Delhi air pollution

ଭାଙ୍ଗିଲା ୪ ବର୍ଷର ରେକର୍ଡ, ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ବାୟୁର ଗୁଣବତ୍ତା ସ୍ତର ବହୁତ ଖରାପ ରହିଛି । ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ବାୟୁର ଗୁଣବତ୍ତା ସ୍ତର ୩୪୨ ଏକ୍ୟୁଆଇରେ ପହଞ୍ଚିଛି । ଯାହା ଖରାପ ଶ୍ରେଣୀରେ ରହିଛି । ଦିଲ୍ଲୀରେ ଚଳିତବର୍ଷ ଦୀପାବଳି ଗତ ୪ ବର୍ଷର ରେକର୍ଡ ଭାଙ୍ଗିଛି । ଗତବର୍ଷ ଦୀପାବଳି ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ (ଏକ୍ୟୁଆଇ ୩୫୯) ବର୍ଗରେ ପହଞ୍ଚିଥିଲା । ସେହିପରି ଆନନ୍ଦ ବିହାରରେ ଏକ୍ୟୁଆଇ ୩୫୫ ରହିଥିବା ବେଳେ […]

Read More Text.
Nibrckdo mohsin naqvi afp 625x300 29 september 25

ଟ୍ରଫି ନ ଫେରାଇଲେ ପରିଣାମ ଭୋଗିବେ ନକ୍‌ଭି:ବିସିସିଆଇ

ନୂଆଦିଲ୍ଲୀ: ୟୁଏଇରେ ଗତ ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ଏସିଆ କପ୍‌ କ୍ରିକେଟ ଖେଳାଯାଇଥିଲା। ଟି୨୦ ଫର୍ମାଟରେ ଖେଳାଯାଇଥିବା ଉକ୍ତ ପ୍ରତିଯୋଗିତାର ଫାଇନାଲ ସେପ୍ଟେମ୍ବର ୨୮ରେ ଦୁବାଇରେ ଖେଳାଯାଇଥିଲା। ଫାଇନାଲରେ ଭାରତ ୫ ୱିକେଟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରି ନବମ ଥର ପାଇଁ ଏସିଆ କପ୍‌ ଜିତିଥିଲା। ଭାରତ ପ୍ରତିଯୋଗିତାରେ ଚମ୍ପିଆନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟ୍ରଫି ହାସଲ କରିବାରେ ସଫଳ ହୋଇନାହିଁ। ବିଜୟ ପରେ ଏସିଆନ କ୍ରିକେଟ ପରିଷଦ(ଏସିସି) ଅଧ୍ୟକ୍ଷ ରହିଥିବା ପାକିସ୍ତାନର […]

Read More Text.
Presentation1 20

ମହିଳାଙ୍କୁ ଦୁଷ୍କର୍ମ: ଇନ୍ସପେକ୍ଟର ଗିରଫ

ଭୁବନେଶ୍ଵର : ଲଭ୍‌, ସେକ୍ସ, ଧୋକା ଅଭିଯୋଗରେ ପୁଲିସ୍‌ ସୁବେଦାର୍‌ ଗିରଫ। ସେ ଓଡିଶା ପୁଲିସର ରିଜର୍ଭ ଶାଖାରେ କାମ କରନ୍ତି। ଅଭିଯୋଗ ଆଣିଥିବା ମହିଳା ହେଉଛନ୍ତି ଇନ୍ସପେକ୍ଟର ରାଙ୍କ୍‌ର । ଉଭୟ ଅଭିଯୁକ୍ତ ଏବଂ ଅଭିଯୋଗକାରୀ ଗତ ୮ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ଏବେ​‌ ଅଭିଯୁକ୍ତ ତଷୋବନ୍ତ ଆଚାର୍ଯ୍ୟ ଉକ୍ତ ମହିଳା ଇନ୍ସପେକ୍ଟରଙ୍କୁ ବିବାହ କରିନଥିବା ମହିଳା ଥାନାରେ ଅଭିଯୋଗ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଧାରରେ ତାଙ୍କୁ […]

Read More Text.
File photo of bjd leader pramila mallick

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ: ପ୍ରମିଳା

ଭୁବନେଶ୍ଵର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ ବୋଲି କହିଛି ବିଜେଡି। ଏକ ପ୍ରେସମିଟରେ ପ୍ରମିଳା ମଲ୍ଲିକ ଏବଂ ଭୃଗୁ ବକ୍ସିପାତ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ନୂଆପଡା ଉପନିର୍ବାଚନକୁ ଦେଖି ସରକାର ନୂଆ ଚକ୍ରାନ୍ତ କରିଛନ୍ତି। ବିଜେଡିକୁ ବଦନାମ କରିବା ପାଇଁ ଏସ୍‌ପିଙ୍କ ଜରିଆରେ ଉଦ୍ୟମ କରାଯାଇଛି। ଜିଲ୍ଲାର ମନ୍ତ୍ରୀ ବିଭୂତି ଜେନାଙ୍କୁ ବଞ୍ଚାଇବା ପାଇଁ ଷଡଯନ୍ତ୍ର ହୋଇଛି। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କ୍ୟାରିୟରକୁ ନଷ୍ଟ କରିବାକୁ […]

