Whatsapp image 2025 11 29 at 9.12.43 am

ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ କାଂସ୍ୟ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଗୋଆର କନାକୋନାସ୍ଥିତ ପର୍ତ୍ତଗାଲୀ ଗାଁରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲୀ ଜୀବୋତ୍ତମ ମଠରେ ଭଗବାନ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ ବିଶ୍ବର ସବୁଠାରୁ ବଡ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି। ଏହି ପ୍ରତିମୂର୍ତ୍ତି ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି। ସେ ଗୁଜରାତର ଷ୍ଟାଚ୍ୟୁ ଅଫ୍ ୟୁନିଟି ମଧ୍ୟ ପ୍ରସ୍ତୁତ କରିଥିଲେ। ପ୍ରତିମୂର୍ତ୍ତି ଅନାବରଣ ଅବସରରେ ଗୋଆ ରାଜ୍ୟପାଳ ଅଶୋକ ଗଜପତି ରାଜୁ, ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, […]

Read More Text.
18adffb1 bd81 4c6b b607 e3c62e96a753 4929884d

ହଂକଂ ଅଗ୍ନିକାଣ୍ଡରେ ୧୨୮କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ହଂକଂ: ଚୀନର ହଂକଂ​‌େ​‌ର ଘଟିଥିବା ଅଗ୍ନିକାଣ୍ଡର ମୃତ୍ୟୁସଂଖ୍ୟା ଶୁକ୍ରବାର ୧୨୮କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ଣରେ ହଂକଂର ତାଇ ପୋ ଜିଲାରେ ୭ଟି ବଡବଡ ଆପାର୍ଟମେଣ୍ଟରେ ଏକକାଳୀନ ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ଆପାର୍ଟମେଣ୍ଟଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହଂକଂର ସୁରକ୍ଷା ସଚିବ କ୍ରିସ୍ ଟାଙ୍ଗ କହିଛନ୍ତି ଯେ ଆପାର୍ଟମେଣ୍ଟ ଗୁଡିକରେ ତଲାସ କାର୍ଯ୍ୟ ଶେଷ ହୋଇଛି। କାଳେ କୌଣସି ଠାରେ କିଏ ଜୀବିତ ଅବସ୍ଥାରେ ଆପାର୍ଟମେଣ୍ଟରେ ଫସି ରହିଥିବ କି ସେଥିପାଇଁ ତଲାସ […]

Read More Text.
1573657162supreme court of india 1 1068x634

କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦର ପୁନଃବିଚାର କରାଯିବ: ସିଜେଆଇ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ଓ ବଦଳି ଲାଗି ପ୍ରଚଳିତ କଲେଜିୟମ୍ ବ୍ୟବସ୍ଥାର ଉଚ୍ଛେଦ ଉପରେ ପୁନଃବିଚାର କରାଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି। କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ କରି ତା’ ସ୍ଥାନରେ ନ୍ୟାସନାଲ ଜୁଡିସିଆଲ ଆପଣ୍ଟମେଣ୍ଟ କମିସନ (ଏନଜେଏସି)କୁ କାର୍ଯ୍ୟକାରୀ କରାଯିବ। ବୁଧବାର ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ ଏନ୍‌ଜେଏସିକୁ କାର୍ଯ୍ୟକାରୀ ନେଇ ଦାୟର ଏକାଧିକ ପିଟିସନ ଉପରେ ଶୀର୍ଷ ଅଦାଲତ ବିଚାର କରିବେ। କଲେଜିୟମ୍ ବ୍ୟବସ୍ଥାର ଉଚ୍ଛେଦ କରି […]

Read More Text.
Austrellian pm

୬୨ ବର୍ଷ ବୟସରେ ବିବାହ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆ : ବାହା ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ। ପଦବୀରେ ଥାଇ ବିବାହ କରିବାରେ ପ୍ରଥମ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ । ଆନ୍ଥୋନୀ ଆଲବାନିଜ ୬୨ ବର୍ଷ ବୟସରେ ବିବାହ କରିଛନ୍ତି । ତାଙ୍କ ଦୀର୍ଘ ଦିନର ବାନ୍ଧବୀ ୪୫ ବର୍ଷିୟା ଜୋଡି ହେଡନ ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କାନବେରାର ‘ଦ ଲଜ୍’ ଠାରେ ଆୟୋଜିତ ଏକ ଘରୋଇ ଉତ୍ସବରେ ଏହି ବିବାହ ସମ୍ପନ୍ନ ହୋଇଛି । ଅଷ୍ଟ୍ରେଲିଆ ଇତିହାସରେ ଏହା ପ୍ରଥମ […]

Read More Text.
Capture 2

ଶ୍ରୀଲଙ୍କା ପରେ ଭାରତକୁ ମାଡ଼ି ଆସୁଛି ଡିଟୱା, ପ୍ରଭାବିତ ହେବ ୩ ରାଜ୍ୟ !

