Mao b

ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ

ମାଲକାନଗିରି: ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା, ଷ୍ଟେଟ କମିଟି ସଦସ୍ୟ ବି.ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାମରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରଷ୍କାର ରାଶି ରହିଛି । ୪ଟି ରାଜ୍ୟରେ ଏମାନେ ମୋଷ୍ଟ ୱାଣ୍ଟେଡ ରହିଥିଲେ । ସିସି ମେମ୍ବର ପୁଲୁରି ପ୍ରସାଦ ରାଓର […]

Read More Text.
Train n

ଟ୍ୱିନ ସିଟିରେ ସ୍ବାଭାବିକ ହେଲା ଟ୍ରେନ୍ ଓ ବିମାନ ଚଳାଚଳ

ଭୁବନେଶ୍ୱର : ବାତ୍ୟା ‘ମୋନ୍ଥା’ ଯୋଗୁଁ ଆନ୍ଧ୍ରପ୍ରଦେଶରେ ୩୫ଟି ବିମାନ ବାତିଲ୍ କରାଯାଇଛି। ଆନ୍ଧ୍ର ବିମାନବନ୍ଦର ଓ ପଡ଼ୋଶୀ ଅଞ୍ଚଳରୁ ସଂଯୋଗ କରୁଥିବା ରୁଟ୍ ଗୁଡ଼ିକରେ ୩୫ରୁ ଅଧିକ ବିମାନ ବାତିଲ୍ କରାଯାଇଛି। ବାତ୍ୟା ସମୟରେ ପ୍ରବଳ ବର୍ଷା ଓ କମ୍ ଦୃଶ୍ୟମାନତାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଭାବେ ବିମାନ ଗୁଡିକୁ ବାତିଲ୍ କରାଯାଇଥିଲା । ଇଣ୍ଡିଗୋର ୩୦, Air Indiaର ୨ଓ Air India Expressର ୫ ବିମାନ ବାତିଲା ହୋଇଥିଲା । ଏହାଛଡା […]

Read More Text.
Jaleswar g

ଜଳେଶ୍ବର: ଟ୍ରକକୁ ପଛରୁ ପିଟିଲା ବସ୍ । ମର୍ମନ୍ତୁଦ ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ମୃତ, ଏକାଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣା ଘଟିଛି । ମୃତ ଡ୍ରାଇଭର ହେଲେ ସେକ୍ ଅବଦୁଲ୍ ଏବଂ ହେଲପର ଜଣକ ନରସିଂହ ଖଟୁଆ ବୋଲି ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ର କ୍ଯାବିନ୍ ଭାଙ୍ଗି ଚୁରମାର ହୋଇଯାଇଛି । ଡଲଫିନ୍ ନାମକ ଏକ […]

Read More Text.
00

ମିଶର ନରସିଂହପୁର ଗ୍ରାମରେ ବଜ୍ରପାତରେ ହୁତୁହୁତୁ ହୋଇ ଜଳିଗଲା ଚାଳଘର

କେନ୍ଦ୍ରାପଡା ( ବିକାଶ ବେହେରା) :  ଗତ ମଙ୍ଗଳବାର ଦିନ ପ୍ରାୟ ସାଢେ ୧୧ଟା ସମୟରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ, କୁଦାନଗରୀ ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ମିଶର ନରସିଂହପୁର ଗ୍ରାମରେ ଏକ ଭୟଙ୍କର ବଜ୍ରପାତ ଘଟିଛି। ଏହି ବଜ୍ରପାତ ଯୋଗୁଁ ନଟବର ସାହୁ ଓ କୁନିଲତା ସାହୁଙ୍କ ଚାଳ ଛପର ଘର ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ […]

Read More Text.
Img 20251028 wa0249

ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ; ୩୪୦ ଦେଶୀ ରନ୍ଧାମଦ ଏବଂ ୫୨୦୦ କେଜି ପୋଚ ଜବତ ସହ ୨ ଟି ମାମଲା ରୁଜୁ

ବାରିପଦା: ମଦ ମାଫିଆ ମାନେ ବେଆଇନ ମଦ ପ୍ରସ୍ତୁତ ,ବିକ୍ରୟ କରିବା ,ମାଲେମାଲ ହେବା ନିଶା ଘାରିଛି ।ଗାଁ ଗଣ୍ଡାର‌ ବେକାର ଯୁବକମାନଙ୍କୁ ହାତ କରି ଵିଭିନ୍ନ‌  ରାଜନୈତିକ ଦଳର ପ୍ରୋତ୍ସାହନ ପାଇ ଚୋରା ମଦ କାରବାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ।କରୋନା ପରଠାରୁ ଚୋରା ମଦ କାରବାର ଦୃତ ଗତିରେ ବଢ଼ି ଚାଲିଛି ।ଅବକାରୀ ବିଭାଗ,ପୋଲିସ ବିଭାଗ ଯେତେ କଠୋର‌ ହେଲେଵିମାଫିଆ ମାନଙ୍କର  ଭୃକ୍ଷେପ ନାହିଁ  କି ଭୟ ନାହିଁ। ଆଇନର ଗଳାବାଟ  ଦେଇ ବେଲ […]

Read More Text.
Img 20251028 wa0190

ପ୍ରଷିଦ୍ଧ ଛଟ ମହୋତ୍ସବ ରେ ଉଦୀତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ମାନସିକଧାରୀ

