IMG 20260224 WA0248

ଜିଲ୍ଲାସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଉପଲକ୍ଷେ ବରିଷ୍ଠ ନାଗରିକଙ୍କ ସଚେତନତା କାର୍ଯ୍ୟକ୍ରମ 

ବାରିପଦା : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସହୀଦ ସ୍ମୃତି ଭବନରେ ଜିଲ୍ଲାସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଉପଲକ୍ଷେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଏକ ଯୋଗ ଶିବିର ସହ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯୋଗ […]

Read More Text.

ଡାହାଣୀ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସ ଦୂରୀକରଣ କର୍ମଶାଳା

ବାରିପଦା: ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ ପ୍ରାଚୀନ ଯୁଗରୁ ଗୁଣିଗାରେଡ଼ି, ଯାଦୁବିଦ୍ୟା, ତନ୍ତ୍ରସାଧନ, ଝଡ଼ାଫୁଙ୍କା ଆଦି ଅନ୍ଧବିଶ୍ୱାସ ଆଜି ବି ସମାଜରେ ଦେଖିବାକୁ ମିଳୁଛି । ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ବିଭିନ୍ନ ପ୍ରକାର ଅପରାଧ ଘଟୁଛି। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଯୋଗୁଁ  ଏବଂ ଡାହାଣୀ ବୋଲି କହି ଏକାଧିକ ନିରୀହ ଜୀବନ ମଧ୍ୟ ସଙ୍କଟାପନ୍ନ ହେଉଛି । ଏକବିଂଶ ଶତାବ୍ଦୀରେ  ଏହି ଅନ୍ଧ ବିଶ୍ୱାସ ଏକ ସମ୍ବେଦନଶୀଳ ବିଷୟ […]

Read More Text.

ବଦଳିଲା କେରଳର ନାଁ, ନାମ ପରିବର୍ତ୍ତନ ପାଇଁ କ୍ୟାବିନେଟରେ ମୋଦି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ବଦଳାଇ ‘କେରଳମ୍’ କରିବାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯେତେବେଳେ ଭାଷା ଆଧାରରେ ରାଜ୍ୟର ନିର୍ମାଣ ହୋଇଥିଲା, ସେବେଠାରୁ କେରଳ ନାଁ କେରଳମ ହେବା ପାଇଁ ଦାବି ହୋଇଆସୁଛି । ଆଉ ଏହି ଦାବିକୁ ମୋଦି କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଚଳିତବର୍ଷ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ପଦକ୍ଷେପ ନିଆଯାଇଛି । ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସେବା ତୀର୍ଥକୁ ସ୍ଥାନାନ୍ତରିତ […]

Read More Text.

ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନ

ବାରିପଦା : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନର ୧ମ ମ୍ୟାଚରେ ମୟୁରଭଞ୍ଜ ରୟାଲସ ୬ ଉଇକେଟରେ ବଜରଙ୍ଗୀ ଦଳକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବଜରଙ୍ଗୀ ଦଳ ୧୨ ଓଭରରେ ୫ ଉଇକେଟ ହରାଇ ୧୫୦  ରନ କରିଥିବା ବେଳେ ମୟୁରଭଞ୍ଜ ରୟାଲସ ୧୦. ୧ ଓଭରରେ ୪ ଉଇକେଟ […]

Read More Text.

ରାଜ୍ୟସ୍ତରୀୟ କଳାହାଣ୍ଡି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଘୋଷିତ 

ବାରିପଦା: ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜର ୨୦ ଜଣିଆ ଦଳ ଘୋଷଣା କରାଯାଇଅଛି I ଦଳରେ ଅଧିନାୟକ ଅଭିଜ୍ଞାନ ମହାନ୍ତି, ଉପ ଅଧିନାୟକ ଦିବ୍ୟ ରଞ୍ଜନ ଦାସଙ୍କ ସମେତ ଶୁଭମ ନାଏକ, ସୌମ୍ୟ ରଞ୍ଜନ ମହାନ୍ତ, ମନୁ ରାମ, ରୋହନ ସାହୁ, ପ୍ରୀତପାଲ ସିଂହ, ମେରୀ ଲୋକନାଥ, ପ୍ରିତମ ପଣ୍ଡା, ଅଭିଜିତ ଘଣା, ପୁରବ ନନ୍ଦ, ଜୟ କୁମାର, ମୋହିତ କନକ୍ରିୟା, ସୁବ୍ରତ […]

Read More Text.

ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ବାରିପଦା: ମୟୂରଭଞ୍ଜ ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୁଲ୍ୟରେ ମୟୂରଭଞ୍ଜ ରେ ସମବାୟ ଆନ୍ଦୋଳନ ର କର୍ଣ୍ଣ ଧାର ବିଶିଷ୍ଟ ସମାଜ ସେବୀ ତଥା ବାରିପଦା ର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ ଙ୍କ ୫ମ ମହାପ୍ରୟାଣ ଦିବସ ଅବସର ରେ ଏକ ସ୍ମୃତିଚାରଣ ସଭା ପ୍ରତିଷ୍ଠାନ ର ସଭାପତି ଡ଼ା ପାର୍ଥ ସାରଥି ଜେନା ଙ୍କ ସଭାପତିତ୍ଵ ରେ ସ୍ଥାନୀୟ ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ […]

Read More Text.
Dead

ଛୁଆ ଚୋରି ସନ୍ଦେହେରେ ଯୁବକକୁ ପିଟିପିଟି ମାରିଦେଲେ

ବାରିପଦା: ଏବେ ଚାରିଆଡ଼େ ଶୁଣିବାକୁ ମିଳୁଅଛି ଛୁଆଚୋରି ଗୁଜବ l ବିଗତ କିଛିଦିନ ତଳେ ବାରିପଦା ସହରରେ ଘର ସମ୍ମୁଖରୁ ତିନି ଜଣ ଯୁବକ ଜଣେ ପିଲାକୁ ଉଠାଇ ନେଉଥିବାର ଦୃଶ୍ୟର ଭିଡିଓ ସବୁଆଡେ ଭାଇରାଲ ହେବାପରେ ଲୋକମାନଙ୍କ ଭିତରେ ଆତଙ୍କ ଦେଖାଦେଇଛି l କିନ୍ତୁ ପିଲାଚୋର ଏକ ଗୁଜବ ବୋଲି ସବୁବେଳେ କୁହାଯାଉଅଛି l ଏହି ଗୁଜବ ଘଟଣାରେ ଆଜି ଜଣେ ଯୁବକ ର ଜୀବନହାନୀ ହୋଇଅଛି l ଏହିଭଳି ଏକ ଛୁଆଚୋରି ଘଟଣା ସନ୍ଦେହ […]

Read More Text.

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ

ତେହେରାନ: ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡିଦିଅନ୍ତୁ । ଇରାନ ଉପରେ ଖୁବ୍ଶୀଘ୍ର ହେବ ପ୍ରଚଣ୍ଡ ଆକ୍ରମଣ । ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ବି ଘଟିପାରେ । ତେହେରାନ ଉପରେ ଆମେରିକା ଆକ୍ରମଣ ଆଶଙ୍କା ବଢିଛି । ଏ ନେଇ […]

Read More Text.

ଦେଶର ପ୍ରଥମ ଆତଙ୍କବାଦ ବିରୋଧୀ ପଲିସି ‘ପ୍ରହାର’ ଉନ୍ମୋଚନ କଲା ଭାରତ

ନୂଆଦିଲ୍ଲୀ:ଭାରତର ପ୍ରଥମ ବ୍ୟାପକ ଆତଙ୍କବାଦ ବିରୋଧୀ ପଲିସି ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୋମବାର ପ୍ରକାଶିତ ଏହି ପଲିସିର ନାଁ “ପ୍ରହାର”ରଖାଯାଇଛି।ସୀମାପାର ଆତଙ୍କବାଦ ଏବଂ ସାଇବର ଆକ୍ରମଣଠାରୁ ଆରମ୍ଭ କରି ଡ୍ରୋନ୍ ଏବଂ ଉଦୀୟମାନ ପ୍ରଯୁକ୍ତିର ଅପବ୍ୟବହାର ପର୍ଯ୍ୟନ୍ତ ବିପଦଗୁଡ଼ିକୁ ଏଥିରେ ଚିହ୍ନଟ କରାଯାଇଛି।ସୀମାପାର ପ୍ରାୟୋଜିତ ଆତଙ୍କବାଦ ବ୍ୟତୀତ ଏହି ପଲିସିରେ”ଅପରାଧୀ ହ୍ୟାକର୍ସ ଏବଂ ରାଜ୍ୟଗୁଡ଼ିକ ସାଇବର-ଆକ୍ରମଣ ମାଧ୍ୟମରେ ଭାରତକୁ ଟାର୍ଗେଟ କରାଯାଉଥିବା ତତ୍ୱକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଭାରତ ଜଳ,ସ୍ଥଳ […]

Read More Text.
Mukesh mahaling

ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ; ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍‌, ମସଲା, ତେଲ ସବୁକିଛି ଭେଜାଲ୍

ଭୁବନେଶ୍ୱର: ସାବଧାନ ! ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଆପଣ ଯାହା ବି କିଛି କିଣିକି ଖାଉଛନ୍ତି ସେ ସବୁକିଛି ଅପମିଶ୍ରିତ ତଥା ଭେଜାଲ । ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍‌, ମସଲା, ସୋରିଷ ତେଲ ସବୁକିଛି ଭେଜାଲ । ସେହିପରି ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍‌, ସୋୟାବିନ୍‌, ଘିଅ, ଲହୁଣୀ ଏ ସବୁ ମଧ୍ୟ ଭେଜାଲ । ଏହା ସହିତ ଚିନି, ପାମ୍ପଡ଼, ଚକୋଲେଟ୍‌, ନୁଡୁଲ୍‌ସ […]

Read More Text.