ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ଟିଭି ଚ୍ୟାନେଲର TRP ରେଟିଂ ବନ୍ଦ

ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ଟିଭି ଚ୍ୟାନେଲ୍ ର TRP ବନ୍ଦ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ । ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ କିଛି ନ୍ୟୁଜ୍ ଚ୍ୟାନେଲ୍ ଅତ୍ୟଧିକ ଭୟଭୀତ କରିବା ଭଳି ଏବଂ ଅଯଥା ଗୁଜବ ଖବର ପ୍ରସାରଣ କରୁଥିବା ସରକାର ଲକ୍ଷ୍ୟ କରିଛନ୍ତି । ଏହାଦ୍ୱାରା ସାଧାରଣ ଜନତା, ବିଶେଷ କରି ଯେଉଁମାନଙ୍କର ପରିବାର ବା ସମ୍ପର୍କୀୟ ସେହି ଅଞ୍ଚଳରେ ରହୁଛନ୍ତି, ସେମାନେ ଆତଙ୍କିତ ହେବାର […]

Read More Text.
Oil

ରୁଷିଆରୁ ତେଲ କିଣିବ ଭାରତ, ଅନୁମତି ଦେଲା ଆମେରିକା

ନୂଆଦିଲ୍ଲୀ: ରୁଷିଆରୁ ତେଲ କିଣିପାରିବ ଭାରତ ।  ଭାରତକୁ ରୁଷିଆରୁ ତେଲ କିଣିବା ପାଇଁ ଆମେରିକାର ଅନୁମତି ।  ତେବେ କେବଳ ୩୦ ଦିନର ଅସ୍ଥାୟୀ ଅନୁମତି ମିଳିଛି ।  ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ଟ୍ୱିଟ୍ କରି କହିଛନ୍ତି, ବିଶ୍ୱ ବଜାରରେ ତେଲର ଯୋଗାଣ ସ୍ୱାଭାବିକ ରଖିବାକୁ ଆମେରିକାର ଟ୍ରେଜେରୀ ବିଭାଗ ଭାରତୀୟ ତେଲ କମ୍ପାନୀଗୁଡ଼ିକୁ ରୁଷିଆରୁ ତେଲ କିଣିବା ପାଇଁ ୩୦ ଦିନର ଏକ ଅସ୍ଥାୟୀ ଅନୁମତି ପ୍ରଦାନ କରୁଛି ।  ଏହ ସହ […]

Read More Text.
Amit Shah

ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ: ଅମିତ ଶାହ

କଟକ : ନକ୍ସଲ ମୁକ୍ତରେ CISFର ବଡ଼ ଅବଦାନ । ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ CISFର ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ସମୟ ସହିତ ନିଜକୁ ଗଢ଼ିଛି CISF । ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି କହିଛନ୍ତି ଶାହ । CISF ହାତରେ ସୁରକ୍ଷିତ ରହିଛି ଦେଶର ବନ୍ଦର । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ […]

Read More Text.
Dead body 300x173

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ବାରିପଦା : ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଅଛି l ଏହି ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଦିଗାରୀ ଅସ୍ତିଆ ଗ୍ରାମରେ l ମୃତକ ଜଣକ ହେଲେ ଉକ୍ତ ଗ୍ରାମର ବଂଶୀଧର ଗିରି (60) l ଗତକାଲି ବଂଶୀଧର ନିଜ କ୍ଷେତକୁ ପରିବା ତୋଳିବା ପାଇଁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ l ତେଣୁ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବାର ସ୍ଥାନୀୟ ଲୋକେ    ଅଭିଯୋଗ କରିବା […]

Read More Text.

ପରିକ୍ରମା ପକ୍ଷରୁ ବସନ୍ତ ଉତ୍ସବ ‘ରଙ୍ଗ – ରଙ୍ଗୋଲି’

କାର୍ତ୍ତିକ ପରିଚ୍ଛାଙ୍କୁ ପ୍ରତିବେଶୀ ଗୌରବ ସମ୍ମାନ  ବାରିପଦା : ଅଗ୍ରଣୀ ସାମାଜିକ – ସାଂସ୍କୃତିକ ଅନୁଷ୍ଠାନ  ପରିକ୍ରମା ପକ୍ଷରୁ ରଙ୍ଗ ଆନନ୍ଦ ମିଳନ ଭାଇଚାରାର ଅନନ୍ୟ ପର୍ବ ହୋଲି ଅବସରରେ  କୁଚେଇବୁଢୀ ଦୁର୍ଗା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ବସନ୍ତ ମହୋତ୍ସବ “ରଙ୍ଗ -ରଙ୍ଗୋଲି l   ଅନୁଷ୍ଠାନର ଅଧ୍ୟକ୍ଷ ଈଶାନ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ  ବରେଣ୍ୟ ଅତିଥିଭାବେ ବିଶିଷ୍ଟ ଉଦ୍ୟୋଗପତି ଜଗଦୀଶ ମିଶ୍ରା, ସମାଜସେବୀ, ଚିନ୍ତକ ଓ ସଂସ୍କୃତିପ୍ରେମୀ ପ୍ରସନ୍ନ ସାହୁ, ପୂର୍ବତନ ବିଧାୟକ […]

