Bjd e1764687219792 300x141

ଭଦ୍ରକରେ ସଙ୍ଗଠିତ ହେବ ଦଳ, ପ୍ରଫୁଲ୍ଲଙ୍କୁ ଗୁରୁଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଭଦ୍ରକରେ ବିଜେଡିକୁ ଲାଗିଛି ଝଟ୍‌କା । ୪ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ଦୋହଲିଯାଇଛି ବିଜେଡି ଗଡ଼। ଭଦ୍ରକରେ ଦଳକୁ ସଙ୍ଗଠିତ କରି ରଖିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ଭଦ୍ରକରେ ଦେଖାଦେଇଥିବା ସଙ୍କଟ ନେଇ ନବୀନ ନିବାସରେ ସୋମ‌ବାର ମାନସମନ୍ଥନ କରାଯାଇଛି। ବୈଠକ ପରେ ଦଳୀୟ ନେତା କହିଛନ୍ତି, ଯାହାର ମୂଲ୍ୟ ନାହିଁ ସେମାନେ ଦଳ ଛାଡୁଛନ୍ତି । ସମସ୍ତଙ୍କୁ ଅନୁରୋଧ ଦଳକୁ ମଜଭୁତ କର, […]

Read More Text.
Vegetable market

ପରିବା ବଜାରରେ ଯୋଗାଣ ବିଭାଗର ଚଢ଼ଉ: କମିବ ଦର

ଭୁବନେଶ୍ବର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲାରେ ଚଢ଼ଉ କରାଯାଇଛି। ରାଜ୍ୟରେ ପନିପରିବା ଦରବୃଦ୍ଧି ନିୟନ୍ତ୍ରଣ କରିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ରାଜ୍ୟରେ ଗତ କିଛିଦିନ ଧରି ପନିପରିବା ଦରବୃଦ୍ଧି ହେଉଥିବା ଅଭିଯୋଗକୁ ଭିତ୍ତିକରି ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ନିର୍ଦେଶକ୍ରମେ ବିଭାଗର କର୍ମଚାରୀମାନେ ରାଜ୍ୟର ପ୍ରମୁଖ ବଜାରରେ ଯାଞ୍ଚ କରିଥିଲେ। ବିଭାଗ ପକ୍ଷରୁ କୁହାଯାଇଛି, […]

Read More Text.
Teacher e1764686458258 300x167

୧୮ରେ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘର ଆନ୍ଦୋଳନ

ଭୁବନେଶ୍ୱର : ଆନ୍ଦୋଳନକୁ ଓହ୍ଲାଇବେ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ  I  ରାଜଧାନୀରେ ଅହୋରାତ୍ର ଧାରଣାରେ ବସିବାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଶିକ୍ଷକ ।  ସାରା ରାଜ୍ୟରେ ୨୫୫୭ଟି ହାଇସ୍କୁଲରେ ପାଖାପାଖି ୨୫ ହଜାର ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଆଗାମୀ ୧୮ ତାରିଖ ଦିନ ଅନ୍ଦୋଳନକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ସଂଘ ନେତା  I  ଦୀର୍ଘଦିନ […]

Read More Text.
Barabati 1 e1764686186871 300x176

ବାରବାଟିରେ ପିଚ୍ ଅନୁଧ୍ୟାନ କଲେ BCCI ର ଚିଫ ପିଚ୍ କ୍ୟୁରେଟର୍

କଟକ : ବାରବାଟିରେ BCCI ର ଚିଫ ପିଚ୍ କ୍ୟୁରେଟର୍ ଆଶିଷ ଭୌମିକ ।  ପିଚ୍ ଅନୁଧ୍ୟାନ କରିବା ସହିତ ପଡ଼ିଆ ବୁଲି ଦେଖିଛନ୍ତି। ରେଡ ସଏଲ୍ ନା ବ୍ଲାକ ସଏଲ୍ ପିଚ୍ ରେ ହେବ ସେନେଇ ଅନୁଧ୍ୟାନ କରିଛନ୍ତି। ଏପଟେ ଭାରତ-ଦକ୍ଷିଣ ଆଫ୍ରିକା ଟିଟ୍ବେଣ୍ଟି ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର । ବାରବାଟୀ ଷ୍ଟାଡିୟମରେ ଚତୁର୍ଥ ଥର ଖେଳାଯିବ ଟି-୨୦ ମ୍ୟାଚ୍ । ଆସନ୍ତା ୯ ତାରିଖରେ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ।  ଟି-ଟ୍ବେଣ୍ଟି […]

Read More Text.
R

ଡିଭାଇଡରରେ ପିଟିହେଲା ବାଇକ, ଦୁଇ ମୃତ

ଭୁବନେଶ୍ବର: ଡିଭାଇଡରରେ ପିଟିହେଲା ବାଇକ ।  ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ।  ଭୁବନେଶ୍ବର ଶ୍ରୀଦେବୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ମୃତକ ହେଲେ ପ୍ରୀତିରଞ୍ଜନ ଜେନା ଓ ଶୁଭମ ନାୟକ ।  ଉଭୟଙ୍କ ଘର ବଡଗଡ ଥାନା ପାଣିଟାଙ୍କି ବସ୍ତି ଅଞ୍ଚଳର । ଗତକାଲି ବିଳମ୍ବିତ ରାତି ୨ରୁ ୩ଟା ଭିତରେ ଦୁର୍ଘଟଣା ଘଟିଛି। ଜଣେ ସାଙ୍ଗ ୭ଦିନ ହେବ ଏକ ନୂଆ ବାଇକ୍ କିଣିଥିଲା ।  ସେହି ବାଇକରେ ୩ […]

