IMG 20260113 WA0189

ବାରିପଦା ରୋଟାରୀ କ୍ଲବ ତରଫରୁ ଶୀତ ବସ୍ତ୍ର  ଓ ସାନିଟାରୀ ନାପକିନ୍ ବଣ୍ଟନ

ବାରିପଦା : ବାରିପଦା ରୋଟାରୀ କ୍ଲବ ତରଫରୁ ବଣିଆବସା ଗ୍ରାମର ମଙ୍କିଡିଆ ସମ୍ପ୍ରଦାୟଙ୍କୁ ସଚେତନତା କରିବା ଉଦ୍ଧେଶ୍ୟ ନେଇ  “ମାଆ ଓ କିଶୋରୀ କନ୍ୟାଙ୍କ ସ୍ଵାସ୍ଥ୍ୟ  କଲ୍ୟାଣ”ପ୍ରକଳ୍ପ ଆନୁକୁଲ୍ୟରେ ଏକ ଦିବସୀୟ ଶିବିର  ସଭାପତି ଭବାନୀଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଯାଇଛି।ଏହି ଅବସରରେ  ଗ୍ରାମ ଅଭ୍ୟନ୍ତରରେ  ରହୁଥିବା ମାଙ୍କିଡିଆ ଅଧିବାସୀଙ୍କ  ଗହଣରେ ଏକ ମକର ଅଭିନନ୍ଦନ କାର୍ଯ୍ୟକ୍ରମ ସହ ରୋଟାରିଆନ ମାନେ ଗ୍ରାମର କିଶୋରୀ କନ୍ୟା ଓ ମହିଳା ମାନଙ୍କୁ ସାନିଟାରୀ ନାପକିନର ବ୍ୟବହାର ଓ […]

Read More Text.
IMG 20260113 WA0193

ତୀରନ୍ଦାଜ ପ୍ରତିଯୋଗିତା: ଜାତୀୟ ସ୍ତରରେ କମାଲ କଲେ  ରୋହିତ 

ବାରିପଦା : କଠୋର ପରିଶ୍ରମ ଓ ଦୃଢ ଇଛାଶକ୍ତି ହିଁ ସଫଳତାର ଚାବିକାଠି ବୋଲି ପ୍ରମାଣ କରିଛନ୍ତି ବାରିପଦା ବ୍ଲକ ଅନ୍ତର୍ଗତ କୈଳାଶ ଚନ୍ଦ୍ର ପୁର ଗ୍ରାମ ନିବାସୀ ଲୁସ ମାର୍ଣ୍ଡି ଓ ଚୁମକି ମାର୍ଣ୍ଡି ଙ୍କ ପୁଅ ରୋହିତ କୁମାର ମାର୍ଣ୍ଡି I ସାଧାରଣ ଚାଷୀ ପରିବାରର ରୋହିତ ଗାଁ ସ୍କୁଲରେ ପଢ଼ୁଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପର୍ବପର୍ବାଣୀରେ ଆୟୋଜିତ ତୀରନ୍ଦାଜ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ I ତାର ପ୍ରତିଭାର ବିକାଶ ପାଇଁ ବାରିପଦାର […]

Read More Text.
IMG 20260113 WA0209

କିଶୋରୀ ଗର୍ଭଧାରଣ ରୋକିବା ଲାଗି ୧୦୦ ଦିନିଆ ଅଭିଯାନର ଶୁଭାରମ୍ଭ

ବାଲ୍ୟ ବିବାହ ନିବାରଣ ପାଇଁ ମୟୂରଭଞ୍ଜ ପାଇଲଟ୍ ଜିଲ୍ଲା ବାରିପଦା : ଅଙ୍ଗନୱାଡ଼ିରେ ଶିଶୁମାନଙ୍କୁ ୨୧ଟି ଜନଜାତୀୟ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ ପାଇଁ “ଆମେ ପଢିବା ଆମ ଭାଷାରେ” ଯୋଜନାକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ  ଉପ-ମୁଖ୍ୟମନ୍ତ୍ରୀ ବାଲ୍ୟ ବିବାହ ନିବାରଣ ପାଇଁ ରାଜ୍ୟ ବ୍ୟାପୀ ୧୦୦ ଦିନିଆ ଅଭିଯାନ ଓ କିଶୋରୀ ଗର୍ଭ ଧାରଣ ରୋକିବା ପଦକ୍ଷେପକୁ ଶୁଭାରମ୍ଭ କରିଛନ୍ତି। ଏହାର […]

