ପୋଲିସ ଷ୍ଟେସନ ଉପରେ ଚାଲିଲା ବୁଲ୍‌ଡୋଜାର, ବ୍ୟକ୍ତିଗତ ଜାଗା ଉପରେ ହୋଇଥିଲା ପାଚେରୀ ନିର୍ମାଣ

ବାରିପଦା : ପୋଲିସ ଷ୍ଟେସନ ଉପରେ ଚାଲିଲା ବୁଲ୍‌ଡୋଜାର । ଭାଙ୍ଗିଲା ଥାନା ପାଚେରୀ । ଲୋକଙ୍କ ଜାଗା ମାଡି ବସିଥିଲା ପୋଲିସ ବିଭାଗ । କୋର୍ଟ ନିର୍ଦ୍ଦେଶ ପରେ ବୁଲିଲା ବୁଲ୍‌ଡୋଜାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ସଦର ଥାନା ପରିସରରେ ।  ବାରିପଦା ତକତ୍‌ପୁର ଅଞ୍ଚଳରେ ରହିଛି ସଦର ଥାନା । ସଦର ଥାନା ପାଚେରୀ ନିର୍ମାଣ କରିବା ସମୟରେ ସ୍ଥାନୀୟ ବାସିନ୍ଦା ସଲିମ ଖାନ୍ […]

Read More Text.
Banapur ps

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!, ହରଡ଼ଘଣାରେ ବାଣପୁର ପୁଲିସ

ବାଣପୁର: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚୋରା ମଦ କାରବାର ଅଭିଯୋଗରେ ରାତିରେ ଜଣଙ୍କୁ ଥାନାକୁ ଆଣିଥିଲା ପୁଲିସ । ଦାଶରଥିପୁର ଗାଁର ଜଣଙ୍କୁ ଥାନାକୁ ଆଣି ବାଣପୁର ପୁଲିସ ପଚରାଉଚରା କରିଛି । ଅସୁସ୍ଥ ହେବାରୁ ସକାଳେ ବାଣପୁର, ପରେ ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପରିବାର ଲୋକେ ପୁଲିସ […]

Read More Text.
Bhakta das

ସୋନିଆ ଗାନ୍ଧିଙ୍କୁ ମୋକିମଙ୍କ ଚିଠି ପ୍ରସଙ୍ଗ: ମୁହଁ ଖୋଲିଲେ ଭକ୍ତ

ଭୁବନେଶ୍ୱର : ବିଜେପି ସହ ଯେଉଁମାନେ ଅଛନ୍ତି ସେମାନେ ବିଜେପିକୁ ଚାଲିଯିବା ଉଚିତ । ସୋନିଆଙ୍କୁ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୋକିମ ଚିଠି ଲେଖିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭକ୍ତ ଦାସ । ଯେଉଁମାନେ ବିଜେପି ସହ ଯୋଡ଼ି ହୋଇ ରହିଛନ୍ତି, ସେମାନେ ବିଜେପିକୁ ଚାଲିଯିବା ଦରକାର ବୋଲି କହିଛନ୍ତି । ଚିଠିରେ ଭକ୍ତଙ୍କୁ ହଟାଇବା ପାଇଁ ଲେଖିଥିଲେ ମୋକିମ […]

Read More Text.
Puri 1 1

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି, ନିମ୍ନମାନର କାମ ଅଭିଯୋଗ

ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି । ପୂର୍ବରୁ ଏଭଳି ପାଣି ଗଳୁଥିବାରୁ ମରାମତି କରାଯାଇଥିଲା । ପୁଣି ଥରେ ପାଣି ଗଳୁଛି । ନିମ୍ନ ମାନର କାମ ଯୋଗୁ ପୁଣି ପାଣି ଗଳୁଥିବା ଅଭିଯୋଗ ହୋଇଛି । ଆନନ୍ଦ ବଜାର ହାତ ଧୁଆ ନିକଟରେ ମେଘନାଦ ପାଚେରୀରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରୀ ବହୁ ପୁରୁଣା ହୋଇଥିବାରୁ ଏହାର ସୁରକ୍ଷା ଦିଗରେ ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ […]

Read More Text.
Dance bar

ଭୁବନେଶ୍ୱରରେ ୧୫୫ଟି ବାରରେ ଅବକାରୀ ଚଢାଉ

ଭୁବନେଶ୍ୱର : ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବାରରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ୧୫୫ଟି ବାର ଉପରେ ଅବକାରୀ ବିଭାଗ ଚଢାଉ କରିଥିବା ସୂଚନା ମିଳିଛି । ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ବିଳମ୍ବିତ ରାତିରେ ୫ଟି ଟିମ ଚଢାଉ କରିଥିଲା । ଚନ୍ଦ୍ରଶେଖରପୁରର ଦୁଇଟି ସ୍ଥାନରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅବକାରୀ ଟିମ୍‌ ଉପରେ ଆକ୍ରମଣ ଦୁଇ ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ […]