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ଶ୍ରୀହୀନ କରି ଭାରତ ମୁହାଁ ହୋଇଛି ବାତ୍ୟା । ତାମିଲନାଡ଼ୁ, ପୁଡ଼ୁଚେରୀ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଡିଟୱା । ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢ଼ୁଛି ।  ଆଜି ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏଣ୍ଟ୍ରି କରିବ । ଆସନ୍ତାକାଲି ଚେନ୍ନାଇ ଏବଂ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଉଛି । ଭାରତରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିବ ଡିଟୱା । ଡିଟୱା ପାଇଁ ହାଇ ଆଲର୍ଟରେ […]

Read More Text.
A320 flight

ଏୟାରବସ୍ A320 ଫ୍ୟାମିଲି ବିମାନରେ ଯାନ୍ତ୍ରିକ ତ୍ରୁଟି, ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ : ଦେଶର ବିମାନଯାତ୍ରୀଙ୍କ ପାଇଁ ବଡ଼ ଖବର । ଗମ୍ଭୀର ବୈଷୟିକ ତ୍ରୁଟି ଯୋଗୁଁ ସାରା ବିଶ୍ବରେ ଏୟାରବସ୍ A320 ଫ୍ୟାମିଲି ବିମାନଗୁଡିକୁ ବ୍ୟାପକ ସପ୍ଟୱେର୍ ଏବଂ ହାର୍ଡୱେର ଅପଗ୍ରେଡ୍ ପାଇଁ ବନ୍ଦ କରାଯାଉଛି । ଯାହା ଏୟାରବସ୍ A320 ଉଡ଼ାଣର ସମଗ୍ର ବିମାନ କ୍ଷେତ୍ରକୁ ଚିନ୍ତାରେ ପକାଇଛି । ସୂଚନାନୁଯାୟୀ, ଯେତେବେଳେ ବିମାନଟି ହଠାତ୍ ହଜାର ହଜାର ଫୁଟ ତଳକୁ ଖସି ପଡ଼ିଥିଲା ସେତେବେଳେ କାନକୁନରୁ ନ୍ୟୁୟର୍କ ଯାଉଥିବା ଏକ ଘରୋଇ ଏୟାରଲାଇନର A320 ବିମାନ […]

Read More Text.
Imran

‘ଇମ୍ରାନ ଜୀବିତ ଅଛନ୍ତି ବୋଲି ପ୍ରମାଣ ଦିଅନ୍ତୁ ପାକିସ୍ତାନ ସରକାର’

ପାକିସ୍ତାନ : ବାପା ଜୀବିତ ଅଛନ୍ତି ବୋଲି ପ୍ରମାଣ ଦିଅନ୍ତୁ ପାକିସ୍ତାନ ସରକାର । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ କାଶିମ ଖାନ୍ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏପରି ଅପିଲ କରିଛନ୍ତି । ଦୀର୍ଘ ୮୪୫ ଦିନ ହେଲା ଇମ୍ରାନ ଖାନ୍ ଜେଲରେ ବନ୍ଦୀ ଅଛନ୍ତି । ଗତ ୬ ସପ୍ତାହ ଧରି ତାଙ୍କୁ ପରିବାର ଲୋକଙ୍କୁ ଭେଟିବାକୁ ଦିଆଯାଉନାହିଁ । ଜେଲ କର୍ତ୍ତୃପକ୍ଷ ବାରମ୍ବାର ଇମ୍ରାନଙ୍କ ଭଉଣୀମାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । […]

Read More Text.
Srilanka 1

ଶ୍ରୀଲଙ୍କାରେ ତାଣ୍ଡବ ରଚିଲା ଡିଟୱା, ୩୦୦ ମୃତ

ଶ୍ରୀଲଙ୍କା : ଦୁଇ ଦେଶରେ ଧ୍ବଂସଲୀଳା କରୁଛି ଦୁଇ ବାତ୍ୟା । ଇଣ୍ଡୋନେସିଆକୁ ଛାରଖାର କରି ଦେଲାଣି ସେନୟାର । ଶ୍ରୀଲଙ୍କାକୁ ଶ୍ରୀହୀନ କରିଛି ବାତ୍ୟା ଡିଟୱା । ପ୍ରାୟ ୩୦୦ ଲୋକଙ୍କ ଜୀବନ ଗଲାଣି । ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦୦ ହେଲାଣି । ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ‘ବାତ୍ୟା ସେନୟାର’ର ଅଧିକ ପ୍ରଭାବ ପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଘଟିଛି । […]

Read More Text.
Assembly meeting

ରାସନକାର୍ଡ କଟିବା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ରାସନ କାର୍ଡ କଟିବା ପ୍ରସଙ୍ଗରେ ବିଧାନସଭା ସରଗରମ ।  ରାସନକାର୍ଡ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଛି ବିଜେଡି। ଦଳୀୟ ଭିତ୍ତିରେ ରାସନ କାର୍ଡ ବଣ୍ଟନ ହେଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ବିଜେଡି। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି ଜଣେ ଗରିବ ଲୋକଙ୍କ ରାସନ କାର୍ଡ କଟାଯାଇ ନାହିଁ ।  ସେହିପରି ଟାଟା ପାୱାର ଉପଭୋକ୍ତାଙ୍କ ଠାରୁ ଅଧିକ ଟାରିଫ ଆଦାୟ ନେଇ ମଧ୍ୟ ଗୃହରେ ଉଦବେଗ ପ୍ରକାଶ […]

Read More Text.
Mobile 2

୩୪୦ ଚୋରି ମୋବାଇଲ ଜବତ କଲା ବ୍ରହ୍ମପୁର ପୋଲିସ, ୪ ଗିରଫ

ବ୍ରହ୍ମପୁର :  ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ବିପୁଳ ପରିମାଣ ର ଚୋରୀ ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାରର ୪ ଲୁଟେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l କୌଣସି ସୂତ୍ରରୁ ଖବର ପାଇ ବଡ଼ ବଜ଼ାର ଥାନା ଶୁକ୍ରବାର ରାତିରେ ପୋଲିସ ଶ୍ରୀ କ୍ଷେତ୍ର ବିହାର ଠାରେ ଥିବା ଏକ ଘରୁ ପୋଲିସ ସୁଟକେଶ ଥିବା ୩୪୦ […]

Read More Text.