Read More Text.
IMG 20260305 WA0000

ଟ୍ରେନ ଦୁର୍ଘଟଣାରେ ପୋଲିସ କର୍ମଚାରୀ ଗୁରୁତର

ବାରିପଦା : ରାଇରଙ୍ଗପୁର ରେଳ ଷ୍ଟେସନକୁ  ଅମୃତ ରେଳ ଷ୍ଟେସନରେ ମାନ୍ୟତା ଦେବା ସହ ପ୍ରଗତି ଜୋରଦାର ଚାଲିଛି ।କିନ୍ତୁ ରେଳ ଷ୍ଟେସନର ଅନତି ଦୂରରେ ଇଚିଣ୍ଡା ରେଳ ଫାଟକ ଅଛି ହେଲେ ଗେଟ୍ ନାହିଁ ।ରେଳବାଇ ଅଧିକାରୀ ଇଚିଣ୍ଡା ଫାଟକକୁ ଗୁରୁତ୍ଵ ଦେଉ ନାହାନ୍ତି ।ଏହି ଫାଟକ ରାଇରଙ୍ଗପୁର ସହର ସମେତ ୫/୧୦ ଟି ଗ୍ରାମ ପଞ୍ଚାୟତ ଲୋକେ ଗମନାଗମନ କରିଥାନ୍ତି । ଯାହାଫଳରେ  ରେଳ ଚଳାଚଳ ବିଷୟରେ ଜାଣି ନ ପାରି ବହୁ ସମୟରେ […]

Read More Text.
IMG 20260305 WA0061

ସଦ୍‌ଭାବନା ସମିତିର ୫୬୧ତମ ମାସିକ ସନ୍ଥ ଦିବସ 

ବାରିପଦା : ମାନବିକତା ଥାଇ ସମାଜରେ ସତ୍ କର୍ମ ପାଇଁ ପ୍ରାଣୀ ଶ୍ରେଷ୍ଠ ମନୁଷ୍ୟର ଜନ୍ମ। ସତକର୍ମ ହେଉଛି ପ୍ରଜ୍ଞାର ଶଂଖନାଦ,ଦୁସ୍ଥ ମୁହଁରେ ହସ, ଧନ ଆହରଣ ସହ ପରହିତ ଲାଗି ଦାନ। ବିଶ୍ଵ ସମୁଦାୟକୁ ପ୍ରଥମ ଜୟ ସନ୍ଥ ଜୟ ସମାଜର ସ୍ଲୋଗାନ ଦେଇ ସଦ୍‌ଭାବନା ସମିତି ସ୍ଥାନୀୟ ଗୋପବନ୍ଧୁ ଭବନଠାରେ ୫୬୧ତମ ନିଆରା ମାସିକ ସନ୍ଥ ଦିବସ ପାଳନ କରିଛି । ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ଉତ୍ସବରେ ଶ୍ରୀଚୈତନ୍ୟଙ୍କ ବାଣୀ […]

Read More Text.

ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଗୁରୁବାର ଦିନ ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିଛି। ଖୁବଶୀଘ୍ର CBSE ଏହି ପ୍ରାର୍ଥୀମାନଙ୍କ ପାଇଁ ଫଳାଫଳ ଘୋଷଣା କରିବାର ପଦ୍ଧତି ଘୋଷଣା କରିବ ବୋଲି ଅଧିକାରୀ କହିଛନ୍ତି। ମଧ୍ୟପ୍ରାଚ୍ୟର ବାହାରିନ, ଇରାନ, କୁୱେତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇରେ ବର୍ତ୍ତମାନର ପରିସ୍ଥିତି ଯୋଗୁଁ, ବୋର୍ଡ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ […]

Read More Text.

ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ହଠାତ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ପଦକ୍ଷେପକୁ ଏକ ପ୍ରମୁଖ ରାଜନୈତିକ ଘଟଣା ବୋଲି ବିବେଚନା କରାଯାଉଛି। ସିଭି ଆନନ୍ଦ ବୋଷ ୧୭ ନଭେମ୍ବର ୨୦୨୨ରେ ବଙ୍ଗଳାର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ, ସେ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ଇସ୍ତଫା ଦେବାର କୌଣସି ସରକାରୀ କାରଣ ଜଣାଇ ନାହାନ୍ତି। ଡକ୍ଟର ସି.ଭି. ଆନନ୍ଦ ବୋଷ ଜଣେ ପୂର୍ବତନ […]

Read More Text.

ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଭାରତ ସରକାର, ଇରାନୀ ଦୂତାବାସ ପହଞ୍ଚିଲେ ବିଦେଶ ସଚିବ

ନୂଆଦିଲ୍ଲୀ : ଇରାନର ଦିବଙ୍ଗତ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନେଇଙ୍କୁ ଭାରତ ସରକାର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବୈଦେଶିକ ସଚିବ ବିକ୍ରମ ମିସ୍ରି ନୂଆଦିଲ୍ଲୀ ସ୍ଥିତ ଇରାନୀ ଦୂତାବାସରେ ପହଞ୍ଚି ଶୋକ ପୁସ୍ତିକା ଉପରେ ଦସ୍ତଖତ କରିଛନ୍ତି । ଇରାନର ପୂର୍ବତନ ସର୍ବୋଚ୍ଚ ନେତାଙ୍କ ନିଧନରେ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ୨୮ ଫେବ୍ରୁଆରୀ ୨୦୨୬ରେ ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ବଡ଼ ସ୍ତରରେ ଆକ୍ରମଣ କରିଥିଲେ, ଏଥିରେ […]

Read More Text.