ଜେଲରେ ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କୁ ନିର୍ଯାତନା !
କରାଚି: ପାକିସ୍ତାନର ଆଦିଆଲା ଜେଲରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କୁ ଏକ ଛୋଟ ଝରକା ବିହୀନ କୋଠରୀରେ ରଖାଯାଇଛି । ଯାହା ଅତ୍ୟନ୍ତ ମଇଳା, ଅତ୍ୟଧିକ ଗରମ ଏବଂ କୀଟପତଙ୍ଗ ଏବଂ ମୂଷାଙ୍କ ପ୍ରର୍ଦୁଭାବରେ ପରିପୂର୍ଣ୍ଣ ବୋଲି ଜଣାପଡିଛି। ନିୟମିତ ବିଦ୍ୟୁତ୍ ବିଭ୍ରାଟ କୋଠରୀରେ ଅନ୍ଧାର ଘେରି ରହିଛି। ତାଙ୍କୁ ଦୂଷିତ ପାନୀୟ ଜଳ ଏବଂ ଲଙ୍କା ମିଶ୍ରିତ ଖାଦ୍ୟ ଦିଆଯାଉଛି। ଅସୀମ ମୁନିରଙ୍କ ନିର୍ଦ୍ଦେଶରେ ତାଙ୍କୁ ନିର୍ଯାତନା ଦିଆଯାଉଛି। ଜାତିସଂଘ ରିପୋର୍ଟ ପ୍ରକାଶ […]
Read More Text.