ବାରିପଦା : ଵିଶେଷତଃ  ବିହାରୀ  ସଂପ୍ରଦାୟର ଆସ୍ଥା, ବିଶ୍ଵାସ,,ଭକ୍ତି,ସ୍ବଚ୍ଛତା,ପବିତ୍ରତା,ନିଷ୍ଠା ର ପର୍ବ ଛଟ୍ ପର୍ବ ।ବିହାରୀ ସମାଜର ଏହା ଗଣପର୍ବ ।ସୂର୍ଯ୍ୟ ଦେବତା ହେଉଛନ୍ତି ତାଙ୍କର ମୁଖ୍ଯ ଦେବତା ।ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟାସ୍ତ ଭଳି ମଣିଷର ଜୀବନ ଚକ୍ର । ସୃଷ୍ଟିର ସକଳ ଆଧାର ହେଉଛନ୍ତି ସୂର୍ଯ୍ୟ ଦେବତା ।ପ୍ରସିଦ୍ଧ ଛଟ୍ ପର୍ବକୁ ନେଇ ମୟୂରଭଂଜ ଜିଲ୍ଲାର ବାରିପଦା, ରାଇରଙ୍ଗପୁର,ବିଶୋଇ,ଗୋରୁମହିଷାଣୀ,ବହଳଦା,ହାଟବାଦଡା,ଯଶିପୁର ସମେତ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଉତ୍ସବ ମୁଖର ।ସାଂପ୍ରଦାୟିକ ସଦଭାବନା ସହିତ ଧର୍ମୀୟ ଭାବନାର ଵାର୍ତାବହ କରୁଥିବା […]

Read More Text.
Img 20251028 wa0234

ଭାରତୀୟ ରଗ୍‌ବି ଦଳର ଉପଅଧିନାୟକ ଡୁମୁଣି ମାରାଣ୍ଡି ଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ୍‌ ରୂପେ କାର୍ଯ୍ୟରତ ସୁଶ୍ରୀ ଡୁମୁଣି ମାରାଣ୍ଡି ଭାରତୀୟ ସିନିୟର ରଗ୍‌ବି ଦଳର ଉପଅଧିନାୟକ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥି ନିମନ୍ତେ ଆଜି ଏକ ସ୍ୱତନ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ତାଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିତ୍ତ ନିୟନ୍ତ୍ରକ ଶ୍ରୀ ଭରତଚନ୍ଦ୍ର ଦେହୁରୀ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର […]

Read More Text.
Img 20251028 wa0232

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଅକ୍ଟୋବର ୨୭ ରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ‘ଦୁର୍ନୀତି ନିବାରଣ-ଆମ ସାମୂହିକ ଦାୟିତ୍ବ’ ଶୀର୍ଷକ ଏହି ସଚେତନତା ସପ୍ତାହ ପାଳନ ଅବସରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।  କୁଳପତି ପ୍ରଫେସର ଶତପଥି ଏକ ଦୁର୍ନୀତିମୁକ୍ତ ଅନୁଷ୍ଠାନ ହିଁ ଜନସାଧାରଣଙ୍କର ଆସ୍ଥାଭାଜନ ହୋଇପାରେ ବୋଲି ମତ ଦେବା […]

Read More Text.
Img 20251028 wa0231

ସର୍ତକତା ସଚେତନତା ସପ୍ତାହ ପାଳନ ଅବସରରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ  ଗ୍ରାମସଭା ଆୟୋଜିତ 

ବାରିପଦା: ସର୍ତକତା ସଚେତନତା ସପ୍ତାହ ୨୦୨୫ ପାଳନ ଆନୁକୁଲ୍ୟରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ  ଏକ ସଚ଼େତନତା କାର୍ଯ୍ୟକ୍ରମ ସହ ଜନ ଅଭିଯୋଗ ଶୁଣାଣି  ପାଇଁ   ଉଦଳା ପଞ୍ଚାୟତର ନୂଦଡ଼ିହା ଗ୍ରାମରେ ଏକ ଗ୍ରାମସଭା ର ଆୟୋଜନ କରାଯାଇଥିଲା l ମୟୂରଭଞ୍ଜ ଡ଼ାକ ମଣ୍ଡଳର ଉପ ଅଧିକ୍ଷକ ଶ୍ରୀ ପ୍ରଣବ କୁମାର ମିଶ୍ରଙ୍କ ପ୍ରତକ୍ଷ୍ୟ ତତ୍ବାବଧାନ ରେ ଏହି ଗ୍ରାମସଭାରେ  ଉଦଳା ସରପଞ୍ଚ ଙ୍କ ପ୍ରତିନିଧି ଯୋଗ ଦେଇଥିଲେ l ମଞ୍ଚାସୀନ ଅତିଥି ମାନେ ଆର୍ଥିକ […]

Read More Text.
Img 20251028 wa0206

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ବାରିପଦା : ଚଳିତ ଅକ୍ଟୋବର ମାସ ୨୭ ତାରିଖ ରୁ ଆଗାମୀ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ପରିପ୍ରେକ୍ଷୀରେ ଆଜି ବାରିପଦା ଠାରେ  ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ  ଓ କ୍ରୀଡା ଛାତ୍ରାବାସ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସକାଳ ୮ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା. ଜିଲ୍ଲା ପ୍ରଶାସନ ଓ ବାରିପଦା ଭିଜିଲାନ୍ସ ୟୁନିଟ ତରଫରୁ ଆୟୋଜିତ ଉକ୍ତ […]

Read More Text.