ଟାଟା ପାୱାର ବିରୋଧରେ ଶ୍ରମିକ ଆନ୍ଦୋଳନ ଚେତାବନୀ
ବାରିପଦା: ଟାଟା ପାୱାର ବିଦ୍ୟୁତ ବିତରଣ ସଂସ୍ଥାର ମେରୀରାୟ ନୀତି କୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଅଛି l କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ମାନଙ୍କୁ ଛଟେଇ କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ମାନଙ୍କୁ ଛଟେଇ କରି ସାରିଥିବା ବେଳେ ଆଗକୁ ଆହୁରି ଛଟେଇ କରିବାକୁ ଯାଉଛନ୍ତି। କର୍ମଚାରୀ ମାନଙ୍କ ଜୀବନ ଜୀବିକା କୁ ନେଇ ଖେଳ ଖେଳୁଛି ଟାଟା ପାୱାର ବୋଲି କହିଛନ୍ତି ସଂଘ ର ସାଧାରଣ ସମ୍ପାଦକ […]
Read More Text.