Dhenkanal1

ବାଇକ ଉପରେ ଚଢ଼ିଗଲା ଟ୍ରକ, ୩ ମୃତ

କାମାକ୍ଷାନଗର: ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ଚଢ଼ିଗଲା ଟ୍ରକ l ଘଟଣା ସ୍ଥଳ ରେ ବାଇକ ରେ ଥିବା ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପିତିରି ପଟୁ ଏକ ଟ୍ରକ ରାଉରକେଲା ଯାଉଥିବା ବେଳେ କୁଲେଇ ଛକ ନିକଟରେ ବାଇକ ଉପରେ ଚଢ଼ିଯାଇଥିଲା । ଫଳରେ ବାଇକ ରେ ଥିବା ତିନି ଜଣଙ୍କ ଘଟଣା ସ୍ଥଳରେ […]

Read More Text.
Humane1

ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ, ଦିଲ୍ଲୀ ଏୟାରଲିଫ୍ଟ ଯୋଜନା

ଭୁବନେଶ୍ବର: ଭେଣ୍ଟିଲେଟରରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା । ଲିଭରରେ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଛି । ଆଗାମୀ ୭୨ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଯଦି ଅଧିକ ଗୁରୁତର ହୁଏ ତେବେ ଦିଲ୍ଲୀ ଏୟାରଲିଫ୍ଟ କରିବାକୁ ଯୋଜନା ରହିଥିବା କହିଛନ୍ତି ଡାକ୍ତର । […]

Read More Text.
Tiger 1

୨୦ ରୁ କେନ୍ଦୁଝର ବନଖଣ୍ଡରେ ବାଘ ଗଣନା

କେନ୍ଦୁଝର: ଆସନ୍ତା ୨୦ ତାରିଖରୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା। ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଗଣନା ମଧ୍ୟ କରାଯିବ। କେନ୍ଦୁଝର ବନଖଣ୍ଡରେ ୧୦୫ ବିଟ୍‌ରେ ଏହି ଗଣନା ହେବାକୁ ଥିବା ବେଳେ ୩୦୦ କର୍ମଚାରୀ ବନଖଣ୍ଡ ଅଧିକାରୀ ଠାରୁ ଆରମ୍ଭ କରି ବନରକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଗଣନାରେ ସାମିଲ ହେବେ। କେନ୍ଦୁଝର ବନଖଣ୍ଡରେ ଏବେ ୨ଟି ମହାବଳ ବାଘ ଚଳପ୍ରଚଳ କରୁଥିବାରୁ ବେଶ୍ ସତର୍କତାର ସହିତ ବାଘ ଗଣନା ପାଇଁ କର୍ମଚାରୀମାନଙ୍କୁ ତାଲିମ […]

Read More Text.
Img 20251115 wa0332

ଜାତୀୟ ନାଟ୍ୟ ମହୋତ୍ସବର ୩ୟ ସନ୍ଧ୍ୟା, ଦର୍ଶକଙ୍କୁ ବିମୋହିତ କଲା ନାଟକ “ବେହୁଲା ଆଜୋ”

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୩ୟ ସନ୍ଧ୍ୟାରେ ତିଲଜାଲା କଳ୍ପନ ନାଟ୍ୟଗୋଷ୍ଠୀ, କୋଲକାତା ପ୍ରଯୋଜିତ ବେଙ୍ଗଲୀ ନାଟକ “ବେହୁଲା ଆଜୋ” ମଞ୍ଚସ୍ଥ ହୋଇଯାଇଛି I କଳ୍ପନା ବାରୁଆଙ୍କ ନିର୍ଦ୍ଦେଶିତ ନାଟକରେ ଶର୍ମିଲା ଚାଟାର୍ଜୀ, ଜବା ଶର୍ମା, ଚନ୍ଦ୍ରାଣୀ ନନ୍ଦୀ, ଦୀପାରାଣୀ ନେଓଗୀ, ପିୟାଶ୍ରୀ ବୋଷ, ପୌଲୋମି ଦାସ, ସାଇକତ ରୟ, ସୌରଭ ମିସ୍ତ୍ରୀ, ସୁମନ ଘୋଷ, ସାୟନ୍ତନ ଜାନା, […]

Read More Text.
Img 20251115 wa0249

ଭଂଜପୁର ଜଗଦ୍ଧାତ୍ରୀ ମେଳା ଉଦଯାପିତ, ମନମୁଗ୍ଧ କଲା ଜାଭେଦ ଅଲ୍ଲୀ ଙ୍କ ଗୀତ

ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ଅନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି I ପୂଜା ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ପୁରସ୍କାର ବିତରଣ କରିବା ସହ ବେଶ ପ୍ରସିଦ୍ଧି ଲାଭ କରିଥିବା ଜଗଦ୍ଧାତ୍ରୀ ମେଳାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ I ବିଶିଷ୍ଟ ଅତିଥି […]

Read More Text.
Img 20251115 wa0283

ମୟୂରଭଞ୍ଜରେ ପାଳିତ ହେଲା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ତଥା ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ -୨୦୨୫

ବାରିପଦା: ମହାନାୟକ ଧର୍ତି  ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ସମଗ୍ର ଦେଶରେ ଜନଜାତିୟ ଗୌରବ ଦିବସ-୨୦୨୫ ପାଳିତ ହୋଇଯାଇଛି ଏବଂ ଏହି ସ୍ୱତନ୍ତ୍ର ଦିବସ ପାଳନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ରୁ ଏହି ଦିବସ ପାଳନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏବଂ ସମଗ୍ର ଦେଶବାସୀଙ୍କୁ ଆଭାସୀ ମାଧ୍ୟମରେ ଉଦବୋଧନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ, ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ […]

Read More Text.
Img 20251115 wa0279

ବାରିପଦାରେ ଐତିହାସିକ ଅବସର: ପ୍ରଥମ୍ବାର ‘ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ’ ଦର୍ଶନ!