Read More Text.
IMG 20260112 WA0237

ରାଜ୍ୟ ହସ୍ତତନ୍ତ ମେଳା ଉଦଘାଟିତ 

ବାରିପଦା: ହସ୍ତତନ୍ତର ପ୍ରଚାର ଓ ପ୍ରସାର ପାଇଁ ବାରିପଦା ଛଉ ପଡ଼ିଆ ଠାରେ ବୟନିକା ପକ୍ଷରୁ ହସ୍ତତନ୍ତ ଉନ୍ନୟନ ଆୟୋଗ, ବସ୍ତ୍ର ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ରାଜ୍ୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି । ଏହି ମେଳା ୧୨.୦୧.୨୦୨୬ ରିଖଠାରୁ ୨୩/୦୧/୨୦୨୬ ରିଖ ପଯ୍ୟନ୍ତ ଚାଲିବାକୁ ଥିବାବେଳେ ଉଦଘାଟନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏଠାରେ ଓଡ଼ିଶାର […]

Read More Text.

ଇରାନ ହିଂସାରେ ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ଇରାନ: ଇରାନ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଛି । ଯାହାକୁ ନେଇ ଇରାନର ଶାସନ ମୁଖ୍ୟ ବା ସୁପ୍ରିମ ଲିଡର ଆମେରିକା ଉପରେ ଦୋଷ ଲଦିଛନ୍ତି । ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ କହିଛନ୍ତି, କିଛି ଲୋକ ଟ୍ରମ୍ପଙ୍କୁ ଖୁସି କରିବାକୁ ଚାହୁଁଛନ୍ତି । ଏହା ସହ ଇରାନ ଉପରେ ଅଧିକ କଟକଣା ଲଗାଇବା ପାଇଁ ୟୁରୋପୀୟ ସଂଘ ସୂଚନା ଦେଇଛି । ଏନେଇ ଏକାଧିକ ୟୁରୋପ ରାଷ୍ଟ୍ରଦୂତଙ୍କୁ ସମନ ଜାରି […]

Read More Text.
1590387559

୬ଦିନ ବନ୍ଦ ରହିବ ଦିଲ୍ଲୀ ବିମାନବନ୍ଦର

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଚଳିତ ମାସରେ ଦିଲ୍ଲୀ ବିମାନବନ୍ଦର ଛଅ ଦିନ ପାଇଁ ବନ୍ଦ ରହିବ। କେନ୍ଦ୍ର ସରକାର ଜାନୁଆରୀ ୨୧ ରୁ ଜାନୁଆରୀ ୨୬ ତାରିଖ ପର‌୍ୟ୍ୟନ୍ତ ଦିଲ୍ଲୀର ଆକାଶମାର୍ଗ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇ ଏୟାରମ୍ୟାନଙ୍କୁ ଏକ ନୋଟିସ (NOTAM) ଜାରି କରିଛନ୍ତି। ୨୦୨୬ ମସିହାରେ ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରୋଟୋକଲ ପାଳନ କରି ଏହି ନିଷ୍ପତ୍ତି ନିଆଯାଇଛି। ଫଳସ୍ୱରୂପ, ଦିଲ୍ଲୀ ବିମାନବନ୍ଦରରୁ ବିମାନ ଚଳାଚଳ […]

