ସାମ୍ନାକୁ ଆସିଲା ଲାଲକିଲ୍ଲା ବିସ୍ଫୋରଣର ସିସିଟିଭି ଫୁଟେଜ, ବିସ୍ଫୋରଣ ପୂର୍ବରୁ ବିଭିନ୍ନ ଛକ ବୁଲିଥିଲା କାର୍
ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ବିସ୍ଫୋରଣର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଯେଉଁଥିରେ ଲାଲକିଲ୍ଲା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଭୟଙ୍କର ଦୃଶ୍ୟ କଏଦ ହୋଇଛି । ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୨୪ ଜଣ ଆହତ ମଧ୍ୟ ହୋଇଥିଲେ । ବିସ୍ଫୋରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଅନେକ ଖୁଲାସା ହୋଇଛି । ବିସ୍ଫୋରଣର ସିସିଟିଭି ଫୁଟେଜରେ ଜଣେ ସନ୍ଦିଗ୍ଧ ଜୈଶ ଆତଙ୍କବାଦୀ ଉମରର […]
Read More Text.