1faa4a62 220b 11f1 9503 00163e02c055 1024x576

ଗ୍ରୀସ ଆଡକୁ ଅଗ୍ରସର ହେଲା ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ

ୱାଶିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ ‘ୟୁଏସଏସ ଜେରାଲ୍ଡ ଫୋର୍ଡ’ କ୍ଷତିଗ୍ରସ୍ତ ହେବା ପରେ ବର୍ତ୍ତମାନ ଏହା ପାରସ୍ୟ ଉପସାଗର ଛାଡି ଗ୍ରୀସର ଏକ ବନ୍ଦର ଆଡକୁ ଅଗ୍ରସର ହେଉଛି। ଏହି ଯୁଦ୍ଧଜାହାଜର ଲଣ୍ଡ୍ରି ପ୍ରକୋଷ୍ଠ ଏବଂ ସୈନ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ନିଆଁ ଲାଗି କ୍ଷତି ଘଟିଥିବାରୁ ଗ୍ରୀସରେ ଏହାର ମରାମତି କରାଯିିବ। ଜେରାଲ୍ଡ ଫୋର୍ଡ ଜାହାଜ ଆଜକୁ ୧୦ ମାସ ହେବ ପାରସ୍ୟ ଉପସାଗରରେ ମୁତୟନ ହୋଇଛି। […]

Read More Text.

ବ୍ୟାଙ୍କ ଜାଲିଆତି ମାମଲାରେ ଅନିଲ ଅମ୍ବାନୀଙ୍କୁ ୮ ଘଣ୍ଟା ସିବିଆଇ ଜେରା

ନୂଆଦିଲ୍ଲୀ: ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ ଗୁରୁବାର ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଛି। ଏହି ଅବସରରେ ସିବିଆଇ ଅଧିକାରୀମାନେ ଅନିଲଙ୍କ ବୟାନ ରେକର୍ଡ କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଅନିଲଙ୍କୁ ନିର୍ଦେଶ ଦିଆଯାଇଛି। ରିଲାଏନ୍ସ ଗ୍ରୁପ୍‌ର ବିଭିନ୍ନ ସହଯୋଗୀ କମ୍ପାନୀ ଏକାଧିକ ଜାତୀୟକରଣ ବ୍ୟାଙ୍କରୁ ମୋଟ ୧୯,୬୯୪ କୋଟି ଟଙ୍କା ଋଣ ନେଇଥିବାବେଳେ ଏହାକୁ ଅନ୍ୟତ୍ର ବିନିଯୋଗ କରିଥିବା ଅଭିଯୋଗ ହୋଇଛି। […]

Read More Text.

ସମୁଦ୍ର ଶଯ୍ୟାରୁ ଇଣ୍ଟରନେଟ କେବୁଲ କାଟିବାକୁ ଇରାନ୍‌ର ଧମକ

ତେହେରାନ: ଇରାନ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ହର୍ମୁଜ ପ୍ରଣାଳୀକୁ ଇରାନ ସମ୍ପୂର୍ଣ୍ଣ ଅବରୋଧ କରିଥିବାବେଳେ ଏହି ଜଳପଥ ଦେଇ ତୈଳ କାରବାର ବାଧାପ୍ରାପ୍ତ ହେବାରେ ଲାଗିଛି। ଇରାନ ବର୍ତ୍ତମାନ ହର୍ମୁଜ ପ୍ରଣାଳୀ ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି। ଯଦି ଇରାନ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରେ, ତେବେ ବିଶ୍ବରେ ଇଣ୍ଟରନେଟ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ଉପୁଜିଛି। ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ହଜାର […]

Read More Text.
V

ଘରେ କଳାକନା ବୁଲାଇଲେ ଡ଼କାୟତ

ବାରିପଦା : ଗତକାଲି ବିଳମ୍ବିତ ରାତ୍ରୀରେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ମାଳିହୋତା ଗ୍ରାମର କୃତିବାସ ବେହେରା ଙ୍କ ଘରେ ଡ଼କାୟତ ପଶି କକାକନା ବୁଲାଇଛନ୍ତି l ଘରେ ସମସ୍ତେ ଶୋଇଥିବା ସମୟରେ ଡ଼କାୟତ ପଶି ଏକ ଲୁହା ଆଲମିରା କୁ ଭାଙ୍ଗି ସେଥିରେ ଥିବା ମଙ୍ଗଳସୂତ୍ର ସମେତ ସୁନା ଏବଂ ରୁପା ଅଳଙ୍କର ଲୁଟିନେଇଛନ୍ତି l ଏଥି ସହିତ ଏକ ବାକ୍ସ କୁ ଭାଙ୍ଗିବା ସହିତ ଘର ରୁ କିଛି ଦୂରରେ ଫୋପାଡି ଦେଇଛନ୍ତି […]

Read More Text.

ଆଦିବାସୀ ଏକତା ମଞ୍ଚ ତରଫରୁ ଆସନ୍ତା ୨୦ରେ ୪୮ ଘଣ୍ଟିଆ ଵାମନଘାଟୀ ବନ୍ଦ ଡାକରା 

ବାରିପଦା: ମୟୂରଭଂଜ ଜିଲ୍ଲା ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ସୁନାପୋଷୀ ଗ୍ରାମରେ ଗତ ମାର୍ଚ ୧୨ ତାରିଖ ଅପରାହ୍ନରେ ଜନୈକ ଆଦିବାସୀ ନାବାଳିକାକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଅସଦାଚରଣ ମାମଲା ନେଇ ୧୩ ତାରିଖ ଦିନ ବହଳଦା ବାଇପାସ୍ ଛକରେଆଦିବାସୀମାନେ ପିଡିତା ନାବାଳିକାକୁ ନ୍ୟାୟ ଦାବିରେ ଧାରଣା ବସିଥିବାବେଳେ ପୋଲିସ  ଆକ୍ରମଣ  କରିଥିଲା ।ଫଳରେ ଉତ୍ଯକ୍ତ ଲୋକଙ୍କ ସହ ପୋଲିସର ଗଣ୍ଡଗୋଳ ଘଟିଥିଲା ।ଘଟଣାକୁ ନେଇ ୨୭ ଜଣ ମହିଳା ସମେତ ୩୪ ଜଣଙ୍କୁ ଗିରଫ କରି  […]