Read More Text.
Bhakta charan das

ନିର୍ବାଚନ ଲଢ଼ିବାକୁ କଂଗ୍ରେସର ଟଙ୍କା ନାହିଁ ! ସହଯୋଗ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ୱର: ନୂଆପଡ଼ା ଉପ-ନିର୍ବାଚନ ଲଢ଼ିବା ପାଇଁ ରାଜ୍ୟ କଂଗ୍ରେସ ପାଖରେ ଟଙ୍କା ନାହିଁ।  ବିଜେଡି  ଓ ବିଜେପି ପାଖରେ ଅର୍ଥବଳ ଥିବାରୁ ଉଭୟ ଦଳ ଏହି ଉପ-ନିର୍ବାଚନରେ ଟଙ୍କା ଖର୍ଚ୍ଚ କରିପାରିବେ। ସେମାନଙ୍କୁ ଟକ୍କର ଦେବାକୁ ହେଲେ ଅର୍ଥର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ସମସ୍ତ କଂଗ୍ରେସ ନେତା ଏବଂ କର୍ମୀଙ୍କୁ ଆର୍ଥିକ ସହଯୋଗ କରିବାକୁ ଚିଠି ଲେଖିଛନ୍ତି। ଏହି ଉପ-ନିର୍ବାଚନରେ ପ୍ରାର୍ଥୀ ଘୋଷଣା, ନାମାଙ୍କନପତ୍ର ଦାଖଲ ଏବଂ ପ୍ରଚାରରେ […]

Read More Text.
00 6

ପୋଲ ତଳକୁ ଖସିଲା ବାଇକ୍: ଯୁବକ ମୃତ

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ନିକଟ ବେଲପଡା ମଗରକୁନ୍ଦା ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଜଣେ ବାଇକ୍ ଆରୋହୀ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ। ଗୁରୁତର ଯୁବକ ଜଣକ ଯୁଦ୍ଧମନ୍ୟୁ ଦ୍ଵାରୀ ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Read More Text.
Presen

ନୂଆପଡା ଉପ ନିର୍ବାଚନ: ଘାସିରାମ ଓ ଜୟଙ୍କ ନାମାଙ୍କନ କାଏମ

ନୂଆପଡା: ସତ୍ୟପାଠରେ ନିଜ ଅପରାଧିକ ତଥ୍ୟ ଲୁଚାଇଥିବାରୁ ନୂଆପଡା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥିପତ୍ର ନାକଚ କରିବା ପାଇଁ ଭାରତୀୟ ଜନତା ପାର୍ଟି ଦାବି କରିଥିଲା । ଏନେଇ ଆଜି ବିଜେପି ପକ୍ଷରୁ ଉଚ୍ଚ ନ୍ୟାୟାଳୟରୁ ଓକିଲ ଆଣି ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ ନାକଚ କରିବା ପାଇଁ ଆବେଦନ କରିଥିଲେ। ଘାସିରାମଙ୍କ ପାଇଁ ମଧ୍ୟ ନିଜେ ଭକ୍ତାଦସଙ୍କ ସହ ନୂଆପଡ଼ାର ବରିଷ୍ଠ ଓକିଲ ଶେତରାମ୍ ଦେୱାଙ୍ଗନ ଉପସ୍ଥିତ ଥିଲେ। […]

Read More Text.
Wife murder

ସ୍ତ୍ରୀ’କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ସୋର: ପତ୍ନୀହନ୍ତା ପାଲଟିଲା ସ୍ୱାମୀ । ଟାଙ୍କେ ମଦ ପିଇ ଦେଇ ସ୍ତ୍ରୀକୁ ଏମିତି ବାଡ଼େଇଲା ଯେ ଜୀବନ ଚାଲିଗଲା । ପାରିବାରିକ କଳହର କରୁଣ ପରିଣତି । ଏବେ ଘଟଣାର ଛାନବିନ କରୁଛି ପୋଲିସ । ହଁ ଦର୍ଶକ ବନ୍ଧୁ, ଏ କୁଡ଼ିଆଟିକୁ ଟିକେ ଭଲ କରି ଦେଖନ୍ତୁ ଏ ଘରେ ଗୋଟେ ନିରୀହ ସ୍ତ୍ରୀକୁ ତା’ ସ୍ୱାମୀ ବାଡେଇ ବାଡ଼େଇ ମାରି ଦେଇଛି । ବିବାହ ଭଳି ପବିତ୍ର ସମ୍ପର୍କ ଆଜି ରକ୍ତାକ୍ତ ହୋଇ ଯାଇଛି […]

Read More Text.
Frnds 1

ନଦୀରେ ଭାସିଗଲେ ୩ ସାଙ୍ଗ: ଜଣେ ମୃତ ଓ ୨ ନିଖୋଜ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୃଷ୍ଣାନନ୍ଦପୁର ଥାନା ପାଇକା ନଦୀରେ ଅଘଟଣ ଘଟିଛି । ନଦୀରେ ଗାଧୋଇବାବେଳେ ୩ ଜଣ ସାଙ୍ଗ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି । ମୃତକ ଶିଶିର କୁମାର ବେହେରା ବୋଲି ଜଣାପଡିଛି। ସାଙ୍ଗ ହୋଇ ଗାଧୋଇବାବେଳେ ୩ ଜଣ ଭାସିଯାଇଥିଲେ । ଜଣଙ୍କର ମୃତଦେହ ମିଳିଛି । ଅନ୍ୟ ଦୁଇଜଣ ଏବେବି ନିଖୋଜ ଅଛନ୍ତି। ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି […]

Read More Text.