ଦିଲ୍ଲୀ ବିସ୍ଫୋରଣ: ବାବ୍ରି ମସଜିଦର ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ଆତଙ୍କୀ ଗୋଷ୍ଠୀ
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ । ଡିସେମ୍ବର ୬ ତାରିଖରେ ଦିଲ୍ଲୀର ୬ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା । ଦିଲ୍ଲୀ ଲାଲକିଲା ନିକଟରେ ଘଟିଥିବା ଭୟାନକ ବିସ୍ଫୋରଣ ଘଟଣାର ତଦନ୍ତ ଚାଲିଛି । ଆତଙ୍କବାଦୀ ସଂପୃକ୍ତି ଘଟଣା ସାମ୍ନାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଭୟାଙ୍କର ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତକାରୀ ଦଳ ହାତରେ ଲାଗିଥିବା ତତ୍ୟ ଅନୁସାରେ, ଡିସେମ୍ବର ୬ରେ ଦିଲ୍ଲୀର […]
Read More Text.