ଗୁଞ୍ଜାଇ ଟୁଡୁଙ୍କ ଅନ୍ତୋଦୟ ଗୃହ ଯୋଜନା ଅସମ୍ପୂନ୍ନ
ପ୍ରଶାସନ ର ଦ୍ୱାର କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଗୁଞ୍ଜାଇ ଟୁଡୁ ବାରିପଦା : ବନାଞ୍ଚଳ ପରିବେଷ୍ଟିତ ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ମାଣିକପୁର ଗ୍ରାମପଞ୍ଚାୟତର ବାନ୍ଧଗାଁ ଗ୍ରାମର ଗୁଞ୍ଜାଇ ଟୁଡୁଙ୍କ ନାମ ରେ ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ପାଇଁ ବ୍ଲକ ତରଫରୁ ମଞ୍ଜୁର ହୋଇଥିଲା l ପ୍ରଥମ କିସ୍ତି ୪୦,୦୦୦ ହଜାର ଟଙ୍କା ପାଇ ନିଜେ ଗୃହ ନିର୍ମାଣ କରିଥିଲେ l ଦୁଃଖର ବିଷୟ ପ୍ରଥମ କିସ୍ତି […]
Read More Text.