ଆଧ୍ୟାତ୍ମିକ ଜୀବନଯାପନ: ଶାନ୍ତି ଓ ନିରାମୟର ମୂଳ ଉତ୍ସ
ଭୁବନେଶ୍ୱର : ପ୍ରଶାନ୍ତି ବିହାର ସ୍ଥିତ ବିଜୁ ପଟ୍ଟନାୟକ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ହୃଦୟସ୍ପର୍ଶୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। “ଆଧ୍ୟାତ୍ମିକ ଜୀବନଯାପନ: ଶାନ୍ତି ଓ ନିରାମୟର ମୂଳ ଉତ୍ସ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଶ୍ରୀମତୀ ସ୍ୱାଇଁ ଶିକ୍ଷାର୍ଥୀମାନଙ୍କୁ ଆଧ୍ୟାତ୍ମିକ ଜୀବନର ମହତ୍ତ୍ୱ ବୁଝାଇବା ସହ ଏହା କିପରି ଏକ ଶାନ୍ତିପୂର୍ଣ୍ଣ ଓ ସୁସ୍ଥ ଜୀବନ ପାଇଁ ମାର୍ଗଦର୍ଶନ କରେ […]
Read More Text.