HPfS cza8AAH1MA

ଜିମ୍ବାୱେରେ ଡଙ୍ଗା ବୁଡି ୧୫ ମୃତ, ୨୭ ନିଖୋଜ

ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଫେରି ବୁଡ଼ିଯାଇଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଏହି ବଡ଼ ଦୁର୍ଘଟଣା ଘଟିଛି। ଉତ୍ତର କରିବା ସହର ଏବଂ ଅନେକ ଦ୍ୱୀପପୁଞ୍ଜ ଓ ମାଛ ଧରିବା ଶିବିର ମଧ୍ୟରେ ପରିବହନ ଯୋଗାଉଥିବା ଫେରିଟି ପ୍ରବଳ ଢେଉରେ ଧକ୍କା […]

Read More Text.
Killed v

କାଠ ଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଘଟଗାଁ: ପାରିବାରିକ କଳହରୁ କରୁଣ ପରିଣତି । କାଠଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗାଁରୁ ଆସିଛ ଏହି ଅଭିଯୋଗ । ଅଭିଯୁକ୍ତ ସ୍ତ୍ରୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଗତ ୧୦ ତାରିଖରେ ମୃତକ ଆନନ୍ଦ ମୁଣ୍ଡା ଏବଂ ତାଙ୍କ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ପାଟିତୁଣ୍ଡ ଓ ଝଗଡା ହୋଇଥିଲା । ପରେ […]

Read More Text.
Screenshot 2026 08 12 182924 750x385

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ପାସ୍ ହାର ୬୩.୬୪%

କଟକ : ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ୨୦୨୬ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ), ୨୦୨୬ର ଫଳାଫଳ ପ୍ରକାଶ ପାଇଛି ।  ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ମୋଟ ୫,୭୬୦ ଜଣ ପରୀକ୍ଷା ଦେଇଥିବା ବେଳେ ୩,୬୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ ହାର ୬୩.୬୪ ପ୍ରତିଶତ ରହିଛି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A2ରେ ୫, B1ରେ ୧୨, B2ରେ ୫୩, Cରେ ୧୯୨, Dରେ ୫୩୬ […]

Read More Text.
IMG 20260811 WA0004

ସିଟିଟିସିଠାରେ ଓଡ଼ିଶା ରକ୍ତଦାତା ମହାସଂଘ ଦ୍ୱାରା ସଫଳ ରକ୍ତଦାନ ଶିବିର ଅନୁଷ୍ଠିତ, ୧୬୨ ୟୁନିଟ୍ ରକ୍ତ ସଂଗୃହିତ

ଭୁବନେଶ୍ୱର — ଋତୁକାଳୀନ ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ରକ୍ତଦାତା ମହାସଂଘ ଦ୍ୱାରା ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (CTTC) ଠାରେ ଏକ ବୃହତ୍ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ସିଟିଟିସି କର୍ତ୍ତୃପକ୍ଷଙ୍କ ସହଯୋଗରେ ଏବଂ କଟକ ଏସସିବି ମେଡିକାଲ କଲେଜ ରକ୍ତଭଣ୍ଡାରର ଚିକିତ୍ସା ସହାୟତାରେ ଏହି ଶିବିର ସମ୍ପାଦିତ ହୋଇଥିଲା। ଏହି ଶିବିରରେ ସମୁଦାୟ ୧୬୨ ୟୁନିଟ୍ ରକ୍ତ ସଂଗୃହିତ […]

Read More Text.
Screenshot 20260811 232150 Gallery

ସିଟିଟିସିଠାରେ ଓଡ଼ିଶା ରକ୍ତଦାତା ମହାସଂଘ ଦ୍ୱାରା ସଫଳ ରକ୍ତଦାନ ଶିବିର ଅନୁଷ୍ଠିତ, ୧୬୨ ୟୁନିଟ୍ ରକ୍ତ ସଂଗୃହିତ

ଭୁବନେଶ୍ୱର — ଋତୁକାଳୀନ ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ରକ୍ତଦାତା ମହାସଂଘ ଦ୍ୱାରା ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (CTTC) ଠାରେ ଏକ ବୃହତ୍ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ସିଟିଟିସି କର୍ତ୍ତୃପକ୍ଷଙ୍କ ସହଯୋଗରେ ଏବଂ କଟକ ଏସସିବି ମେଡିକାଲ କଲେଜ ରକ୍ତଭଣ୍ଡାରର ଚିକିତ୍ସା ସହାୟତାରେ ଏହି ଶିବିର ସମ୍ପାଦିତ ହୋଇଥିଲା।ଏହି ଶିବିରରେ ସମୁଦାୟ ୧୬୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି। […]

Read More Text.
IMG 20260811 WA0223 (1)

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

ବାରିପଦା : ଦିନକୁ ଦିନ ଯୁବ ମହଲରେ ଅବସାଦ ଓ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି ଯାହାକି ସାମାଜିକ କର୍ମି ମହଲରେ ଚିନ୍ତାର ବିଷୟ ପାଲଟିଛି ।  ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅଞ୍ଚଳର ଦୁବୁଲାବେଡା ଗ୍ରାମର  ବାଦଲ ପାତ୍ରର ରୋଜଗାରିଆ  ୨୪ ଵର୍ଷୀୟ ଭେଣ୍ଡିଆ ପୁଅ ସାଧୁ ପାତ୍ର ସୋମବାର ରାତିରେ ନିଜ ଘରେ ମାନସିକ ଭାରସାମ୍ୟ ହରାଇ ବେକରେ ଶାଢ଼ୀ ଗୁଡ଼ାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ […]

