ଝାରସୁଗୁଡ଼ା ଷ୍ଟେସନରେ ଅଗ୍ନିକାଣ୍ଡ, ରେଳ ଚଳାଚଳ ବାଧାପ୍ରାପ୍ତ

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସୂଚନା ରହିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି । ଭୟଭୀତ ନହେବା ପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଆଜି ଦିନ ପ୍ରାୟ ୧୧ଟା ବେଳେ ଝାରସୁଗୁଡ଼ା ରେଳ ଷ୍ଟେସନରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଘଟଣା ପରେ ଷ୍ଟେସନ ପରିସରରୁ ସମସ୍ତ […]

Read More Text.

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୈଠକ; ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚିଲିକାର ବିକାଶ ପାଇଁ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯାଇଛି । ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ଏକ ବୈଠକରେ ଚିଲିକାର ଉନ୍ନୟନ ସମ୍ପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚିଲିକା ହେଉଛି ଆମ ଜୈବ ବିବିଧତାର ଏକ ଭଣ୍ଡାର । ତେଣୁ, ଏହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ବୈଠକରେ ଚିଲିକାର ସୁରକ୍ଷା ଓ ପରିବେଶର ଉନ୍ନତି ପାଇଁ ଏକ ସମନ୍ୱିତ ଯୋଜନା ଉପସ୍ଥାପନ […]

Read More Text.

ଧାରଣୀୟ ଜୀବନଶୈଳୀ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ 

ବାରିପଦା : ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅଧିନସ୍ଥ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଭୁକ୍ତ ତଥା ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଧିନସ୍ଥ ପରିବେଶ ଶିକ୍ଷଣ  କେନ୍ଦ୍ର (ସି. ଇ. ଏସ ), ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସହାଭାଗିତାରେ ବାରିପଦାସ୍ଥିତ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ “ଧାରଣୀୟ ଜୀବନ ଶୈଳୀ ସମ୍ପର୍କିତ ” ୭ ଟି […]

Read More Text.
IMG 20260112 WA0180

ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ପ୍ରକଳ୍ପ ସୀମା ନିର୍ଦ୍ଧlରଣ ସର୍ଭେ ଆରମ୍ଭ

ବାରିପଦା: ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ମୟୂରଭଞ୍ଜଙ୍କ ଆଦେଶ ଏବଂ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜିଠାରୁ ବାଦାମପାହାଡ –କେନ୍ଦୁଝରଗଡ଼ ରେଳ ପ୍ରକଳ୍ପ ସନ୍ଦର୍ଭରେ ରେଳୱେ ଆଇନ, ୧୯୮୯ ର ଧାରା ୨୦(ବି) ଅନୁଯାୟୀ ଜମି ସୀମା ନିର୍ଦ୍ଧାରଣ (ଡିମାର୍କେସନ୍) ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ସର୍ଭେ କାର୍ଯ୍ୟ କରଞ୍ଜିଆ ତହସିଲ୍‌ ଅନ୍ତର୍ଗତ ଧକାଟା, ବିରାଜାଦୁନାଥପୁର ଓ ଘୋସାଡ଼ା ଗ୍ରାମ ଏବଂ ସୁକ୍ରୁଲି ତହସିଲ୍‌ ଅନ୍ତର୍ଗତ କୁସୁନାପୁର ଗ୍ରାମରେ କରାଯାଉଛି। ଏହି ସର୍ଭେର ଉଦ୍ଦେଶ୍ୟ ପ୍ରସ୍ତାବିତ ରେଳପଥ […]

Read More Text.

ଜାତୀୟ ଯୁବ ଦିବସ ପାଳନ ଅବସରରେ “ବନ୍ଦେ ମାତରମ”ର ସମୂହ ଗାନ

ବାରିପଦା : ୭ ନଭେମ୍ବର ୨୦୨୫ ଠାରୁ ୭ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବର୍ଷ ବ୍ୟାପୀ,ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ର  ୧୫୦ତମ ବାର୍ଷିକୀ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ଗୀତ ” ବନ୍ଦେ ମାତରମ”ର […]

Read More Text.

