ଶ୍ବଶୁର ଘରେ ନିଆଁ ଲଗାଇଲା ଜ୍ୱାଇଁ
କେନ୍ଦୁଝର : ଶ୍ବଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଙ୍ଗଳପୁର ଗାଁରେ ଜ୍ବାଇଁର ଉନ୍ମତ୍ତ କାଣ୍ଡ । ଶାଶୁ, ଶ୍ୱଶୁର, ସ୍ତ୍ରୀ ଓ ଝିଅ ଗୋଟିଏ ଘରେ ଶୋଇଥିବାବେଳେ ସେମାନଙ୍କୁ ସେହି ଘରେ ବନ୍ଦ କରି ଅନ୍ୟ ଘରେ ନିଆଁ ଲାଗାଇଦେଇଥିଲେ ଜ୍ବାଇଁ ଅଙ୍କୁର ଷଡ଼ଙ୍ଗୀ । ପଡୋଶୀ ଲୋକଙ୍କ ସହାୟତାରେ ପରିବାର ଲୋକଙ୍କୁ ଉଦ୍ଧାର କରାଯିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପାରିବାରିକ […]
Read More Text.