ଯୁବକଙ୍କୁ ଦଳିଦେଲା ଦନ୍ତା
ହିନ୍ଦୋଳ: ଦଳିଦେଲା ଦନ୍ତା । ଯୁବକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଗାଲପଡା ନିମବାହାଳି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଆନ୍ଧ୍ର ପ୍ରଦେଶର ରୁଦ୍ରରାପୁ ସାଇଡୁଲୁ । ସ୍କୁଲ ପଡିଆରେ ବୋରୱେଲ ଖୋଳିବା ପାଇଁ ଆନ୍ଧ୍ରରୁ ଆସିଥିଲେ । ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଥିଲେ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ସେହିପରି ଆଜି ଦେବଗଡ଼ ବନଖଣ୍ଡ ତିଲେଇବଣୀ ଫରେଷ୍ଟ ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରୁ […]
Read More Text.