Prabhati parida 3

ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା । କେନ୍ଦ୍ର ଓ ରାଜ୍ୟ ଠାରୁ ୧୮ ହଜାରରୁ ଊର୍ଦ୍ଧ୍ବ ଆର୍ଥିକ ସହାୟତା ପାଉଥିଲେ ଅଯୋଗ୍ୟ ହେବେ । ଏନେଇ ଉଚ୍ଚ ଶିକ୍ଷା ଓ SC/ST ବିଭାଗକୁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଚିଠି ଦିଆଯାଇଛି । ଏଭଳି ସହାୟତା ପାଉଥିବା ୨୧ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ତଥ୍ୟ ଦେବାକୁ […]

Read More Text.
Puri 4

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ

ପୁରୀ : ଆସନ୍ତାକାଲି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ। ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ  । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି , ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ହେବେ […]

Read More Text.
Hospital n

ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ବିଚ୍ ରାସ୍ତାରେ ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼।ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମାଙ୍କଡାପାଳ ଗାଁରେ ଗତକାଲି ଏହି ଘଟଣା ଘଟିଛି। ଏହି ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ମାଙ୍କଡାପାଳ ଗାଁର ସଞ୍ଜୟ କୁମାର ନାୟକ। ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ହଠାତ୍ କେହି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲା। ତେବେ ଗୋଟିଏ ଗୁଳି ସଞ୍ଜୟଙ୍କ ପେଟ ପାଖରେ ବାଜି ବାହାରି ଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବାରିପଦା ମେଡିକାଲ […]

Read More Text.
Accident 1

କାର ଧକ୍କା ଦେଲା ବାଇକ କୁ, ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

ବାରିପଦା – ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ସହର ଦେଇ ଯାଇଥିବା ଜାତୀୟ ରାଜପଥ ର ସ୍ଥାନୀୟ ଜୁବିଲି ପେଟ୍ରୋଲ ପମ୍ପ ନିକଟରେ ଜଣେ ବାଇକ ଆରୋହୀ ଙ୍କୁ ପଛପଟୁ  ଏକ ଇନୋଭା କାର ଦ୍ରୁତ ଗତିରେ ଆସି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଅଛି l ଦୁର୍ଘଟଣା ଏତେ ଭୟାନକ ଥିଲାଯେ କାର ଟି ବାଇକ ଆରୋହୀ ଙ୍କୁ କିଛି ଦୂର ଘୋଷାଡ଼ି ନେଇଥିଲା l ଫଳରେ ବାଇକ ଆରୋହୀ […]

Read More Text.
Img 20251018 wa0232

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସିଡିଓଇ ଦ୍ୱାରା ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନୁସ୍ଥାପନ (ଇଣ୍ଡକ୍ସନ୍) କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷାକୁ ବର୍ତ୍ତମାନ ତଥା ଭବିଷ୍ୟତର ଆବଶ୍ୟକତା ବୋଲି ବିବେଚନା କରିବା ସହ ଏହା କିପରି […]

Read More Text.
Img 20251018 wa0286

ମା’ ମନସା ଦେବୀଙ୍କ ପୂଜା ଓ ଘଟ ଶୋଭାଯାତ୍ରା

ବାରିପଦା –  ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ଵାସିଙ୍ଗୀ ପଞ୍ଚାୟତର ବାସୀ ଙ୍ଗୀ ଗ୍ରାମର ଧୀରେନ ବାରିକଙ୍କ ଦ୍ୱାରା ବହୁ ବର୍ଷ ହେଲା ମା’ ମନସା ଦେବୀଙ୍କ ପୂଜାର୍ଚ୍ଚନା ହୋଇଆସୁଅଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ଶୁକ୍ରବାର ଓ ଶନିବାର ଦୁଇ ଦିନଧରି ପୂଜାର୍ଚନା ଧୁମଧାମରେ କରାଯାଇଛି ।ବହୁ ସଂଖ୍ୟାରେ ମାନସିକଧାରୀ ନିକଟସ୍ଥ ଜଳାଶୟ ରୁ ଜଳ ଆଣି ସିଦ୍ଧ ବୃକ୍ଷରେ ଥିବା ମା’ ଙ୍କ ପାଖରେ ପହଞ୍ଚିଥିଲେ ।ସେଠାରେ ପୂଜକଙ୍କ ଦ୍ଵାରା […]