Read More Text.
Img 20251213 wa0012

ଉପାନ୍ତ ଅଞ୍ଚଳରେ ବିକାଶ ନଗ୍ନ ଚିତ୍ର; ପାଣି ପାଇଁ ହନ୍ତସନ୍ତ, ଭଙ୍ଗା କୂଅ ହଁ ଭରସା 

ବାରିପଦା: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମଞ୍ଚଳ ଅଧିବାସୀ ଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଯୋଜନା କରି ତା’ର ସଠିକ ଉପଯୋଗ କରୁଥିବା ବେଳେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବାମନ ଘାଟି ଉପଖଣ୍ଡ ବିଜାତଳା ବ୍ଲକ ରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉପଖଣ୍ଡ ସହରାଞ୍ଚଳକୁ ଛାଡ଼ିଦେଲେ ଏବେବି କେତେକ ଗ୍ରାମ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ସେଭଳି ଏକ ସରକାରୀ ସୁବିଧା ସୁଯୋଗରୁ […]

Read More Text.
Img 20251213 wa0015

ରାସ୍ତାରେ ଭାରସାମ୍ଯ ହରାଇ ବାଇକ ଚାଳକ ଗୁରୁତର

ବାରିପଦା: ଗତକାଲି ରାତିରେ ଯାମଦା ଥାନା ଅନ୍ତର୍ଗତ ହେଁସଡା ପଞ୍ଚାୟତର ଚାନ୍ଦିଖମଣ ଗ୍ରାମର‌  ରଣଜିତ ଟୁଡୁ ବାଇକଯୋଗେ ଘରକୁ  ଫେରୁଥିବାବେଳେ ପାସନା ଠାରେ ଭାରସାମ୍ଯ‌ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।ତାଙ୍କୁ ୧୦୭ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପାଟାଲକୁ ଅଣା ଯାଇଥିଲା ।ମାତ୍ର ପରିସ୍ଥିତି ଗମ୍ଭିର‌ଥିବାରୁ ତାଙ୍କୁ ବାରିପଦା ପିଆରଏମ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

Read More Text.
Img 20251213 wa0208

ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ବାରିପଦା : ମୟୁରଭଞ୍ଜ ଫାଉଣ୍ଡେସନ ଓ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜାତୀୟ ସ୍ତରୀୟ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ  ବାରିପଦା ଷ୍ଟାଡିୟମ ପଡିଆରେ ଉଦଘାଟିତ ହୋଇଯାଇଛି I ପ୍ରଥମ ଥର ପାଇଁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ବାରିପଦା, ଓଡିଶାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ, କଳିଙ୍ଗ ରଗବୀ ଟିମ, ଫ୍ୟୁଚର ହୋପ ହାର୍ଲିକିନ କୋଲକାତା, ଫ୍ୟୁଚର […]

Read More Text.
Img 20251213 wa0198

ପି ସି ପୁର କ୍ଲଷ୍ଟର ସ୍ତରୀୟ”ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ ଅନୁଷ୍ଠିତ 

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡରେ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପି ସି ପୁର କ୍ଲଷ୍ଟର ସ୍ତରୀୟ”ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସି ଆର ସି ସି ଧନଞ୍ଜୟ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ […]

Read More Text.
Img 20251213 wa0215

ପୂର୍ବତନ ସେନାଅଧିକାରୀଙ୍କ ଦେହାନ୍ତ 

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକସ୍ଥିତ ଅନ୍ଧାରୀ ଗ୍ରାମର ଅବସରପ୍ରାପ୍ତ ସେନାଧିକାରୀ ସୁବେଦାର ମେଜର ମୋହନ ମାରାଣ୍ଡିଙ୍କ ଚିକିତ୍ସାଧିନ ଅବସ୍ଥାରେ  ଦେହାନ୍ତ ଘଟିଛି । ଅନ୍ତିମ ଯାତ୍ରାରେ ଜିଲ୍ଲା ଅବସରପ୍ରାପ୍ତ ସୈନବାହିନୀ ସଂଘ ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ସେବା ଲିଗର କର୍ମକର୍ତ୍ତା ସାମିଲ ହୋଇ ମେଜର ମାରାଣ୍ଡିଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟପତାକା ତ୍ରିରଙ୍ଗାରେ ଆବୃତ ପୂର୍ବକ ପୁଷ୍ପ ପ୍ରଦାନ କରି ସମ୍ମାନ  ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ମେଜର ମାରାଣ୍ଡି ଆର୍ମି […]

Read More Text.