Crime

ଅନଲାଇନ ପେମେଣ୍ଟକୁ ନେଇ ଗଣ୍ଡଗୋଳ, ଦୋକାନୀଙ୍କୁ ଆକ୍ରମଣ କଲା ଗ୍ରାହକ

ଭୁବନେଶ୍ୱର : ରାଜଧାନୀରେ ବୁଲିଲା ଖଣ୍ଡା । ଗ୍ରାହକ ଖଣ୍ଡା ଚୋଟରେ ଦୋକାନୀ ଆହାତ। ବଡଗଡ ଥାନା ଟଙ୍କପାଣି ରୋଡ଼ ଚିଲି ପୋଖରୀ ପାଖରେ ଘଟିଛି ଘଟଣା । ଅନଲାନରେ ପେମେଣ୍ଟକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଦୋକାନୀଙ୍କୁ ହାଣିଦେଇଥିଲେ ଦର୍ବୃତ୍ତ । ଆହତ ଦୋକାନୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଖଣ୍ଡା ଜବତ କରି ଘଟଣାର ତଦନ୍ତ କରୁଛି ।

Read More Text.

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚକ ବ୍ରତ, ଠିଆକିଆ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହେଲା ପଞ୍ଚକ ବ୍ରତ । ଚଳିତବର୍ଷ ପଞ୍ଚକ ବ୍ରତ ୫ଦିନ ପରିବର୍ତ୍ତେ ୪ଦିନ ଅନୁଷ୍ଠିତ ହେବ । ଏଥିପାଇଁ ମହାପ୍ରଭୁଙ୍କ ବାଙ୍କଚୂଡ ବେଶକୁ ବାଦ୍ ଦେଇ ଅନ୍ୟ ୪ ବେଶ ଅନୁଷ୍ଠିତ ହେବ । ପଞ୍ଚକର ପ୍ରଥମ ଦିନ ତଥା ବଡଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜିତ କରାଯାଇଛି । ଏଥିସହ ଆଜି ଶ୍ରୀମନ୍ଦିରରେ ହରି ଉତ୍ଥାପନ ଏକାଦଶୀ ମଧ୍ୟ ପାଳିତ ହେଉଛି । ଏହିଦିନ […]

Read More Text.
Train 2

ଲାଇନ୍ ପାର୍ ହେବା ବେଳେ ଧକ୍କା ଦେଲା ଟ୍ରେନ, ଦନ୍ତା ମୃତ

ମୟୂରଭଞ୍ଜ: ଟ୍ରେନ ଧକ୍କାରେ ହାତୀ ମୃତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆଗ୍ରିଆ ଠାରେ ହାତୀକୁ ଧକ୍କା ଦେଲା ଟ୍ରେନ । ଭୁବନେଶ୍ୱର ଠାରୁ ବାଙ୍ଗିରିପୋଷି ଫେରୁଥିବା ସୁପର ଫାଷ୍ଟ ଟ୍ରେନ ଧକ୍କାରେ ଘଟିଛି ଅଘଟଣ । ରାତି ପ୍ରାୟ ୧୧ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍ ଲାଇନ୍ ପାର୍ ହେବା ବେଳେ ହାତୀର ମୃତ୍ୟୁ ହୋଇଛି ।  ଜୀବନ ଦୀର୍ଘ ଦିନ ଧରି ୨୦ ଟିକିଆ ହାତୀପଲ ବେତନଟୀ ରେଞ୍ଜ ଅଞ୍ଚଳରେ […]

Read More Text.
Img 20251031 wa0137

ବାରିପଦା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ (ପି ସି ପୁର ସ୍କୁଲ ଶ୍ରେଷ୍ଠ ସାଂସ୍କୃତିକ ଦଳ ବିବେଚିତ)

ବାରିପଦା –  ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ୧୩ ଟି କ୍ଲଷ୍ଟରରୁ ପ୍ରାୟ ୩୦୦ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ I ଜୁନିୟର, ସିନିୟର, ସୁପର ସିନିୟର ବର୍ଗରେ ସମସ୍ତ କ୍ଲଷ୍ଟରରେ ୧ମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ସଂଗୀତ, କୁଇଜ, ପ୍ରବନ୍ଧ, ବକ୍ତୃତା, ନୃତ୍ୟ ତଥା […]

Read More Text.
Img 20251101 wa0217

ମୟୁରଭଞ୍ଜ ଜିଲ୍ଲାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମର ସଫଳ ରୂପାୟନ