Read More Text.
Court order

ଆକ୍ରମଣ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡ

ବାରିପଦା : ଆଜି ଗୁରୁବାର ଏକ ଆକ୍ରମଣ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାରକରି ମାନ୍ୟବର ଜିଲ୍ଲା ଓ ଦୌରାଜଜ ସୁଦୀପ୍ତ ଆଚାର୍ଯ୍ୟ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୂନଗଡିଆ ଅଞ୍ଚଳର ବୁଲେଟ ଏଲିଏସ  କ୍ରିଷ୍ନା ମୁଖୀ ଏବଂ ଭିକି ବେହେରା କୁ ଦଫା 394 ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ମାସ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି l ସେହିପରି […]

Read More Text.

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରାଗଐତିହାସିକ ଯୁଗୀୟ କର୍ମଶାଳା

ବାରିପଦା : ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ସହାୟତାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ଓ ଜନଜାତି ଅଧ୍ୟୟନ ବିଭାଗ ତରଫରୁ ଏକ ପ୍ରାଗଐତିହାସିକ ଯୁଗୀୟ ଆଠ ଦିନିଆ କର୍ମଶାଳା କୁଳିଅଣା ଠାରେ ଆୟୋଜିତ ହୋଇଥିଲା । ଏହି କର୍ମଶାଳାକୁ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଶର୍ମା ସେଣ୍ଟର ଫୋର୍ ହେରିଟେଜ ଏଜୁକେସନ ସେଣ୍ଟର ଏବଂ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ପୁରୀ ସର୍କଲ ମିଳିତ ସହଯୋଗରେ ଆୟଜିତ କରିଥିଲେ। ଆଜି ଏହି ଆଠ ଦିନିଆ କର୍ମଶାଳା […]

Read More Text.

ଅଧାରୁ ପାଠପଢା ଛାଡିଥିବା ବୈଭଵ ପୁଣି ବିଦ୍ୟାଳୟକୁ ଫେରିଲେ 

ଦେବଦୁତ ସାଜିଲେ ଜିଲ୍ଲା ଶିକ୍ଷା ଅଧିକାରୀ  ବାରିପଦା :  ସ୍ଥାନୀୟ ତକତପୁର ଅଂଚଳରେ ଅଜା ଘରେ ରହି ନିକଟସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୫ମ ଶ୍ରେଣୀରେ ପଢ଼ୁଥିଲେ ୧୦ ବର୍ଷର ବାଳକ ବୈଭବ ମହାନ୍ତ I ମାତ୍ର ପାରିବାରିକ ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ସେ ଆଉ ବିଦ୍ୟାଳୟକୁ ଯିବା ପାଇଁ ମନ ବଳାଇଲେ ନାହିଁ I ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ପିଲାଟିକୁ ସାକ୍ଷାତ  କରି ଷ୍ଟେସନ ବଜାର ସ୍ଥିତ […]

Read More Text.
HDxESZua8AATOyH 1024x576

ଆଇଏଏସ ରବି ମିତ୍ତଲ ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଛତିଶଗଡ଼ କ୍ୟାଡରର ୨୦୧୬ ବ୍ୟାଚର ଆଇଏଏସ ଅଧିକାରୀ ଡକ୍ଟର ରବି ମିତ୍ତଲଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ରେ ଉପସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଡକ୍ଟର ରବି ମିତ୍ତଲ ଜଣେ ଅତ୍ୟନ୍ତ ଶାନ୍ତ ଏବଂ ତୃଣମୂଳ ସ୍ତରୀୟ ଅଧିକାରୀ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି। ସେ ଦିଲ୍ଲୀର ପ୍ରତିଷ୍ଠିତ ମୌଲାନା ଆଜାଦ ମେଡିକାଲ କଲେଜ (MAMC) ରେ ତାଙ୍କର ଏବିବିଏସ ପାଠ୍ୟକ୍ରମ ସମାପ୍ତ କରିଥିଲେ। ଡାକ୍ତରୀ ବୃତ୍ତିକୁ ପଛରେ […]

Read More Text.
Govt of odisha

ରାଜ୍ୟରେ ବଢ଼ିଲା ଅଫିସରଙ୍କ ଆର୍ଥିକ କ୍ଷମତା, ବିଭାଗୀୟ ମୁଖ୍ୟ କରିପାରିବେ ୧୦ କୋଟିର ଅର୍ଥ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଏବଂ ଗତିଶୀଳତା ଆଣିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ୧୯୭୮ ମସିହାର ଆର୍ଥିକ କ୍ଷମତା ପ୍ରତିନିଧିତ୍ଵ ନିୟମାବଳୀ (DFPR) ରେ ସଂଶୋଧନ କରାଯାଇ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦାଧିକାରୀଙ୍କ ଖର୍ଚ୍ଚ କରିବାର କ୍ଷମତାକୁ ବହୁଗୁଣିତ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ଏହି ନିୟମାବଳୀ ଅନୁଯାୟୀ, ଏବେ ଅନେକ କ୍ଷେତ୍ରରେ କ୍ୟାବିନେଟ୍ ବା ମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷା ନକରି ବିଭାଗୀୟ […]

Read More Text.