ପୁଣି ଆସାମ ନିର୍ବାଚନ ଦାୟିତ୍ଵ ନେଲେ ବୈଜୟନ୍ତ ପଣ୍ଡା
ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ଦାୟିତ୍ଵ ଦେଇଛି ବିଜେପି । ବୈଜୟନ୍ତଙ୍କୁ ଆସାମ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଭାରୀ ଦାୟିତ୍ଵ ଦେଇଛି ବିଜେପି । କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ପାଇଁ ଗୁରୁ ଦାୟିତ୍ବ ମିଳିଛି । ବୈଜୟନ୍ତଙ୍କୁ ଆଗାମୀ ଆସାମ ସାଧାରଣ ନିର୍ବାଚନ ପାଇଁ ପ୍ରଭାରୀ ଦାୟିତ୍ଵ ମିଳିଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । […]
Read More Text.