟରେ ସେ ଓକିଲାତି କରିପାରିବେ ନାହିଁ। ବିସିଆଇ ତାଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିଛି। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଜଣାଇଛି କି ଏହି ମାମଲାରେ ଓକିଲଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ୧୫ ଦିନ ମଧ୍ୟରେ ଶୋ କଜ୍ ନୋଟିସ୍ ଜାରି […]

Read More Text.
Images

କଫସିରପ୍ ଖାଇ ୧୪ ଶିଶୁଙ୍କ ମୃତ୍ୟୁ ମାମଲା: ‘ଅପନା ମେଡିକାଲ ଷ୍ଟୋର୍ସ’ର ଲାଇସେନ୍ସ ରଦ୍ଦ

ଭୋପାଳ: ମଧ୍ୟ ପ୍ରଦେଶର ଛିନ୍ଦଓ୍ବାଡାରେ କଫସିରପ୍ ଖାଇ ୧୪ ଶିଶୁଙ୍କ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରସିୟାରେ ପରିଚାଳିତ ‘ଅପନା ମେଡିକାଲ ଷ୍ଟୋର୍ସ’ର ଲାଇସେନ୍ସ ରଦ୍ଦ କରାଯାଇଛି। ଏହାର ପରିଚାଳିକା ଜ୍ୟେତି ସୋନି(ଡାକ୍ତର ପ୍ରବୀଣ ସୋନିଙ୍କ ପତ୍ନୀ)। ଖାଦ୍ୟ ଏବଂ ଔଷଧ ପ୍ରଶାସନ ଜିଲା ଛିନ୍ଦଓ୍ବାଡା ଲାଇସେନ୍ସ ରଦ୍ଦ କରିବାକୁ ଆଦେଶ ଜାରି କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟରେ ଡ୍ରଗ୍ କଣ୍ଟ୍ରୋଲର ଦିନେଶ ମୌର୍ଯ୍ୟଙ୍କ ହଟାଇ ଦେଇଛନ୍ତି। ଛିନ୍ଦଓ୍ବାଡାରେ […]

Read More Text.
Jyanesh kumar 1068x601

ନଭେମ୍ବର ୬ ଓ ୧୧ରେ ହେବ ବିହାର ନିର୍ବାଚନ, ୧୪ରେ ଫଳାଫଳ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ୧୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ସୋମବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଚଳିତ ଥର ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ ହୋଇ ସଂଶୋଧିତ ମତଦାତା ତାଲିକା ପ୍ରକାଶ କରାଯାଇଛି। ବିହାରରେ ୨୪୩ ବିଧାନସଭା ଆସନ ରହିଛି। ପର୍ଯ୍ୟାୟକ୍ରମେ ଏସବୁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। […]

Read More Text.
Jamal hedgewar 1068x601

ଆରଏସଏସ ସଂସ୍ଥାପକ ହେଡଗେଓ୍ବାରଙ୍କୁ ଭାରତ ରତ୍ନ ଦେବାକୁ ମୁସଲମାନ ସଂଗଠନର ଦାବି

ନୂଆଦିଲ୍ଲୀ: ଆରଏସଏସ(ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ) ସଂସ୍ଥାପକ କେଶବ ବଳିରାମ ହେଡଗେଓ୍ବାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି ହୋଇଛି। ଏହି ଦାବି କରିଛି ଏକ ମୁସଲମାନ ସଂଗଠନ। ଉତ୍ତରପ୍ରଦେଶର ସହାରନପୁରର ଏକ ମୁଲସମାନ ସଂଗଠନ ଜମୀୟତ ହିମାୟତୁଲ ଇସଲାମର ଅଧ୍ୟକ୍ଷ ଅବରାର ଜମାଲ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଡ. ହେଗଡେଓ୍ବାର ରାଷ୍ଟ୍ର ନିର୍ମାଣ ଏବଂ ସମାଜରେ ଏକତା ପାଇଁ ଅତୁଳନୀୟ ଯୋଗଦାନ କରିଛନ୍ତି, ଯାହା ଆଜି […]

Read More Text.
Medicine nobel 1068x601

ମେଡିସିନରେ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମେଡିସିନ କ୍ଷେତ୍ରରେ ୩ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେମାନେ ହେଲେ ଆମେରିକାର ମେରି ଇ. ବ୍ରାଙ୍କୋ, ଫ୍ରେଡ ରାମ୍ସଡେଲ ଏବଂ ଜାପାନର ଶିମୋନ ସକାଗୁଚୀ। ପେରିଫେରାଲ ଇମ୍ୟୁନ ଟଲରେନ୍ସ(ଶରୀରର ବାହାର ଅଂଶରେ ରୋଗପ୍ରତିରୋଧକ ବ୍ୟବସ୍ଥାର ସହନଶୀଳତା) ସମ୍ପର୍କରେ ଗବେଷଣା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଗବେଷଣା ଶରୀରର ରୋଗପ୍ରତିରୋଧ ବ୍ୟବସ୍ଥାକୁ ବୁଝିବାରେ କ୍ରାନ୍ତି ଆଣିଛି। ଏହାଦ୍ଵାରା ରୁମାଟଏଡ […]

Read More Text.