Icai

ICAI CA ପରୀକ୍ଷା ଫଳ ପ୍ରକାଶିତ, ମୁକୁନ୍ଦ ଅଗ୍ରିୱାଲ ଟପ୍ପର

ନୂଆଦିଲ୍ଲୀ : ଇନିଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆ (ICAI) ତରଫରୁ ପରୀକ୍ଷାଫଳ ଘୋଷଣା ହୋଇଛି । ୩ ନଭେମ୍ବର ସିଏ ସେପ୍ଟେମ୍ବର ୨୦୨୫ ଫାଉଣ୍ଡେସନ, ଇଣ୍ଟିରମିଡିଏଟ ଓ ଫାଇନାଲ ପରୀକ୍ଷା ଫଳାଫଳ ଘୋଷଣା କରିଛି । ଏହି ପରୀକ୍ଷା ଫଳାଫଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଘୋଷଣା ହୋଇଛି । ଏମିତି କରନ୍ତୁ ଚେକ୍ : ପରୀକ୍ଷାର୍ଥୀ ଅଧିକାରୀକ ୱେବସାଇଟରେ ସେମାନଙ୍କ ସ୍କୋର କାର୍ଡ ଦେଖି ପାରିବେ । ପରୀକ୍ଷା ଫଳ ଦେଖିବା ପାଇଁ ପରୀକ୍ଷାର୍ଥୀ ତାଙ୍କ […]

Read More Text.
Telangana

ବସ୍-ଟ୍ରକ ମୁହାଁମୁହିଁ, ୧୬ ମୃତ ଓ ୧୦ ଆହତ

ତେଲଙ୍ଗାନା : ତେଲଙ୍ଗାନାର ରଙ୍ଗାରେଡ୍ଡୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କାରେ ୧୬ ମୃତ ଓ ୧୦ ଆହତ ହୋଇଛନ୍ତି । ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାଗୁଡ଼ା ନିକଟରେ ବସ୍ ଟ୍ରକ ଧକ୍କା ହୋଇଥିବା ଜଣାପଡିଛି । ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ଚେୱଲ୍ଲା ମଣ୍ଡଳ ଖାନପୁର ଗେଟ୍ ନିକଟରେ ହୋଇଛି । ଏକ ଦ୍ରୁତ ଗତିରେ ଟ୍ରକ ସାଇଡରୁ ଆସି ଟିଜିଆରଟିସି […]

Read More Text.

ମିଛ କହୁଥିଲେ ଟ୍ରମ୍ପ, ରୁଷରୁ ତେଲ କିଣା ବଢାଇଛି ଭାରତ

ନୂଆଦିଲ୍ଲୀ : ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଛ ଧରାପଡ଼ିଯାଇଛି । କିଛି ଦିନ ତଳେ ସେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ରୁଷରୁ ତେଲ କ୍ରୟ କମାଇବେ । ଟ୍ରମ୍ପଙ୍କ ଏହି କଥାକୁ ନେଇ କଂଗ୍ରେସ ପୁଣି ଥରେ ମୋଦୀଙ୍କୁ ସମାଲୋଚନା କରିଥିଲା ।ଟ୍ରମ୍ପଙ୍କୁ ଡରୁଛନ୍ତି ବୋଲି ରାହୁଲ ଖୋଲାଖୋଲି କହିଥିଲେ । କିନ୍ତୁ ଏବେ ଆସିଥିବା ନୂଆ ତଥ୍ୟ ଏହାକୁ ଭୁଲ […]

Read More Text.
Afghan map 2025 11 03 18 07 02

ଆଫଗାନିସ୍ତାନ ମାନଚିତ୍ରରେ ପାକିସ୍ତାନର ୩ଟି ଅଂଚଳ

କାବୁଲ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପୂର୍ବରୁ ଲାଗି ରହିଛି। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକି ଏହି ବିବାଦକୁ ବୃଦ୍ଧି କରିବାର ଆଶଙ୍କା ରହିଛି । ଭିଡିଓରେ, ଆଫଗାନିସ୍ତାନର ଉପ-ସ୍ୱରାଷ୍ଟ୍ର ମନ୍ତ୍ରୀ, ମହମ୍ମଦ ନବି ଓମାରି, ଏକ ସରକାରୀ କାର୍ଯ୍ୟକ୍ରମରେ ଗ୍ରେଟର ଆଫଗାନିସ୍ତାନର ମାନଚିତ୍ର ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ମାନଚିତ୍ରରେ ପାକିସ୍ତାନର ୩ଟି ରାଜ୍ୟ ରହିଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୮ ତାରିଖରେ ପାକିସ୍ତାନ ସୀମା […]