Read More Text.
Images

ନନ୍ଦନକାନନକୁ ଆସିବ ଚିତା

ବାରଙ୍ଗ: ନନ୍ଦନକାନନରେ ଦୌଡ଼ିବ ଚିତା ।  ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ ।  ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ।  ନନ୍ଦନକାନନକୁ ଚିତା ଆସିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚିତା ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ଖୁଆଡ଼ ନିର୍ମାଣ ଚାଲିଛି । ଆସନ୍ତା ବର୍ଷ ମେ ମାସ ସୁଦ୍ଧା ଖୁଆଡ ନିର୍ମାଣ କାର୍ଯ୍ୟ ଶେଷ ହେବ ।  ଖୁଆଡ ନିର୍ମାଣ ସରିବା ପରେ ନନ୍ଦନକାନନକୁ ଚିତା ଅଣାଯିବ […]

Read More Text.
Nuapada

ସର୍ଗୀମୁଣ୍ଡା ଗାଁରେ ୧୫ ମେଣ୍ଢାକୁ ମାରି ଖାଇଲା କଲରାପତରିଆ ବାଘ

ନୂଆପଡା: ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ସର୍ଗୀମୁଣ୍ଡା ଗାଁରେ କଲରାପତରିଆ ବାଘ ଆତଙ୍କ ।  ଗତ ରାତିରେ ସର୍ଗିମୁଣ୍ଡା ଗାଁର ବେଦବର ମାଝୀଙ୍କ ଗୁହାଳରେ କଲରାପତରିଆ ବାଘ ପଶି ୧୫ଟି ମେଣ୍ଢାକୁ ଟାଣି ନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ଖବରପାଇ ଆଜି ସକାଳୁ ଖଡ଼ିଆଳ ବନବିଭାଗର ରେଞ୍ଜର ଜୟଦେବ ମାଝିଙ୍କ ସମେତ ବନବିଭାଗ ଏକ ଟିମ ଘଟଣାସ୍ଥଳରେ ପହଁଚି ୧୫ଟି ମେଣ୍ଢାର ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମୃତ ମେଣ୍ଢାଗୁଡ଼ିକର […]

Read More Text.
Kjr

ଯୁବକଙ୍କୁ ଦଳିଦେଲା ହାତୀ

ବାଶଂପାଳ: ହାତୀ ଆକ୍ରମଣରେ ଯୁବକ ମୃତ ।  ଧାନ ଫସଲ ସୁରକ୍ଷା ପାଇଁ ହାତୀ ହାବୁଡ଼ାରେ ଗଲା ଯୁବକଙ୍କ ପ୍ରାଣ ।  କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ରୁଗୁଡିହି ଗ୍ରାମର ଘଟଣା ।  ମୃତକ ହେଲେ ଗ୍ରାମର ଚକ୍ରଧର ମହାରଣା ।  ବିଳମ୍ବିତ ରାତିରେ ୩୯ ଟିକିଆ ହାତୀପଲ ଗାଁର ବାଘମୁଣ୍ଡା ଧାନ କ୍ଷେତରେ ପଶିଥିଲେ । ଫସଲ ରକ୍ଷା ପାଇଁ ହାତୀ ବୁଲିପଡ଼ି ଚକ୍ରଧରକୁ ଶୁଣ୍ଢରେ ଧରି କଚାଡି ମାରି ଦେଇଛି ।  ଘଟଣାସ୍ଥଳରେ […]

Read More Text.
School student

ଜଙ୍ଗଲରୁ ଠାବ ହେଲେ ହଷ୍ଟେଲରୁ ନିଖୋଜ ୨୦ ଅନ୍ତେବାସୀ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ୨୦ ଜଣ ହଷ୍ଟେଲ ଅନ୍ତେବାସୀ ସୋମବାର ସକାଳେ ନିଖୋଜ ହେବା ପରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ ପରିସର ଏବଂ ହଷ୍ଟେଲରେ ସମ୍ପୂର୍ଣ୍ଣ ଖୋଜାଖୋଜି କରିବା ପରେ କୌଣସି ଫଳାଫଳ ମିଳିନଥିଲା। ଯାହା ଫଳରେ କର୍ମଚାରୀମାନେ ଅଭିଭାବକମାନଙ୍କୁ ସୂଚନା ଦେବାପରେ ସେମାନେ ସ୍କୁଲରେ ପହଞ୍ଚିଥିଲେ। ପ୍ରାୟ ତିନି ଘଣ୍ଟା ଖୋଜାଖୋଜି କରିବା ପରେ ଶେଷରେ ଛାତ୍ରମାନଙ୍କୁ କୋଲାବ ଜଳଭଣ୍ଡାର ନିକଟବର୍ତ୍ତୀ ପ୍ରାୟ ୫ କିଲୋମିଟର ଦୂର ପଣ୍ଡି ଜଙ୍ଗଲରେ ଠାବ […]

Read More Text.
Screenshot 2024 12 09 133101 1024x748 1 750x430 1

ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ପୂର୍ବ ସରକାରକୁ ଟାର୍ଗେଟ କଲେ ମନ୍ତ୍ରୀ ରବି ନାରାୟଣ ନାୟକ

ଭୁବନେଶ୍ବର: ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେ କହିଛନ୍ତି ଯେ, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା। ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ । ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ ବୋଲି ମନ୍ତ୍ରୀ ନାଏକ […]

Read More Text.