ବାରିପଦା –  ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଜିଲ୍ଲା, ବ୍ଲକ ଓ ଗ୍ରାମାଞ୍ଚଳରେ ଉଲ୍ଲାସ : ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ମାନଙ୍କୁ ନେଇ ପ୍ରଥମ ମୌଳିକ ଭାଷା ଓ ଗଣିତ ପରୀକ୍ଷା ଆୟୋଜିତ ହୋଇଯାଇଛି I ଏହା ଦ୍ୱାରା ସେମାନଙ୍କର ପ୍ରାଥମିକ ସ୍ତରର ଗଣିତ ଓ ଭାଷା ଦକ୍ଷତା ପରଖା ଯାଇପାରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ […]

Read More Text.
Img 20251101 wa0215

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ

ବାରିପଦା :  ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଏବଂ ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିଶ୍ୱ ରଞ୍ଜନ ରଥ  ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଗତକାଲି ଅପରାହ୍ନରେ କପ୍ତିପଦା ସରକାରୀ ଆଇ ଟି ଆଇ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଛାତ୍ର ଛାତ୍ରୀ ଙ୍କ ସହ ବାର୍ତ୍ତାଳାପ ଜରିଆରେ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ […]

Read More Text.
Img 20251101 wa0159

ସେପ୍ଟେମ୍ବର ମାସର ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ: 2025 ସମାରୋହ

ସେପ୍ଟେମ୍ବର ମାସର ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ଌ୰୩୯;ର ସମାରୋହ ତା.୩୦.୮.୨୦୨୫ ରିଖରେ ବାରିପଦା ଆଞ୍ଚଳିକ ବାଣିଜ୍ୟ ସମବାୟ ସେମିତି ର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି.ଏହି ସମାରୋହରେ ମୟୂରଭଞ୍ଜ ଖଣ୍ଡ ସମବାୟ ସମିତି ସମୂହର ଉପ-ନିବନ୍ଧକ ଶ୍ରୀଯୁକ୍ତ ଅଶୋକ କୁମାର ପାଣି ପୌରୋହିତ୍ୟ କରି କାର‌୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ.ସର୍ବପ୍ରଥମେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ର ଶପଥ […]

Read More Text.
Img 20251101 wa0234

ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ସିଜିନ 11 ପାଇଁ ପଞ୍ଜିକରଣ ଆରମ୍ଭ

ଅଭିଭାବକ ଓ ପ୍ରତିଯୋଗୀ ଙ୍କ ମଧ୍ୟରେ ଉତ୍ସାହ ବାରିପଦା : ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ସିଜିନ 11 ପାଇଁ ସ୍ଥାନୀୟ ମ୍ୟୁନିସି ପାଲଟି ଗେଷ୍ଟ ହାଉସ ଠାରେ ପଞ୍ଜିକରଣ ଆରମ୍ଭ ହୋଇଛି l ଏହି ପଞ୍ଜିକରଣ ପ୍ରକ୍ରିୟାକୁ ମୟୂରୀ ର କାର୍ଯ୍ୟକାରୀ ସଭାପତି ତଥା ଏମପିସି ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷା ଡ଼ ବନଜା ମହାନ୍ତି ଶୁଭ ଉଦ ଘାଟନ କରିଛନ୍ତି l ଏହି ଅବସରରେ ମୟୂରୀ ର ଉପଦେଷ୍ଟା ତଥା ବିଶିଷ୍ଟ […]

Read More Text.
Capture

ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ବଜିରପୁର ଶିଳ୍ପାଞ୍ଚଳରେ ଶନିବାର ଏକ ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀର ୯ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ବିହାର ଥାନା ଅଞ୍ଚଳରେ ଥିବା ଏହି କାରଖାନାରେ ଷ୍ଟିଲ୍ ଆଲୁମିନିୟମ୍ ବାସନ କୁସନ ପ୍ରସ୍ତୁତ ହୁଏ। ସ୍ଥାନୀୟଲୋକଙ୍କ ଅନୁସାରେ ଅଚାନକ କାରଖାନାରୁ ଧୁଆଁ ବାହାରୁଥିବା ନଜର ଆସିଥିଲା। ତୁରନ୍ତ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା। ତେବେ ଧୀରେ ଧୀରେ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା। ନିଆଁର ଭୟାବହତା […]

Read More Text.
Dhar

ଧର୍ମେନ୍ଦ୍ର ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ। ଚଳିତବର୍ଷ ଆରମ୍ଭରେ ତାଙ୍କ ଆଖି ସର୍ଜରୀ ହୋଇଥିଲା । ହସ୍ପିଟାଲରୁ ବାହାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣଭୀର […]

Read More Text.