Photo for the news of bluetooth

ବିପଦ ସାଜିଛି ବ୍ଲୁଟୁଥ, ଯୁବପିଢ଼ୀଙ୍କ କ୍ଷେତ୍ରରେ ବଢିଚାଲିଛି ଶ୍ରବଣ ଜନିତ ସମସ୍ୟା

ବନ୍ତ/ଆଗରପଡ଼ା: ବିନା ମୋବାଇଲରେ ଜୀବନ ଅତିବାହିତ କରିବା କଷ୍ଟକର ବ୍ୟାପାର ପାଲଟିଛି । ଏହାର ପ୍ରଭାବ ଏତେ ବଢି ଯାଇଛି ଯେ ବର୍ତ୍ତମାନ ଯୁବପିଢୀ ମୋବାଇଲ ତ ବ୍ୟବହାର କରୁଛନ୍ତି ତତ୍‌ସହିତ ବ୍ଲୁଟୁଥ,ଇଅର ଫୋନ ଓ ହେଡ୍ ଫୋନ କୁ ମଧ୍ୟ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଯଦ୍ୱାରା ସେମାନଙ୍କ କ୍ଷେତ୍ରରେ କାନଜନିତ ସମସ୍ୟା ବଢିବାରେ ଲାଗିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ଅଂଚଳରେ ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବିଗତ କିଛି ମାସ […]

Read More Text.
Photo2 for pollution news

ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବିନା ପେଟ୍ରୋଲ ଓ ଡ଼ିଜେଲ ମନା

ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନବାଚୀ ବନ୍ତ/ଆଗରପଡ଼ା: ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ୍ ପମ୍ପରେ ‘ନୋ ହେଲମେଟ ନୋ ପେଟ୍ରୋଲ’ ସ୍ଳୋଗାନ ପ୍ରହସନ ପାଲଟିଛି । ଏହି ସରକାରୀ ନିୟମ ୧୦ବର୍ଷ ହେଲା କେବଳ ସାଇନ୍‌ବୋର୍ଡ଼ରେ ସୀମିତ ରହିଯାଇଛି । ଗତ ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବାଇକ୍ ଚାଳକମାନେ ହେଲମେଟ ବ୍ୟବହାର କରିନଥିଲେ ପମ୍ପରୁ ପେଟ୍ରୋଲ୍ ଦିଆଯିବ ନାହିଁ ବୋଲି ନିୟମ କରାଯାଇଥିଲା । ମାତ୍ର କୈାଣସି ପେଟ୍ରୋଲ୍ ପମ୍ପରେ ଏହି ନିୟମ ପ୍ରାୟ […]

Read More Text.
Bihar

ଟ୍ରେନ ଇଂଜିନରେ ଧକ୍କା ହେଲା ଟ୍ରାକ୍ଟର, ଟଳିଲା ବଡ଼ ଦୁର୍ଘଟଣା

ବିହାର : ବିହାର ଭୋଜପୁର ଜିଲ୍ଲାରେ ଅଳ୍ପକେ ଟଳିଲା ବଡ଼ ରେଳ ଦୁର୍ଘଟଣା । ଆରାରୁ ସସାରାମ ଯାଉଥିବା ପାସେଞ୍ଜର ଟ୍ରେନ ଯାଉଥିବା ବେଳେ ଟ୍ରାକରେ ଟ୍ରାକ୍ଟର ସହିତ ଜୋରଦାର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଟ୍ରାକ୍ଟରର ଇଂଜିନ ଫସିଯାଇଥିଲା, ତେଣୁ ଟ୍ରେନ ପାଖାପାଖି ୫୦୦ ମିଟର ଘୋଷାଡି ହୋଇଯାଇଥିଲା । ଖବର ମୁତାବକ, ଆଜି ସକାଳେ ଆରାରୁ ସାସାରାମ ଯାଉଥିବା ପାସେଞ୍ଜର ଟ୍ରେନ ୬୩୩୬୯ ଯାଉଥିବା ବେଳେ ପାଟନା-ମୁଗଲସରାୟ ରେଳଖଣ୍ଡ ନିକଟରେ […]

Read More Text.
1688115176 newbritishairways

ଲଣ୍ଡନ-ହାଇଦ୍ରାବାଦ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ଲଣ୍ଡନରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ ମିଳିଛି । ବିମାନଟି ଅବତରଣ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରୋଟୋକଲ ଅନୁଯାୟୀ ବିମାନକୁ ପୃଥକୀକରଣ କରିବା ସହ ସାମଗ୍ରୀ ଏବଂ ଯାତ୍ରୀମାନଙ୍କର ଯାଞ୍ଚ କରିଥିଲେ । ସନ୍ଧାନୀ କୁକୁର ସାହାଯ୍ୟରେ ଯାଞ୍ଚ ହୋଇଥିଲା । ସୂଚନା ଅନୁସାରେ ଲଣ୍ଡନ ହିଥ୍ରୋରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିଏ-୨୭୭ (BA-277) ଇମେଲ୍ ମାଧ୍ୟମରେ ବୋମା ଧମକ […]