​ତ୍ରେତେୟା ଯୁଗର ଦୁର୍ଲଭ ଲିଙ୍ଗ ଦେଶରେ ପ୍ରଥମେ ମୟୂରଭଞ୍ଜରେ ଦେବ ଦର୍ଶନ ​ବାରିପଦା: ଦେଶ ତଥା ରାଜ୍ୟ ପାଇଁ ଏକ ଅତ୍ୟନ୍ତ ଦୁର୍ଲଭ ଓ ଆଧ୍ୟାତ୍ମିକ ଅବସର ମୟୂରଭଞ୍ଜର ସଦର ମହକୁମା ବାରିପଦାରେ ଆୟୋଜିତ ହେବାକୁ ଯାଉଛି। ଐତିହାସିକ ପ୍ରମାଣ ଅନୁଯାୟୀ, ୧୦୨୪ ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜନିଙ୍କ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ପରେ ଶତାବ୍ଦୀ ଶତାବ୍ଦୀ ଧରି ନଷ୍ଟ ଅବସ୍ଥାରେ ରହିଥିବା ‘ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ’ ପୁନଃ ଆବିଷ୍କାର ହୋଇଛି। ବର୍ତ୍ତମାନ ଏହି ଶିବଙ୍କ ଅତ୍ୟନ୍ତ […]

Read More Text.
Img 20251115 wa0234

ରାଜ୍ୟସ୍ତରୀୟ ‘ସୁରଭି ୨୦୨୫’ ରେ ଶ୍ରେଷ୍ଠ ସାଂସ୍କୃତିକ ଦଳ ଭାବେ ମୟୂରଭଞ୍ଜ ପୁରସ୍କୃତ

ବାରିପଦା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଭୁବନେଶର ସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ, ୟୁନିଟ-୩ ପରିସରରେ ତା୧୨.୧୧.୨୦୨୫ରିଖ ଠାରୁ ତା୧୪.୧୧.୨୦୨୫ରିଖ ପର‌୍ୟ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ୩୧ ଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶଗ୍ରହଣ କରିଥିଲେ । ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ସବୁଠାରୁ ଆକର୍ଷଣୀୟ ସାଂସ୍କୃତିକ […]

Read More Text.
Odishas similipal tiger reserve

ଶିମିଳିପାଳ ଅଭୟାରଣ୍ୟରେ ପ୍ରଥମ ପର୍ଯ୍ୟାୟ ବାଘ ଗଣନା ଆରମ୍ଭ

ବାରିପଦା: ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟରେ ଆଜି ପାଖରୁ ପ୍ରଥମ ପର୍ଯ୍ୟାୟ ରେ ବାଘ ଗଣନା ଆରମ୍ଭ ହୋଇଅଛି l ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି ର ଗାଇଡ଼ ଲାଇନକୁ ଆଧର କରି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଏହି ବ୍ୟାଘ୍ର ଗଣନା ପ୍ରକ୍ରିୟା ଆରମ୍ଭ ହୋଇଅଛି l ଏହି ପ୍ରଥମ ପର୍ଯ୍ୟାୟରେ ବ୍ୟାଘ୍ର ଚଳପ୍ରଚଳ କରୁଥିବା ଶିମିଳିପାଳ ର ବିଭିନ୍ନ ଏରିଆରେ ଭିନ୍ନ ଭିନ୍ନ ପ୍ରକାର ଚିହ୍ନ ଅନୁଧ୍ୟାନ କରିବା ପରେ ଟ୍ରାନଜିଟ ଲାଇନ […]

Read More Text.
Photo1 for the news of science exhibition

ସ୍କୁଲ ସ୍ତରୀୟ ବିଜ୍ଞାନମେଳା

ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ଗୋଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଛାତ୍ରୀ ସଂଗୀତା ପାଳ ପ୍ରଥମ, ଭାଗ୍ୟଲକ୍ଷ୍ମୀ ବେହେରା ଦ୍ୱିତୀୟ, ସ୍ୱୟଂଶୋଭା ସାହୁଙ୍କ ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରିଥିଲା । କୃଷ୍ଣଚରଣ ବିଦ୍ୟାମନ୍ଦିର ଶିକ୍ଷକ ଗୋକୁଳାନନ୍ଦ ବେହେରା ଓ ବାଲିପୋଖରୀ ହାଇସ୍କୁଲ ଶିକ୍ଷକ ସୁଶାନ୍ତ ଜେନା ବିଚାରକ ଥିଲେ । ସ୍କୁଲ ବିଜ୍ଞାନ ଶିକ୍ଷୟତ୍ରୀ ବନଜିନୀ ନାୟକ ଓ ଭାଗ୍ୟଶ୍ରୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ […]

Read More Text.