Read More Text.
IMG 20260811 WA0216

ନିର୍ମାଣାଧୀନ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର; ଜଣେ ଅଟକ

ବାରିପଦା : ମୟୁରଭଞ୍ଜ ଜିଲ୍ଲା   ବିଶୋଇ ଥାନା ଅନ୍ତର୍ଗତ  ବାଢୁଣିଆ ଗ୍ରାମ କଲୋନୀସାହିରେ ଆଜି ଏକ ଅର୍ଦ୍ଧ ନବନିର୍ମାଣଧୀନ ଘର ମଧ୍ୟରୁ  ରକ୍ତଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି।ମୃତ ଯୁବକ ଜଣଙ୍କ ହେଲେ ବାଢୁଣିଆ କଲୋନୀସାହିର  ଜନୈକ ୪୦ ବର୍ଷୀୟ ଅବିବାହିତା ଯୁବକଶିରିଶ ପଟେଲ  ଓରଫ ମାଳି।ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ୍ ନଂ ୧୭୮/୨୬ ରେ ଏକ ମାମଲା ରୁଜ୍ଜୁ ହୋଇଥିବାବେଳେ ହତ୍ୟା ସନ୍ଦେହରେ ଉକ୍ତ ଗ୍ରାମର  ଜଣେ ବୃଦ୍ଧକୁ […]

Read More Text.
IMG 20260811 WA0210

ଉପାନ୍ତ ଅଞ୍ଚଳରେ ୫-ଜି ନେଟୱର୍କ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଅଭିଯୋଗ 

ବାରିପଦା :  ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ଯୋଶିପୁର ଗ୍ରାମ ପଞ୍ଚାୟତ ର କେତେଗୁଡିଏ ଗ୍ରାମ ଯଥା, କୁଦରସାହି, ଯୋଶିପୁର, ରଙ୍ଗାମାଟିଆ , ନନ୍ଦାବସା, ଅସୁରଘାଟି, ନୁଆଗାଁ ଏବଂ ସାପଘରା  ଅଞ୍ଚଳରେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ  ୫ ଜି  ନେଟୱର୍କ ସୁବିଧା ଉପଲବ୍ଧ ନଥିବା ଯୋଗୁଁ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବପିଢ଼ି, ଡିଜିଟାଲ ସେବା, ଡିଜିଟାଲ ବ୍ୟାଙ୍କିଙ୍ଗ ସାଧାରଣ ଉପଭୋକ୍ତା ଏବଂ କେତେ ଗୁଡ଼ିଏ ସରକାରୀ କାର୍ଯ୍ୟକ୍ରମ ଆୟୁଷ୍ମାନ କାର୍ଡ ଏକ୍ଟିବ୍ ସହିତ  ବିଭିନ୍ନ ସରକାରୀ ଯୋଜନା […]

Read More Text.
Earthquake

କଲମ୍ବିଆରେ ଶକ୍ତିଶାଳୀ ଭୂମିକମ୍ପ : ୧୩୨ ମୃତ, ୨୭୦୦ ନିଖୋଜ

ନୂଆଦିଲ୍ଲୀ : କଲମ୍ବିଆରେ ଭୟଙ୍କର ଭୂମିକମ୍ପ ପରେ ଉଦ୍ଧାର ଓ ସନ୍ଧାନ ଅଭିଯାନ ଜୋରଦାର ଭାବେ ଜାରି ରହିଛି । ଭୂମିକମ୍ପର ତୀବ୍ରତା ୭.୪ ରହିଥିଲା । ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଥିବା ବେଳେ ୫୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ଭୂମିକମ୍ପ ପରେ ୨,୭୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନଥିବା ନେଇ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । ଅନେକ ଲୋକ […]

Read More Text.
Delhi alert

ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ, ୧୯ ମୋଷ୍ଟ ୱାଣ୍ଟେଡ ଆତଙ୍କୀଙ୍କ ପୋଷ୍ଟର ଜାରି

ନୂଆଦିଲ୍ଲୀ : ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି । ସତର୍କତା ଦୃଷ୍ଟିରୁ ପୋଲିସ ସହରର ପ୍ରମୁଖ ସ୍ଥାନ, ସାର୍ବଜନୀନ ସ୍ଥାନ ଏବଂ ବ୍ୟସ୍ତବହୁତ ବଜାରରେ ୧୯ ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛି । ଦିଲ୍ଲୀ ପୋଲିସ ତରଫରୁ ଜାରି ହୋଇଥିବା ପୋଷ୍ଟରରେ ଇଣ୍ଡିଆନ ମୁଜାହିଦୀନ, ଅଲକାଏଦା ଏବଂ ଭିନ୍ନ ଭିନ୍ନ ଖଲିସ୍ତାନୀ ଆତଙ୍କୀ ସଂଗଠନ ସହିତ ଜଡ଼ିତ ସନ୍ଦିଗ୍ଧଙ୍କ ଫଟୋ […]

Read More Text.