Read More Text.
12

ବାଂଲାଦେଶ ହିଂସା : ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ପ୍ରତିବାଦ

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଘଟଣାରେ ଦିଲ୍ଲୀରେ ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ବାହାରେ ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା କାରଣରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବାଂଲାଦେଶରେ ହିନ୍ଦୁ ଯୁବକ ଦିପୁ ଚନ୍ଦ୍ର ଦାସଙ୍କୁ ନୁସଂଶ ଭାବେ ହତ୍ୟା କରି ଜାଳିବା ଏବଂ ହିନ୍ଦୁ ମାନଙ୍କ ଧାର୍ମିକ ସ୍ଥଳରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରି ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । […]

Read More Text.
Asc5i34o karti chidambaram pti 625x300 05 september 19

ଅଡୁଆରେ କାର୍ତ୍ତି ଚିଦାମ୍ବରମ: ଦିଲ୍ଲୀ କୋର୍ଟରେ ଚାର୍ଜ ଫ୍ରେମ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଚୀନ୍‌ ଭିସା ଦୁର୍ନୀତି ମାମଲାରେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଫଇସଲା କରିଛନ୍ତି। ରାଉଜ୍‌ ଆଭେନ୍ୟୁ କୋର୍ଟ ଏହି ମାମଲାରେ ସାଂସଦ ଚିଦାମ୍ବରମ୍‌ ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ରର ଅଭିଯୋଗ ଫଇସଲା କରିଛନ୍ତି। କୋର୍ଟ ଏହି ମାମଲାରେ ଭାସ୍କର ରମଣଙ୍‌କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରିଛନ୍ତି । ସିବିଆଇ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୬ରେ ହେବ । କୋର୍ଟଙ୍କ ନିଷ୍ପତ୍ତି ପରେ […]

Read More Text.
Indonesia 1

ଇଣ୍ଡୋନେସିଆରେ ସଡ଼କ ଦୁର୍ଘଟଣା, ୧୬ ମୃତ

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସେଣ୍ଟ୍ରାଲ ଜାବା ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତକାଲି ସକାଳେ ସେମାରାଙ୍ଗ ସହରରେ ଏକ ଦ୍ରୁତଗାମୀ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ୧୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, କ୍ରାପ୍ୟାକ୍ ଟୋଲ୍ ଏକ୍ସିଷ୍ଟ ଛକରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଦ୍ରୁତଗତିରେ ଆସୁଥିବାରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ […]

Read More Text.

ଭାରତୀୟଙ୍କ ପାଇଁ ବାଂଲାଦେଶୀ ଭିସା ସେବା ବନ୍ଦ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ ।  ଭାରତର ଭିସା ସେବା ବନ୍ଦ କରିବା ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଏହି ନିଷ୍ପତ୍ତି ନେଇଛି ।  ବାଂଲାଦେଶର ବିଚ୍ଛିନ୍ନତାବାଦୀ ନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜୁଛି ।  ଢାକା ଏବଂ ବାଂଲାଦେଶର ବିଭିନ୍ନ ହାଇକମିଶନର କାର୍ଯ୍ୟାଳୟ ଆଗରେ ବାଂଲାଦେଶ ପକ୍ଷରୁ ବିରୋଧ ପ୍ରଦର୍ଶନ ହୋଇଥିଲା ।  ହିଂସାତ୍ମକ ପ୍ରଦର୍ଶନ ପରେ ବାଂଲାଦେଶରେ ଭିସା ସେବା କେନ୍ଦ୍ର ବନ୍ଦ […]

Read More Text.
Labourer 2 1 e1766505211646 300x153

୭ ଶିଶୁ ସମେତ ୯ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ମଙ୍ଗଳବାର ୭ ଶିଶୁଙ୍କ ସହିତ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନଙ୍କ ମଧ୍ୟରେ ୪ପୁରୁଷ ଓ ୫ମହିଳା ରହିଛନ୍ତି। ସୂଚନା ଅନୁସାରେ, ତୁରେକେଲା ଥାନା ଧୁସାମୁଣ୍ଡା ଗ୍ରାମର ସର୍ଦ୍ଦାର ସୁଜନ ଘିଭେଲା ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳରୁ ଏହି ଶ୍ରମିକମାନଙ୍କୁ ଚାଲାଣ କରୁଥିବା ପୁଲିସ ସୂଚନା ଦେଇଛି। ସର୍ଦ୍ଦାର ସୁଜନକୁ ପୁଲିସ ଗିରଫ କରିବା ସହିତ ଏକ ମାମଲା ନଂ ୪୪୮/୨୫ ରୁଜୁ କରି କଣ୍ଟାବାଞ୍ଜି କୋର୍ଟ […]

Read More Text.
Scb 1 1068x587

ଏସ୍‌ସିବିରେ ତିଆରି ହେବ ୧୭ ମହଲା ପାର୍କିଂ ଅଟ୍ଟାଳିକା

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସସିବି) ମେଡିକାଲ କଲେଜରେ ତିଆରି ହେବ ୧୭ ମହଲା ବିଶିଷ୍ଟ ପାର୍କିଂ ଅଟ୍ଟାଳିକା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସମୟରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଏସସିବି ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ହିସାବରେ ଏଠାକୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କର […]

Read More Text.