Images (1)

ଚାଷୀ ଆନ୍ଦୋଳନ ପାଇଁ ଯାତ୍ରୀ ହନ୍ତସନ୍ତ, ୪ଟି ବ୍ଲକରେ ଅଖ ଚକ ଠପ୍

ଉମରକୋଟ : ଧାରଣାରେ ଚାଷୀ, ଯାତ୍ରୀ ହନ୍ତସନ୍ତ ।  ନବରଙ୍ଗପୁର ଜିଲ୍ଲାରେ ଦ୍ବିତୀୟ ଦିନରେ ପହଂଚିଛି ଚାଷୀ ଆନ୍ଦୋଳନ ।  ୪ଟି ବ୍ଲକରେ ଠପ୍ ହୋଇଯାଇଛି ଚକ ଓ ଅଖ ।  ଗୁରୁତର ପ୍ରଭାବ ପଡିଛି ସାଧାରଣ ପରିବହନ ସେବା ଉପରେ ।  ଦୂରଗାମୀ ବସ ଗୁଡ଼ି ଉମରକୋଟ ବ୍ଲକ ସୀମାରେ ପହଞ୍ଚିବା ପରେ ରାସ୍ତା ଅବରୋଦ ଯୋଗୁ ଆଗକୁ ଯାଇପାରୁନାହିଁ । ସହର ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଯାତ୍ରୀଙ୍କୁ ଓହ୍ଲାଇ ଦେଉଛି ବସ୍ ।  ସେଠାରୁ […]

Read More Text.
Images

ନୂଆବର୍ଷରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ଵାର ଦେଇ ପ୍ରବେଶ

ପୁରୀ : ଦିନକ ପରେ ବଡ଼ ଦିନ ।  ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷରେ ଶ୍ରୀ ମନ୍ଦିରରେ ଲାଗିବ ଭକ୍ତଙ୍କ ଭିଡ଼ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା ।  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ ନିୟନ୍ତ୍ରଣ ପାଇଁ କେବଳ ଶ୍ରୀମନ୍ଦିର ସିଂହ ଦ୍ଵାରରେ ଦେଇ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରିବେ ।  ପ୍ରବଳ […]

Read More Text.
Puc certificate

ପଲ୍ୟୁସନ ସାର୍ଟିଫିକେଟ ପାଇଁ ଏବେଠୁ ରାଜଧାନୀରେ ଗାଡ଼ି ଚାଳକଙ୍କ ଲମ୍ବାଲାଇନ୍

ଭୁବନେଶ୍ୱର : ଗାଡ଼ିଚାଳକଙ୍କୁ ଘାରିଲାଣି ପଲ୍ୟୁସନ ସାର୍ଟିଫିକେଟ ଭୟ । ରାଜଧାନୀରେ ଦେଖିବାକୁ ମିଳିଛି ଲମ୍ବାଲାଇନ । ଅଧିକ ଫାଇନ ଓ ପେଟ୍ରୋଲ ନ ମିଳିବା ଭୟରେ PUCC ପଏଣ୍ଟମାନଙ୍କରେ ଲାଗିଛି ଏହି ଲମ୍ବା ଲାଇନ । ବାଇକ ଅଟୋ ଓ କାର ନେଇ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଛନ୍ତି ଗାଡ଼ି ଚାଳକ। ନୂଆ ବର୍ଷରୁ ଏହି ନିୟମ କଡାକଡି ପାଳନ କରାଯିବାକୁ ଘୋଷଣା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ତତ୍ପରତା  । ସେହିପରି […]

Read More Text.
Sonepur accident 1200x675 1 750x430

ଟ୍ରାକ୍ଟରକୁ ଧକ୍କା ଦେଲା ପିକନିକ ବସ୍ , ୨୦ ଛାତ୍ରଛାତ୍ରୀ ଆହତ

ବିନିକା: ଟ୍ରାକ୍ଟରକୁ ଧକ୍କା ଦେଲା ପିକନିକ ବସ୍ । ୨୦ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସୋନପୁର ଡୁଙ୍ଗୁରିପାଲି ନିକଟରେ ଜାତୀୟ ରାଜପଥ ୧୨୬(A)ରେ ମଙ୍ଗଳବାର ସ୍କୁଲ ପିକନିକ୍ ପାଇଁ ଯାଉଥିବା ଗୋଟିଏ ବସ୍ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଯାହାଫଳରେ ଅତି କମରେ ୨୦+ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଇନ୍ଦୁରେଖା ରାଇସ୍ ମିଲ୍ ନିକଟରେ ସାଲେପାଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକଙ୍କ ସହିତ […]

Read More Text.

ମାର୍ବାଡ଼ ମହୋତ୍ସବରେ ଯୋଗ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ଲୋକସଭା ବାଚସ୍ପତି

ସମ୍ବଲପୁର: ସମ୍ବଲପୁରରେ ଲୋକସଭା ସାଂସଦ ଓମ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସମ୍ବଲପୁରରେ ଆୟୋଜିତ ମାରୱାଡ଼ ମହୋତ୍ସବର ଉଦଯାପନୀ ସମାରୋହରେ ଯୋଗ ଦେଇଛନ୍ତି ।  ରାଜସ୍ଥାନ ଫାଉଣ୍ଡେସନ ଏବଂ ଖେତରାଜପୁର ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ଆୟୋଜିତ ପାଞ୍ଚ ଦିନିଆ ଉତ୍ସବରେ ହଜାର ହଜାର ପ୍ରବାସୀ ରାଜସ୍ଥାନୀ ଏକାଠି ହୋଇଥିଲେ । ଏହି ମହୋତ୍ସବ ଭାରତର ସାଂସ୍କୃତିକ ଏକତା ଓ “ଏକ ଭାରତ-ଶ୍ରେଷ୍ଠ ଭାରତ”ର ଭାବନାକୁ ପ୍ରଦର୍ଶିତ କରୁଛି ବୋଲି […]

