Bbsr b 2

ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ଅଭିଯୁକ୍ତ ମାନସ ରଞ୍ଜନ ଦାସକୁ ଗିରଫ କଲା ପୋଲିସ । ଜୁଲାଇ ୧୦ ତାରିଖରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏକୁଟିଆର ସୁଯୋଗ ନେଇ ତାଙ୍କୁ ଭରତପୁରସ୍ଥିତ ଫ୍ଲାଟରେ ଦୁଷ୍କର୍ମ କରିଥିଲେ । ଏନେଇ ପିଡ଼ୀତା ଭରତପୁର ଥାନାରେ ଭିଯୋଗ କରିଥିଲେ । ସେବେଠୁ ଫେରାର ଥିଲେ ମାନସ ଦାସ । ରାଜ୍ୟ ବାହାରକୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ […]

Read More Text.
Image 33

ଏସଆଇ ପରୀକ୍ଷା ଘୋଟାଲା ଲିଙ୍କ୍; ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍

ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିହା ସନ୍ଦେହରେ ଗତକାଲି ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା। ରେଡ ପରେ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି। HR ମ୍ୟାନେଜର୍, ଆଡମିନ୍‌ ମ୍ୟାନେଜର ଓ ଆକାଉଣ୍ଟ ହେଡ୍‌ଙ୍କୁ ନୋଟିସ୍ ହୋଇଛି। ଆଜି ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ଗତକାଲି ‘ବଣିକ’ କୋଚିଂ ସେଣ୍ଟରରେ ଛାନ୍‌ଭିନ୍‌ କରିଥିଲା କ୍ରାଇମ୍‌ବ୍ରାଞ୍ଚ। OPRB […]

Read More Text.
Img 20251009 wa0170

ଜିଲ୍ଲା ସ୍ତରୀୟ ବିଶ୍ବ ଦୃଷ୍ଟି ଦିବସ -୨୦୨୫ ପାଳିତ

ବାରିପଦା – ଆଜି ଜିଲ୍ଲା ସରକାରୀ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ସୁବାସ ନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ   ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ(କୁଷ୍ଠ ରୋଗ) ଡାକ୍ତର ଶାନ୍ତନୁ ଦାସ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ) ଡାକ୍ତର ବିଜୟ କୁମାର ଦାସ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର […]

Read More Text.
Img 20251009 wa0165

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୬ଜଣ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ସଭାପତିତ୍ବରେ ସେପ୍ଟେମ୍ବର ମାସରେ ଅବସର ଗ୍ରହଣ କରିଥିବା   ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ମିଶାଇ ୬ଜଣଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଏହି କର୍ମଚାରୀ ମାନେ ଅବସର ଗ୍ରହଣ କରିଛନ୍ତି I ଜିଲ୍ଲାସ୍ତରୀୟ ଏହି  ବିଦାୟ ସମ୍ବର୍ଦ୍ଧନା […]

Read More Text.
Img 20251009 wa0153

ସଦଭାବନା ସମିତିର ମାସିକ ସନ୍ଥ ଦିବସରେ ଗୋପବନ୍ଧୁ ଜୟନ୍ତୀ ପାଳନ

ଜିଲ୍ଲାର ୧୦ଟି ସାହିତ୍ୟ ସଂଗଠନକୁ ସଦ୍‌ଭାବନା ଶ୍ୱେତପତ୍ର ପ୍ରଦାନ ବାରିପଦା: ସଦ୍‌ଭାବନା ସମିତି ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ୫୫୬ତମ ମାସିକ ସନ୍ଥ ଦିବସରେ ଗୋପବନ୍ଧୁ ଜୟନ୍ତୀ ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। କବି ସଚ୍ଚିରାଉତରାୟଙ୍କ ସାହିତ୍ୟ ନୁହଁଇ କେବେ ବିଳାସର ଫୁଲ, ଜାତିକୁ ଦେବ ସେ ମୁଭି ତେବେ ଯାଇ ଅମୂଲ ତା ମୂଲ ପ୍ରସଙ୍ଗ ଉପରେ ଜୋର୍ ଦିଆଯାଇ ଆଧୁନିକ ସାହିତ୍ୟକୁ ପ୍ରାଧାନ୍ୟ ଦିଆ ନଯାଇ ମୂଳ ସାହିତ୍ୟ ହିଁ […]

Read More Text.
Pg 3 4

ଜିଲ୍ଲା ରୁ ଅଯୋଧ୍ୟା ଓ ବାରଣାସୀ ତୀର୍ଥ ଯାତ୍ରlରେ ଯିବେ ୧୯୬ ଜଣ ବରିଷ୍ଠ ନାଗରିକ

ବାରିପଦା : ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରେ ରାଜ୍ୟର ବରିଷ୍ଠ ନାଗରିକ ବିଶେଷ କରି ଯେଉଁ ମାନେ ଆର୍ଥିକ ସ୍ଵଚ୍ଚଳତା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ହେତୁ ତୀର୍ଥ ଯାତ୍ରାରୁ ବଂଚିତ ହେଉଥିଲେ ସେମାନେ  ବିଭିନ୍ନ ତୀର୍ଥ ସ୍ଥାନ ଦର୍ଶନ କରିବା ପାଇଁ ସୁଯୋଗ ପାଉଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉକ୍ତ ଯୋଜନା ବରିଷ୍ଠ ନାଗରିକଙ୍କ ପାଇଁ ବେଶ ସହାୟକ ହବା ସହିତ ସେମାନଙ୍କ ମନରେ ଆନନ୍ଦ ଆଣିଦେଇପାରିଛି.ଏହି କ୍ରମରେ  ଚଳିତ ବର୍ଷ ମୟୂରଭଞ୍ଜ […]

