ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଜିଲ୍ଲା ପରିଦର୍ଶନ ଓ କାର୍ଯ୍ୟର ସମୀକ୍ଷା.
ବାରିପଦା : ଓସଡମାର ରାଜ୍ଯ ପ୍ରକଳ୍ପ ଅଧିକାରୀ ଶ୍ରୀ ମେଘନାଦ ବେହେରା ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ ସ୍ ଡ ମା), ଭୁବନେଶ୍ବର ଦ୍ଵାରା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ସମ୍ପର୍କରେ ଅବଗତ ହେବା ସହିତ ସେସବୁର ସମୀକ୍ଷା ଓ ମୂଲ୍ୟାୟନ କରିଛନ୍ତି. ଏହିକ୍ରମରେ ସେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ ଉଦଳା ବ୍ଲକ ପରିଦର୍ଶନ […]
Read More Text.