ଛିନ୍ତାଇ ବେଳେ ୩ ଆନ୍ତଃରାଜ୍ଯ ଦୁଵୃର୍ତଙ୍କୁ କାବୁକଲେ ଲୋକେ; ପୋଲିସକୁ ହସ୍ତାନ୍ତର
ବାରିପଦା- ଏବେ ପାର୍ବଣ ଋତୁ ଚାଲିଛି l ଧନ୍ତତରସ ଦିବସ ଏବଂ କାଳୀ ପୂଜାରେଲୋକେ ଗହଣା କିଣାକିଣି କରନ୍ତି ।ଏହାର ସୁଯୋଗକୁ ଉଣ୍ଡି ବସିଛନ୍ତି ଆନ୍ତଃ ରାଜ୍ୟ ଦୁବୃର୍ତ l ଗତକାଲି ରାତ୍ରିରେ ରାଇରଙ୍ଗପୁର ସହରର ବିର୍ସା ମୁଣ୍ଡା ପାର୍କ ନିକଟରେ ଏକ ଦମ୍ପତ୍ତିଙ୍କ ଠାରୁ ପର୍ସ ଛିନତାଇ ଘଟଣାରେ ୩ ଆନ୍ତଂରାଜ୍ଯ ଦୁଵୃର୍ତ୍ତଙ଼କୁ ଲୋକେ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ତାମଳଵନ୍ଧ ଗ୍ରାମର ଶେଗର ପାଲ ଏବଂ ତାଙ୍କ […]
Read More Text.