ସ୍ୱତନ୍ତ୍ର ସଡ଼କ ସୁରକ୍ଷା ଅଭିଯାନ: ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଇ-ଚାଲାଣ ଜରିଆରେ ୩୦,୬୭,୧୬୬ ଟଙ୍କାର ଜୋରିମାନା ବାରିପଦା : ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚଳିତ ମାର୍ଚ୍ଚ ମାସ ତା.୨୧ ରୁ ତା. ୩୧ ରିଖ , ୨୦୨୬ ପର୍ଯ୍ୟନ୍ତ ସଡ଼କ ସୁରକ୍ଷାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରିଣୀଙ୍କ ତତ୍ୱାବଧାନରେ ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଏନଫୋର୍ସମେଣ୍ଟ ସହ ସଡ଼କ ସୁରକ୍ଷାକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ଏବଂ ଅଭିଯାନକୁ ଫଳପ୍ରସୂ […]
Read More Text.