Read More Text.
Img 20251018 wa0254

ବେତନଟୀ ବ୍ଳକ୍ ସ୍ତରୀୟ ଆଥଲେଟିକ ମିଟ୍ ଅନୁଷ୍ଠିତ

ବାରିପଦା-   ବେତନଟୀ ବ୍ଳକ୍ ସ୍ତରୀୟ ୧୪ବର୍ଷରୁ କମ୍ ଓ ୧୭ ବର୍ଷ ବୟସରୁ କମ୍ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨ଟି ଗୃପ୍ ରେ ବିଭିନ୍ନ ପ୍ରକାର ଦୈଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି | ପୁରୁଣାପାଣିସ୍ଥ ଖେଳ ପଡ଼ିଆରେ ୧୮ ତାରିଖ ଦିନବ୍ୟାପି ଅନୁଷ୍ଠିତ ପ୍ରତିଯୋଗିତାରେ କେବଳ କ୍ରିକେଟ୍ ରେ ବାଳକମାନେ ଅଂଶଗ୍ରହଣ ବ୍ୟତୀତ ଅନ୍ୟ ସମସ୍ତ ଖେଳରେ ଜୁନିଅର ଓ ସିନିଅର ଡିଭିଜନରେ ବିଭକ୍ତ ହୋଇ ଉଭୟ ବାଳକ ଓ ବାଳିକାଗଣ ଅଂଶ ଗ୍ରହଣ କରିଥିଲେ । […]

Read More Text.
Img 20251018 wa0236

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା: ଆଜି ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ-୨୦୨୫ ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରଖିବା ପାଇଁ ଶପଥ ପାଠ କରାଇବା ସହ ସାଇବର ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ସାଇବର ସୁରକ୍ଷା […]

Read More Text.
Img 20251018 wa0230

ଆଦି କର୍ମଯୋଗୀ ଅଭିଯାନ ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ମୟୂରଭଞ୍ଜ ସମ୍ମାନିତ

ବାରିପଦା : ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଉଦାହରଣୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ସ୍ୱୀକୃତି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଶୁକ୍ରବାର ନୂଆଦିଲ୍ଲୀ ଠାରେ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ “ଆଦି କର୍ମଯୋଗୀ  ଅଭିଯାନ” ଉପରେ ଜାତୀୟ ସମ୍ମେଳନ  ଉତ୍ସବରେ ଭାରତର ରାଷ୍ଟ୍ରପତି ମାନ୍ୟବର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରେଷ୍ଠ କାର୍ଯ୍ୟ ପ୍ରଦର୍ଶନ […]

Read More Text.
G3iuvvxweaaall2 2025 10 18 16 46 27

ମୁନୀରଙ୍କ ଧମକର କଡ଼ା ଜବାବ ଦେଲେ ରାଜନାଥ

ନୂଆଦିଲ୍ଲୀ: ତାଲିବାନଠାରୁ ନିର୍ମମଭାବେ ପରାସ୍ତ ହୋଇ ରକ୍ତମୁଖା ହୋଇପଡ଼ିଛନ୍ତି ପାକିସ୍ତାନ ସେନାମୁଖ୍ୟ ତଥା ଫିଲଡ ମାର୍ସାଲ ଅସୀମ ମୁନୀର । କିନ୍ତୁ ତାଲିବାନ ବଦଳରେ ସେ ଭାରତକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ପାକିସ୍ତାନ କେବେ ବି ନଇଁବ ନାହିଁ । ଯେକୌଣସି ଦୁଃସାହସର ଦୃଢ ଜବାବ ଦିଆଯିବ । ଏହି ଜବାବର ପ୍ରଳୟଙ୍କରୀ ପରିଣାମ ହେବ ଯାହାର ପ୍ରଭାବ ସମଗ୍ର ଅଂଚଳ ଉପରେ ପଡ଼ିବ । କିନ୍ତୁ ଏଥିପାଇଁ ଭାରତ ଦାୟୀ ରହିବ । […]

Read More Text.