ଦ୍ୱିତୀୟ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ
ବାରିପଦା : ମୟୁରଭଞ୍ଜ ଫୁଟବଲ ଇତିହାସର ପୂର୍ବ ଗୌରବ ଫେରାଇ ଆଣିବା ଉଦେଶ୍ଯରେ ଫୁଟବଲର କିମ୍ବଦନ୍ତୀ ପୁରୁଷ ଜଗନ୍ନାଥ ମିସ୍ତ୍ରୀଙ୍କ ସ୍ମୃତିରେ ୨ୟ ବାଷିର୍କ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ସ୍ଥାନୀୟ ମଧୁବନ ପଡିଆରେ ବିଶିଷ୍ଟ ଫୁଟବଲ ଖେଳାଳି ଅସିତ ବରଣ ପତିଙ୍କ ଅଧ୍ଯକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମାର୍ଚ୍ଚ ୮ ରୁ ୧୩ ତାରିଖ ମଧ୍ୟରେ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ […]
Read More Text.