Tejashwiyadav 1068x712

ବିହାର ନିର୍ବାଚନ: ତେଜସ୍ଵୀ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର: ବିହାର ନିର୍ବାଚନ ପାଇଁ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଛନ୍ତି। ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ବିରୋଧୀ ମେଣ୍ଟ ଦଳଗୁଡ଼ିକ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ବି ତେଜସ୍ଵୀ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଏହା ଉପରେ ଅନ୍ୟ ବିରୋଧୀ ଦଳଗୁଡ଼ିକ ନୀରବ ରହିଥିଲେ। ସେବେଠାରୁ ତେଜସ୍ଵୀ ହିଁ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଜଣାପଡ଼ୁଥିଲା। କେବଳ ଘୋଷଣାକୁ ଅପେକ୍ଷା ରହିଥିଲା। ଏହାବ୍ୟତୀତ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଘୋଷଣା କରାଯାଇଛି। […]

Read More Text.
Train track 1

ଟ୍ରେନ ଲାଇନ ପାର ହେବା ବେଳେ ଚାଲିଗଲା ୪ ଜୀବନ

ପାଟନା: ମେଳା ଦେଖି ଫେରୁଥିବା ବେଳେ ଚାଲିଗଲା ପରିବାରର ସମସ୍ତଙ୍କ ଜୀବନ । ବିହାରର ବେଗୁସରାଇରେ ଏକ ବଡ଼ ଦୁର୍ଘଟଣା । ଟ୍ରେନ୍ ଧକ୍କାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ବାପା, ମା ଏବଂ ଦୁଇ ଝିଅ ଅଛନ୍ତି । ଗୋଟିଏ ପରିବାରର ସମସ୍ତ ଲୋକ କାଳୀ ପୂଜା ମେଳାରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବରୌନି-କଟିହାର ରେଳ ଲାଇନର ସାହେବପୁର କମଳ ଥାନା ଅଞ୍ଚଳର ଉମେସନଗର ଷ୍ଟେସନରେ ଏକ କ୍ରସିଂ ନିକଟରେ ଏହି […]

Read More Text.
Police 2

ମୁମ୍ବାଇ ଯୋଗେଶ୍ବରୀ ବିଜନେସ ସେଣ୍ଟରରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ ଫସିଥିବା ଅନୁମାନ କରାଯାଉଛି । ଖବର ମୁତାବକ, ସକାଳ ୧୦.୫୦ ମିନିଟରେ ବିଜନେସ ସେଣ୍ଟର ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ଏହାଭିତରେ ଅନେକ ଲୋକ ଫସିଥିବା ଅନୁମାନ କରାଯାଉଛି । […]

Read More Text.
Kedarnath temple

ବନ୍ଦ ହେଲା କେଦାରନାଥ କପାଟ, ୬ ମାସ ପାଇଁ ଦର୍ଶନ ବନ୍ଦ

ଉତ୍ତରାଖଣ୍ଡ : କେଦାରନାଥ ମନ୍ଦିର କପାଟ ଶୀତକାଳ ପାଇଁ ବନ୍ଦ କରିଦିଆଯାଇଛି । ଆଜିଠାରୁ ୬ ମାସ ଯାଏଁ କପାଟ ବନ୍ଦ ରହିଛି । ଆଜି ସକାଳ ୮.୩୦ରୁ ବନ୍ଦ ରହିଛି କପାଟ । ବନ୍ଦ ହେବା ପୂର୍ବରୁ ଧାମରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । କପାଟ ବନ୍ଦ ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉପସ୍ଥିତ ରହିଥିଲେ । ସେହିପରି ଯମୁନେତ୍ରୀ ଧାମ କପାଟ ଆଜି […]

Read More Text.
Police 2

ଦିଲ୍ଲୀରେ ଏନକାଉଣ୍ଟର, ୪ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ଦିଲ୍ଲୀରେ ଏନକାଉଣ୍ଟର । ବାହାଦୂର ଶାହା ମାର୍ଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସର ମିଳିତ ଅପରେସନ । ଚାରି ଜଣ ଅପରାଧୀ ମୃତ । ମୃତକ ମାନେ ବିହାରର ଗ୍ୟାଙ୍ଗଷ୍ଟର । ଏମାନେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିସ୍ଫୋରଣ କରିବାକୁ ଉଦ୍ୟମ କରୁଥିଲେ । ପୋଲିସ ଉପରକୁ ଫାୟରିଂ ବେଳେ ଏମାନେ ସଫା ହୋଇଛନ୍ତି । ଦୀର୍ଘ ଦିନ ଧରି ପୋଲିସ ଟାର୍ଗେରେ ଏହି ୪ ଗ୍ୟାଙ୍ଗଷ୍ଟର ଥିଲେ । ବୁଧବାର […]

