ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ VB-G RAM G ବିଲ୍ ଗୃହୀତ
ନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବା ‘VB G-RAM-G ’ ବିଲ୍ ୨୦୨୫ । ଲୋକସଭାରେ ଗୃହୀତ ହେଲା VB-G RAM G ବିଲ୍ । ବିରୋଧୀଙ୍କ ଦୃଢ଼ ପ୍ରତିବାଦ ଭିତର ଲୋକସଭାରେ ପାସ୍ ହୋଇଛି ବିଲ୍ । ଏପରିକି ଏହି ବିଲ୍ ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି କରିଥିଲେ ବିରୋଧୀ । ମହାତ୍ମାଗାନ୍ଧୀଙ୍କୁ ଏହା ଅସମ୍ମାନ ବୋଲି […]
Read More Text.