ଏସ୍ଆଇଆର ପ୍ରସଙ୍ଗ: ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ
କଲକାତା : ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ବର୍ତ୍ତମାନ ପଶ୍ଚିମବଙ୍ଗ ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଅଭିଯାନ ଜାରି ରହିଛି। ଏହି ଅଭିଯାନକୁ ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ସରକାର ଦୃଢ ବିରୋଧ କରିଆସୁଛନ୍ତି। ଗୁରୁବାର କୃଷ୍ଣନଗରଠାରେ ଆୟୋଜିତ ୠାଲିକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମମତା ଏସଆଇଆର ପ୍ରସଙ୍ଗରେ ଇସିଙ୍କୁ ନିଶାଣ କରିଛନ୍ତି। ମମତା ଧମକ ଦେଇଛନ୍ତି ଯେ ଯଦି ଭୋଟର ତାଲିକାରୁ ଜଣେ ବ୍ୟକ୍ତିଙ୍କ […]
Read More Text.