ଦ୍ୱିତୀୟ ଦିନରେ ପାହାଡ଼ପୁର ଗ୍ରାମ ଗସ୍ତ କଲେ ରାଷ୍ଟ୍ରପତି; ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବାକୁ ଦେଲେ ପରାମର୍ଶ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ ଅବସରରେ ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତା’ଙ୍କ ଶ୍ୱଶୁର ଘର ଗାଁ ପାହାଡପୁରକୁ ଗସ୍ତ କରିଛନ୍ତି। ପାହାଡପୁର ଗ୍ରାମରେ ପହଂଚି ପ୍ରଥମେ ଏସ.ଏଲ.ଏସ ଟ୍ରଷ୍ଟ ପରିସରସ୍ଥିତ ସ୍ବର୍ଗତଃ ଶ୍ୟାମ ଚରଣ ମୁର୍ମୁ, ଲକ୍ଷ୍ମଣ ମୁର୍ମୁ ଓ ସିପୁନ ମୁର୍ମୁ ଙ୍କ ସମାଧି ସ୍ଥଳ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ମୁର୍ମୁ ଛକ ଠାରେ ତା’ଙ୍କ ସ୍ୱାମୀ ସ୍ବର୍ଗତଃ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ […]
Read More Text.