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ

ବାରିପଦା:  ଆଜି ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ  ଅଭିଯୁକ୍ତ କୁ 6 ପୋକ୍ସ ଆକ୍ଟ 2012 ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ  ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ଜଣକ ହେଲା ମୟୁରଭଞ୍ଜ […]

Read More Text.
Jagdeep dhankhar

ଏମ୍ସରେ ଭର୍ତ୍ତିହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଇଛନ୍ତି ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସୂଚନା ଅନୁସାରେ ଶ୍ରୀ ଧନଖଡ଼ ଅସୁସ୍ଥତା କାରଣରୁ ୨ଥର ଚେତା ହରାଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Read More Text.

ଦିଲ୍ଲୀବାସୀ ପାଇବେ କ୍ରୁଜ୍ ସେବା, ଜାନୁଆରୀ ୨୦ରେ ଯମୁନାରେ ଚାଲିବ

ନୂଆଦିଲ୍ଲୀ: ଦିଲ୍ଲୀରେ ଯମୁନା ନଦୀରେ କ୍ରୁଜ୍ ସେବା ଆରମ୍ଭ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ରା କହିଛନ୍ତି ଯେ ଏହି କ୍ରୁଜର ନିର୍ମାଣ କାର୍ଯ୍ୟ ମୁମ୍ବଇରେ ପ୍ରାୟ ପୂର୍ଣ୍ଣ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ଏହି ସେବା ଦିଲ୍ଲୀ ଲୋକଙ୍କ ପାଇଁ ଉପଲବ୍ଧ ହେବ। ମହାରାଷ୍ଟ୍ରର ନଭି ମୁମ୍ବଇରେ ଗଣମାଧ୍ୟମ ସହ ଆଲୋଚନା କରି କପିଲ ମିଶ୍ରା କହିଛନ୍ତି ଯେ ଏହି କ୍ରୁଜ୍ ଯମୁନା ନଦୀରେ ଚଳାଯିବ ଏବଂ ଏହାର ନିର୍ମାଣ ମୁମ୍ବଇରେ […]

Read More Text.
Vijay1

କରୁର ଦଳାଚକଟା ଘଟଣା: ସିବିଆଇ ଅଫିସ୍‌ରେ ଥଲାପତି ବିଜୟ

ନୂଆଦିଲ୍ଲୀ : ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ଥଲାପତି ବିଜୟ। ଅଭିନେତାରୁ ନେତା ପାଲଟିଥିବା ବିଜୟ ସିବିଆଇ ଅଫିସ୍‌ରେ ହାଜର ହୋଇଛନ୍ତି। କରୁର ଦଳାଚକଟା ଘଟଣାକୁ ନେଇ ସିବିଆଇ ବିଜୟଙ୍କୁ ଜେରା କରୁଛି। ୪ ମାସ ତଳେ ତାମିଲନାଡ଼ୁ କରୁରରେ ବିଜୟଙ୍କ ରାଜନୈତିକ ରାଲି ବେଳେ ଦଳାଚକଟା ହୋଇଥିଲା । ଏଥିରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ରାଲି ପାଇଁ ବିଜୟଙ୍କ ପାର୍ଟିର ଯୋଜନା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ପଚରାଉଚରା କରାଯାଇଛି। ଅଧିକାରୀମାନେ କହିଛନ୍ତି […]

Read More Text.

ପ୍ରଧାନମନ୍ତ୍ରୀ ମୋଦୀ-ଜର୍ମାନ ଚାନସେଲରଙ୍କ ମଧ୍ୟରେ ଦ୍ୱୀପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏବଂ ଜର୍ମାନୀ ଘନିଷ୍ଠ ସହଯୋଗୀ। ସେଥିପାଇଁ ଆଜି ଭାରତରେ ୨,୦୦୦ ରୁ ଅଧିକ ଜର୍ମାନ କମ୍ପାନୀ ଅଛନ୍ତି। ଏହା ଭାରତ ପ୍ରତି ଜର୍ମାନୀର ଅଟଳ ବିଶ୍ୱାସକୁ ପ୍ରତିଫଳିତ କରୁଛି । ଭାରତ ଏବଂ ଜର୍ମାନୀ ନୂତନ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି। ଏହାସହିତ ଉଭୟ ପ୍ରତ୍ୟେକ […]

Read More Text.