Read More Text.
Upendra diwedi

ସୀମା ପାର୍‌ ଆତଙ୍କବାଦୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ : ସୀମା ପାର୍‌ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ​‌ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। ଜାତୀୟସ୍ତରର ସମସ୍ତ ଷ୍ଟେକ୍ ହୋଲଡରଙ୍କ ସକ୍ରିୟ ଭୂମିକାକୁ ମୁଁ ସ୍ବୀକାର କରୁଛି। ସିଏପିଏଫ୍‌, ଗୁଇନ୍ଦା ସଂସ୍ଥା, ନାଗରିକ ସଂସ୍ଥା, ରାଜ୍ୟ ପ୍ରଶାସନ ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଅପରେସନ ସିନ୍ଦୂରରେ […]

Read More Text.
Images (1)

ଆଉ ମିଳିବନି ୧୦ ମିନିଟ ଡେଲିଭରି ସେବା, ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ପାଇଁ ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏବେ ଆଉ ମିଳିବନି ୧୦ ମିନିଟରେ ଡେଲିଭରି । ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରମ ମନ୍ତ୍ରଣାଳୟ ୧୦ ମିନିଟ୍ ଡେଲିଭରି ଉପରେ ପ୍ରତିବନ୍ଧକ ଲଗାଇଛି । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡାଭିଆ ଏହି ପ୍ରସଙ୍ଗରେ ବ୍ଲିଙ୍କିଟ୍, ଜେପ୍ଟୋ, ସ୍ୱିଗି ଏବଂ ଜୋମାଟୋର ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ଡେଲିଭରି ସମୟ ସୀମା ହଟାଇବା ପାଇଁ ଅନୁରୋଧ କରିଛନ୍ତି । […]

Read More Text.
Ied blast

ପାକିସ୍ତାନରେ ଆଇଇଡି ବିସ୍ଫୋରଣ, ଏସଏଚଓ ସମେତ ୬ ପୋଲିସକର୍ମୀ ମୃତ

ପାକିସ୍ତାନ : ପାକିସ୍ତାନରେ ଆଇଇଡି ବ୍ଲାଷ୍ଟରେ ଜଣେ ଏସଏଚଓ ସମତେ ୬ ପୋଲିସକର୍ମୀ ମୃତ୍ୟୁ ହୋଇଥିବା ଜଣାପଡିଛି । ପାକିସ୍ତାନର ଖୈବର ପଖତୁନଖ୍ବା ଅଞ୍ଚଳରେ ହୋଇଛି । ପଖତୁନଖ୍ବାର ଟୋଙ୍କ ଜିଲ୍ଲାରେ ଆଇଇଡି ବିସ୍ଫୋରଣ ଯୋଗୁଁ ଗୋମଲ ପୋଲିସ ଷ୍ଟେସନର ଏସଏଚ୍ଓଙ୍କ ଜୀବନ ଚାଲିଯାଇଛି । ବିସ୍ଫୋରଣ ଟୋକଙ୍କର କୋଟ ଅଞ୍ଚଳରେ ପାଖାପାଖି ୨୫ କିମି ଦୂରରେ ହୋଇଛି । ଆଇଇଡି ବିସ୍ଫୋରଣରେ ଗାଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣଶ ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଯାଞ୍ଚ […]

Read More Text.
Nipah virus

ପଶ୍ଚିମବଙ୍ଗରେ ନିପା ଭାଇରସ ସଂକ୍ରମଣ, ସରକାର ଜାରି କଲେ ହେଲପଲାଇନ୍ ନମ୍ବର

କୋଲକାତା : ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମଣ ବ୍ୟାପିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି । ସରକାର ବର୍ତ୍ତମାନ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି । ସୂଚନାନୁଯାୟୀ, ଉତ୍ତର ୨୪ ପରଗନା ଜିଲ୍ଲାର ଏକ ହସ୍ପିଟାଲର ଦୁଇ ଜଣ ନର୍ସଙ୍କୁ ନିପା ଭାଇରସରେ ସଂକ୍ରମଣ ହୋଇଥିବା ଜଣାପଡିଛି । ଏଥିରେ ଜଣେ ମହିଳା […]

Read More Text.