ଶିକାରୀ ଗୁଳିରେ ଦନ୍ତା ମୃତ
ଅନୁଗୋଳ : ଅନୁଗୋଳରେ ପୁଣି ହାତୀ ମୃତ୍ୟୁ | ପୋକୁଣ୍ଡା ରେଞ୍ଜ ମାଣିକଯୋଡି ପଞ୍ଚାୟତ ବାଲିସାହିରେ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି | ହାତୀ ମେଳରୁ ଅଲଗା ହୋଇ ଧାନ ଫସଲ ଖାଉଥିଲା ହାତୀ | ଶିକାରୀ ଗୁଳିରେ ଦନ୍ତା ହାତୀ ମୃତ | ଦନ୍ତା ହାତୀକୁ କେହି ଗୁଳି କରିଥିବା ସନ୍ଦେହ କରାଯାଇଛି | ୪ ରାଉଣ୍ଡ ଗୁଳି ହୋଇଥିବା ଅନୁମାନ କରାଯାଉଛି | ଦନ୍ତା ହାତୀର ବୟସ ୧୫ ବର୍ଷ ହେବ | କେମିତି […]
Read More Text.