Read More Text.
Images (2)

କେବେ ଦୂର ହେବ ମଣ୍ଡି ସମସ୍ୟା ? ଶୀତ କାକରରେ ସାରା ରାତି ଧାରଣାରେ ବସିଲେ ଚାଷୀ

ଉମରକୋଟ: ସରୁନି ମଣ୍ଡି ସମସ୍ୟା ।  ପ୍ରବଳ ଥଣ୍ଡାକୁ ଖାତିର ନକରି ହାକ ପାଇଁ ରାଜରାସ୍ତାରେ ଧାରଣା ।  ଶୀତ କାକରରେ ରାତି ସାରା ଧାରଣାରେ ବସିଛନ୍ତି ଚାଷୀ ।  ଧାନ ଓ ମକା ଅଭାବୀ ବିକ୍ରିକୁ ନେଇ ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକ ତଥା ଉମରକୋଟ, ଝରୀଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ କରି ଧାରଣାରେ ବସିଛନ୍ତି ଚାଷୀ । ଆନ୍ଦୋଳନକାରୀଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିଲା ମଧ୍ୟ ବିଫଳ ହୋଇଛି ।  […]

Read More Text.
Img 20251221 wa0361

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ମାଣିକ ପୁର ପଂଚାୟତ ର ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ l ପୋଲ ବହୁତ ପୁରୁଣା ହୋଇଥିବାବେଳେ ମରାମତି କରାଯାଉ ନ ଥିବାରୁ ଏହା ବିପଦସଙ୍କୁଳ ହୋଇପଡ଼ିଛି। ପୋଲ ଦେଇ କୌଣସି ଭାରିଯାନ ଗଲେ ଏହା ଜୋରରେ ହଲୁଥିବାରୁ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବା ଆଶଙ୍କା ଥିବା ବୁଦ୍ଧିଜୀବୀ କହିଛନ୍ତି।  କେତେବେଳେ ବି ଘଟିପାରେ ଅଘଟଣା l ସେତେବେଳେ କି ଚେତା ପଶିବ ପ୍ରଶାସନର l ତେବେ […]

Read More Text.
Img 20251222 wa0267

ଦୁଇ ଦିନିଆ ସାଂସଦ ଖେଲ ମହୋତ୍ସବ ଉଦଯାପିତ 

ବାରିପଦା : ସ୍ଥାନୀୟ ବାରିପଦା ସ୍ଥିତ ଷ୍ଟାଡିୟମ ପଡିଆ ଠାରେ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଆୟୋଜିତ ” ସାଂସଦ ଖେଳ ମହୋତ୍ସବ ” ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।  ଅନୁଷ୍ଠିତ ଉକ୍ତ ଉଦଯାପନୀ ମହୋତ୍ସବ ରେ ରାଜ୍ୟସଭା ସାଂସଦ  ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଖେଳାଳୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ  […]

Read More Text.
Img 20251222 wa0235

ବ୍ରହ୍ମ ମନ୍ଦିର ଶତବାର୍ଷିକୀ ଉତ୍ସବ ଉଦଯାପିତ 

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୦ନଂ ୱାର୍ଡ ସ୍ଥିତ ଐତିହ୍ୟ ସମ୍ପନ୍ନ ବ୍ରହ୍ମମନ୍ଦିରର ଶତବାର୍ଷିକୀ ଉତ୍ସବ ଉଦଯାପିତ ହୋଇଯାଇଛି I ଜାତୀୟ ସ୍ମାରକୀ ଅଥରିଟିର ପ୍ରାକ୍ତନ ଅଧ୍ୟକ୍ଷ ଡଃ କିଶୋର କୁମାର ବସାଙ୍କ ପୌରହିତ୍ୟରେ  ବୌଦ୍ଧିକ ଆଲୋଚନା କାର୍ଯ୍ୟକ୍ରମ ରେ ଭାଗ ନେଇ ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ , ମାନବ ଧର୍ମ ଆଚାର୍ଯ୍ୟ ହିମାକର ଟାଟା, ବ୍ରାହ୍ମସମାଜ ଇତିହାସ, ଐତିହ୍ୟ ଗବେଷକ ଅନିଲ ଧୀର ବୁଦ୍ଧ ଓ ଜୈନ ଧର୍ମ, ଶିକ୍ଷାବିତ୍ ଡ଼. ଶୁଭଙ୍କର ଘୋଷ […]

Read More Text.
Img 20251222 wa0254

ସମୂହ ଗଛକାଟି ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ

ବାରିପଦା: ବାରିପଦା ସହରର ପାଲବଣି ଠାରେ ବ୍ୟାପକ ଗଛକାଟି ଆନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡା ଯାଇଛି । ସୋମବାର ସକାଳେ ଏନେଇ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ  ସୁଦାମ ମାର୍ଣ୍ଡିଙ୍କ ସଭାପତିତ୍ୟ ରେ ଦଳର ସମସ୍ତ ନେତୃବୃନ୍ଦ ଜିଲ୍ଲାପାଳ ହେମକାନ୍ତ ସଏଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।  ବସଷ୍ଟାଣ୍ଡ ନିର୍ମାଣ ପାଇଁ […]

Read More Text.