Read More Text.
Screenshot 2025 10 23 021338

୫ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ରାଞ୍ଚି ପୋଲିସ; ଡ୍ରୋନ୍ ଦ୍ବାରା ପାକିସ୍ତାନରୁ ଆଣୁଥିଲେ ଅସ୍ତ୍ରଶସ୍ତ୍ର

ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ସେମାନେ ପ୍ରକାଶ କରିଛନ୍ତି ଯେ ରାଜ୍ୟରେ କାର୍ଯ୍ୟ କରୁଥିବା କୁଖ୍ୟାତ ଅପରାଧୀମାନେ ଡ୍ରୋନ୍ ମାଧ୍ୟମରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଉଥିଲେ। ଏହି ମାମଲାରେ ରାଞ୍ଚି ପୋଲିସର ଏକ ଚାଞ୍ଚଲ୍ୟକର ଖୁଲାସା ଅନୁଯାୟୀ, କୁଖ୍ୟାତ ପ୍ରିନ୍ସ ଖାନ ଏବଂ ଗ୍ୟାଙ୍ଗଷ୍ଟର ସୁଜିତ ସିହ୍ନାଙ୍କ ଗ୍ୟାଙ୍ଗ ଝାଡ଼ଖଣ୍ଡର ଅଣ୍ଡରୱାର୍ଲ୍ଡରେ ଏକାଠି କାର୍ଯ୍ୟ କରୁଛନ୍ତି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଞ୍ଚି ପୋଲିସ ସୁଜିତ ସିହ୍ନାଙ୍କ […]

Read More Text.
Screenshot 2025 10 23 092648 750x430

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ନଭେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ ଭୈରବ ବାଟାଲିୟନ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଆସନ୍ତା ନଭେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ ଭୈରବ ବାଟାଲିୟନ । ପ୍ରଥମ ଥର ପାଇଁ ଆସନ୍ତା ମାସ ୧ ତାରିଖରେ ଗୋଟିଏ ବାଟାଲିୟନ ମୁତୟନ ହେବ। ଏନେଇ ସୂଚନା ଦେଇଛନ୍ତି ପଦାତିକ ବାହିନୀର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅଜୟ କୁମାର । ଭାରତୀୟ ସେନାର କ୍ଷମତାକୁ ଆହୁରି ବୃଦ୍ଧି କରିବା ପାଇଁ, ଆଗାମୀ ଛଅ ମାସ ମଧ୍ୟରେ ଏପରି ୨୫ଟି ବାଟାଲିୟନ୍ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି। […]

Read More Text.
Sir 1068x601

ଏସଆଇଆର ପ୍ରସ୍ତୁତି ସାରିବାକୁ CEOଙ୍କୁ ନିର୍ଦେଶ

ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ(ECI)ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସମ୍ମିଳନୀ ଗୁରୁବାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ(IIIDEM) ଠାରେ ସମାପ୍ତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ, ଡକ୍ଟର ବିବେକ ଯୋଶୀଙ୍କ ସମେତ ଦେଶର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. […]

Read More Text.
Bmc office

ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି

ଭୁବନେଶ୍ଵର : ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି। ରାଜଧାନୀର ୨୦ଟି ବଡ ହାଟରେ ଏହି ଏସ୍‌ଓପି ଲାଗୁ ହେବ। ଏ ନେଇ ବିଏମ୍‌ସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ବିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ହାଟ କମିଟି ନିର୍ବାଚନ ହେବ। ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ୍ ଇନ୍ସୁରାନ୍ସ ହେବ। ହାଟରେ ଏନ୍ସଫୋର୍ସମେଣ୍ଟ କଡାକଡି ହେବ। କୌଣସି ଦୋକାନୀ ଜରିପାଲ ଟାଣି ପାରିବେନାହିଁ। ଏବଂ ରାସ୍ତା ଉପରକୁ ମାଡି ବ୍ୟବସାୟ କରିପାରିବେନି ।

Read More Text.