Read More Text.
Jharana 1068x601

ନବବଧୂଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ଶିମିଳିପାଟଣା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତା ମହିଳା ଜଣକ ହେଲେ ଝରଣା ବେହେରା। ସେ ୬ ମାସ ତଳେ ଶିମିଳିପାଟଣାର ମାନସ ବେହେରାଙ୍କୁ ବିବାହ କରିଥିଲେ। ଶନିବାର ଶାଶୁଘରୁ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଝରଣାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ବାପଘର ପକ୍ଷରୁ ଅଭିଯୋଗ କରାଯାଇଛି। ବାପଘର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ଝରଣାଙ୍କୁ ଗର୍ଭପାତ […]

Read More Text.
00 2

ଦୁର୍ଘଟଣାରେ ଛାତ୍ର ମୃତ: କ୍ଷତିପୂରଣ ଦାବିରେ ଉତ୍ତେଜନା

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଧି ଗାଁରେ ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଧି ଗାଁର ଅମୁଲ୍ୟ ଜେନାଙ୍କ ପୁଅ ବିଶ୍ଵରଞ୍ଜନ ଏବଂ ଭରତ କୁମାର ଦାସ ଏକ ସ୍କୁଟି ରେ ବଡ଼ ପୋଖରୀ ବଜାର କୁ ଯାଉଥିବା ବେଳେ ବଡ଼ପୋଖରୀ-ବଧି ରାସ୍ତାର ଜୟୀନାରାୟଣପୁର ଶାସନ ନିକଟରେ […]

Read More Text.
Court

ସୋର କୋର୍ଟରୁ ଚୋରି

ସୋର : ବାଲେଶ୍ୱର ଜିଲ୍ଲା ସୋର କୋର୍ଟରୁ ବିଳମ୍ବିତ ରାତିରେ ଚୋରି । ସୋର ଜେଏମ୍‌ଏଫସି ସିଭିଲ କୋର୍ଟର ମାଲଖାନାରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ କୋର୍ଟ ରୁମ ଖୋଲାଥିବା ୱାଚ ମ୍ୟାନ ଦେଖିବାକୁ ପାଇଥିଲେ। ପରେ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ସୋର ପୁଲିସ୍‌, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତନାଘନା ଚଳାଇଛନ୍ତି। ଚୋରମାନେ କୋର୍ଟର ପଛପଟେ ପଶି ଏପରି କାଣ୍ଡ ଘଟାଇଛନ୍ତି। ମାଲଖାନାରୁ […]

Read More Text.

ଦୁଇ ଭାଇଙ୍କୁ ଦଳିଦେଲା ହାତୀ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ହାତୀ-ମଣିଷ ଲଢ଼େଇର କରୁଣ ପରିଣତି। ନିଜ ଦୁଇ ନାବାଳକ ପୁଅଙ୍କ ମଧ୍ୟରୁ ଜଣକୁ ହରାଇ ବୁକୁ ଫଟାଇ କାନ୍ଦୁଛି ଜନ୍ମଦାତ୍ରୀ ମାଆ। ଆଜି ସକାଳୁ ସକାଳୁ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ବନାଞ୍ଚଳ ତ୍ରିଲୋଚନପୂର ପଞ୍ଚାୟତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୁଇ ନାବାଳକ ନିଜ ଚାଷଜମିକୁ ଯାଉଥିବାବେଳେ ଜଙ୍ଗଲି ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଜଙ୍ଗଲି ହାତୀ ଶୁଣ୍ଡରେ ଟେକି କଚାଡି ଦେବାରୁ ଘଟଣା ସ୍ଥଳରେ […]

Read More Text.
Tiger

ବନ୍ଧକାଟିଆ ଗାଁରେ ବୁଲୁଛି ବାଘ, ଆତଙ୍କିତ ଲୋକେ

କଟକ: ସାବଧାନ । ଗାଁରେ ବୁଲୁଛି ବାଘ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗାଁର ଶାରଦା ଶତପଥୀଙ୍କ ଘରେ ଲାଗିଥିବା ସିସି ଟିଭିରେ ବାଘ ବୁଲୁଥିବା ଭିଡିଓ କଏଦ ହୋଇଛି । ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗାଁରେ ବାଘ ବୁଲୁଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି । ବାଘକୁ […]

Read More Text.
Srimandira

ଶ୍ରୀମନ୍ଦିରରୁ ଡାଲଡା ଘିଅ ଜବତ, ସେବକଙ୍କୁ କୈଫିୟତ ମାଗିଲା ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଭିତରୁ ଶନିବାର ଡାଲଡା ଘିଅ ଜବତ ହୋଇଛି। ଏହି ଘଟଣାରେ ଜଣେ ମହାସୁଆର ସେବକଙ୍କୁ ପଚରାଉଚରା କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାଲଡା ଘିଅ କେଉଁଥିରେ ବ୍ୟବହାର କରାଯାଉଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଭିତରେ କେବଳ ଓମଫେଡ ଘିଅ ବ୍ୟବହାର ପାଇଁ ନିର୍ଦେଶ ରହିଛି।

Read More Text.