Read More Text.
Dc cover nntdu8rb13gae9ji2k2tel8

ବାଙ୍ଗରିପୋଷୀ-ବିଶୋଇ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଘାଟିରେ ଭାରୀଯାନ ଚଳାଚଳ ଉପରେ କଟକଣା

ବାରିପଦା – ଜାତୀୟ ରାଜପଥ-୪୯ ହେଉଛି ଭାରତର ଏକ ପ୍ରାଥମିକ ଜାତୀୟ ରାଜପଥ ଏବଂ ଏହି ରାଜପଥ ଭାରତୀୟ ରାଜ୍ୟ ଛତିଶଗଡର ବିଳାସପୁରରୁ ପଶ୍ଚିମବଙ୍ଗର ଖଡ଼ଗପୁର ପର୍ଯ୍ୟନ୍ତ ଚାଲିଛି (ବିଳାସପୁର ନିକଟରେ ଥିବାଏନ ଏଚ ୧୩୦ରୁ ଆରମ୍ଭ ହୋଇ ଏହା ପଶ୍ଚିମବଙ୍ଗର ଖଡ଼ଗପୁର ନିକଟରେ ଥିବା ଏନ ଏଚ ୧୬ ରେ ଶେଷ ହେଉଛି) ଏବଂ ପୂର୍ବରୁ ଏହା ଏନ ଏଚ -୬ (ମୁମ୍ବାଇ-କୋଲକାତା ରାସ୍ତା) ଥିଲା। ଯେହେତୁ, ବାଙ୍ଗିରିପୋଷୀ ଘାଟି (ଦ୍ୱାରସୁଣୀ ଘାଟି) ଏନ ଏଚ […]

Read More Text.
Uk pm keir starmer pm modi meet at the g20 summit in brazil 061121298 16x9

ବ୍ରିଟେନରୁ ଭାରତ କିଣିବ ମଲଟିରୋଲ୍ କ୍ଷେପଣାସ୍ତ୍ର

ମୁମ୍ବାଇ : ଭାରତ ଓ ବ୍ରିଟେନ ମଧ୍ୟରେ ଏକ ୪୬୮ ନିୟୁତ ଡଲାର ବା ୩୮୮୪ କୋଟି ଟଙ୍କାର ଏକ ପ୍ରତିରକ୍ଷା ଡିଲ୍ ସ୍ବାକ୍ଷରିତ ହୋଇଛି । ଏହି ଡିଲ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ହାଲକା ମଲ୍ଟିରୋଲ କ୍ଷେପଣାସ୍ତ୍ର ଯୋଗାଣ । ଏହି କ୍ଷେପଣାସ୍ତ୍ର ଆସିବା ପରେ ଭାରତୀୟ ସେନାର କ୍ଷମତା ବୃଦ୍ଧି ପାଇବ । କେବଳ ପଦାତିକ ବାହିନୀ ନୁହେଁ, ଏହାକୁ ବାୟୁସେନା ଓ ନୌସେନା ମଧ୍ୟ ଏହାକୁ ବ୍ୟବହାର କରିପାରିବ । ଗୁରୁବାର ଦିନ […]

Read More Text.
Farmer son

ଝାଟିମାଟି କୁଡିଆରୁ ଦିଲ୍ଲୀର ବିଜ୍ଞାନଭବନ ଯାତ୍ରା କଲେ ଚାଷୀ ପୁଅ

ଗଞ୍ଜାମ: ଝାଟିମାଟି କୁଡିଆରୁ ଦିଲ୍ଲୀର ବିଜ୍ଞାନଭବନ ଯାତ୍ରା । ଘରକୁ ଖୁସି ଆଣିଦେଲେ ଚାଷୀ ପୁଅ । ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲେ ଓଡ଼ିଆ ଚାଷୀ ଘର ପୁଅ । ଏ ଯୁବକ ଜଣେ ଏମିତି ପ୍ରତିଭା ଯାହାଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଛନ୍ତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପ୍ରଶଂସିତ କରିଛନ୍ତି । ଜିତେନ୍ଦ୍ରଙ୍କର ଏ ଯାତ୍ରା ଟିକେ କଠିନ ଥିଲା କିନ୍ତୁ ଆଜିର ଏହି ଖୁସି ସବୁ କଷ୍ଟକୁ ଲିଭେଇଦେଇଛି । ହଁ ଦର୍ଶକବନ୍ଧୁ, ପଙ୍କରେ ପଦ୍ମ ଯେପରି […]

Read More Text.
Amit 2

ଜମ୍ମୁ କାଶ୍ମୀର ସୁରକ୍ଷା ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ଜମ୍ମୁକଶ୍ମୀର ପୋଲିସ ମୁଖ୍ୟ ନଳିନୀ ପ୍ରଭାତ, ସିଆରପିଏଫ୍ ଡିଜି ଜିପି ସିହ୍ନା ଓ ବିଏସ୍ ଏଫ୍ ଡିଜି ଦଲଜିତ ସିଂ ଚୌଧୁରୀଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଜମ୍ମୁର ପିର୍ […]

Read More Text.