ପୁଣି ଚିନ୍ତା ବଢାଇଲା: ଅରୁଣାଚଳ ସୀମାରେ ବାୟୁସେନା ଘାଟି ନିର୍ମାଣ କରୁଛି ଚୀନ
ନୂଆଦିଲ୍ଲୀ: ଯେତେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲେ ସୁଦ୍ଧା ଭାରତ ସହ ଚୀନ୍ର ସୀମା ବିବାଦ ତୁଟିପାରୁ ନାହିଁ। ଭାରତ ସହ ସମ୍ପର୍କ ଉନ୍ନତ କରିବାକୁ ଚୀନ୍ ଉପରଠାଉରିଆ ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ କାହାଣୀ ବର୍ଣ୍ଣନା କରୁଛି। ଚୀନ ଇତିମଧ୍ୟରେ ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଆଉ ଏକ ବାୟୁସେନା ଘାଟି ନିର୍ମାଣ କରିଥିବା ଉପଗ୍ରହ ଚିତ୍ରରୁ ପ୍ରମାଣ ମିଳିଛି। ଏହି ଘାଟିରେ ୩୬ଟି ଲଢୁଆ ବିମାନ ରହିବା ଭଳି ହ୍ୟାଙ୍ଗର […]
Read More Text.