୮୦ ହଜାର ଟନ୍ କଞ୍ଚା ତେଲ ସହ ଭାରତ ପହଞ୍ଚିଲା ଜଗ ଲାଡକି
ନୂଆଦିଲ୍ଲୀ : ଭାରତୀୟ ପତାକା ଥିବା ଜାହାଜ ଜଗ୍ ଲଡକି ସୁରକ୍ଷିତ ଭାବେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଜଗ୍ ଲଡକି ଏକ ତୈଳ ଟ୍ୟାଙ୍କର୍ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ୮୦ ହଜାର ଟନ୍ ମର୍ବାନ୍ ଅଶୋଧିତ ତୈଳ ନେଇ ଭାରତ ଆସିଛି । ପୂର୍ବରୁ ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ ଏବଂ ନନ୍ଦା ଦେବୀ ଇରାନର ହରମୁଜ୍ ପ୍ରଣାଳୀ ଦେଇ ଆସିଥିଲା । ଓମାନ ଉପସାଗରରେ ଥିବା ୟୁଏଇର ଫୁଜୈରା ବନ୍ଦରରେ ଅଶୋଧିତ […]
Read More Text.