ଆସନ୍ତାକାଲି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି, ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ

ପୁରୀ  : ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହେବ ।  ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।  ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ ।  ଫଳରେ ଏଥିରେ ରହିବ ସ୍ୱଚ୍ଛତା ।  ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ନିୟମ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏବଂ ମୁଖ୍ୟ ପ୍ରଶାସକ […]

Read More Text.
Bonai1

କାରଖାନା ସ୍ଥାପନ ପାଇଁ ଚଞ୍ଚକତା ! ଇଡକୋ ମାଧ୍ୟମରେ ଜମି ଅଧିଗ୍ରହଣକୁ ବିରୋଧ

ବଣାଇଁ : ସୁନ୍ଦରଗଡ ଜିଲ୍ଲା ବଣାଇଁ କନ୍ତସରା ଗ୍ରାମରେ ଏକ କାରଖାନା ସ୍ଥାପନ ପାଇଁ ଶିଳ୍ପପତିଙ୍କ ଚଞ୍ଚକତା ପୂର୍ବକ ଗୋଚର ଓ ଶ୍ମଶାନ ଜମି ପ୍ରଶାସନର ମାଧ୍ୟମରେ ହଡପ ଉଦ୍ୟମକୁ ବିରୋଧ କରାଯାଇଛି । ଏହାକୁ ବିରୋଧ କରି ଆଖପାଖର ପାଞ୍ଚରୁ ଉର୍ଦ୍ଧ୍ବ ଗ୍ରାମର ଶହଶ୍ରାଧିକ ଜନସାଧାରଣ ଆଜି ବଣାଇଁ ରାଜାରାସ୍ତାରେ ଗର୍ଜନ କରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହଯୋଗରେ ଦେଓଗାଁ ଠାରୁ ମୁଖ୍ୟ ରାସ୍ତା ଦେଇ ଏକ ପ୍ରତିବାଦ ରାଲୀରେ […]

Read More Text.
Oerc e1774363569589 300x166

ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ବିଲ୍, ହ୍ରାସ ହେଲା ଟ୍ରାନ୍ସମିସନ୍ ଚାର୍ଜ

ଭୁବନେଶ୍ୱର : ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ବିଲ୍ ।  ​ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ୨୦୨୬-୨୭ ବର୍ଷ ପାଇଁ ନୂଆ ବିଦ୍ୟୁତ ଦର ଘୋଷଣା କରିଛନ୍ତି  ।   ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି ।  ନୂଆ ନିୟମରେ ୧୫ଟି ବଡ଼ ମୁଖ୍ୟ କଥା ରହିଛି । ପ୍ରଥମ, ଦର ବଢ଼ିବ ନାହିଁ ।  ସାଧାରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ବିଲ୍ ରେ କୌଣସି ବୃଦ୍ଧି କରାଯାଇ ନାହିଁ ।  ଟ୍ରାନ୍ସମିସନ୍ ଚାର୍ଜ […]

Read More Text.

ଆଜିର ଯୁବପିଢି ହେଉଛନ୍ତି ‘ସିଲେକ୍ଟିଭ ସେନସିଟିଭ’

ହରିହର ତ୍ରିପାଠୀ “ମୋବାଇଲ୍ ସ୍କ୍ରିନ୍‌ର ଚମକ ପଛରେ ହଜିଯାଇଥିବା ଆଜିର ଯୁବପିଢି କ’ଣ ସତରେ ସମ୍ବେଦନହୀନ, ନା ସେମାନଙ୍କର ସମ୍ବେଦନଶୀଳତା ଏକ ନୂଆ ରୂପ ନେଇ ବିଶ୍ୱ ପରିବର୍ତ୍ତନର ଅପେକ୍ଷାରେ ଅଛି?” ବିଗତ କିଛି ଦଶନ୍ଧି ମଧ୍ୟରେ ପୃଥିବୀର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଅଭୂତପୂର୍ବ ଉନ୍ନତି ଯୁବମାନସକୁ ଗଭୀର ଭାବେ ପ୍ରଭାବିତ କରିଛି। ଅନେକ ସମୟରେ ବରିଷ୍ଠ ନାଗରିକ ବା ପୂର୍ବ ପିଢିର ଲୋକେ ମତ ଦିଅନ୍ତି ଯେ ଆଜିର […]

Read More Text.
IMG 20260323 WA0297

କଳାବାଘ ଛାଲ ଜବତ: ୯ ଗିରଫ

ବାରିପଦା : ଶିମିଳିପାଳ କୁ ବିପଦ l ସାରା ବିଶ୍ୱରେ ଚର୍ଚ୍ଚା ରେ ଥିବା ଶିମିଳିପାଳ ର କଳା ବାଘ ଉପରେ ଏବେ ଶିକାରୀଙ୍କ ଲୋଲୁପ ଦୃଷ୍ଟି l ବନବିଭାଗ ପକ୍ଷରୁ ଗୋଟିଏ ରୟାଲ ବେଙ୍ଗଲ ଟାଇଗର ର ଛାଲ କୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ନଅ ଜଣ ଙ୍କୁ ଗିରଫ କରିଅଛି l ଗିରିଫ ଅଭିଯୁକ୍ତ ସମସ୍ତେ ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ସମେତ ବିଭିନ୍ନ ଅଞ୍ଚଳର ବୋଲି ବନବିଭାଗ ପକ୍ଷରୁ ପ୍ରକାଶ […]

Read More Text.

ଜନଗଣନା -୨୦୨୭ ପାଇଁ ସୁପରଭାଇଜର ଓ ଗଣନାକାରୀଙ୍କୁ ପ୍ରଶିକ୍ଷଣ

ବାରିପଦା  : ବିକଶିତ ଭାରତ @୨୦୪୭ର ମୂଳଦୁଆକୁ ସୁଦୃଢ ଓ ସଶକ୍ତ କରିବା ତଥା ଭବିଷ୍ୟତରେ ସଠିକ ନୀତି ନିର୍ଦ୍ଧାରଣ, ସମ୍ବଳର ସଠିକ ବିତରଣ, ସଠିକ ସ୍ଥାନରେ ସଠିକ ଯୋଜନା, ଉନ୍ନତ ବିଦ୍ୟାଳୟ, ଡାକ୍ତରଖାନା, ସଡ଼କ ସହିତ ପ୍ରତ୍ୟେକ ବର୍ଗ ଓ କ୍ଷେତ୍ରର ପ୍ରକୃତ ଉନ୍ନତି ପାଇଁ ଜନଗଣନା କାର୍ଯ୍ୟକ୍ରମ ଏକ ଉତ୍ତମ ମାଧ୍ୟମ। ଏହି କ୍ରମରେ ଜନଗଣନା -୨୦୨୭ ଅନ୍ତର୍ଗତ ପ୍ରଥମ ସୋପାନ ଗୃହ ତାଲିକା ଓ ଗୃହ ଜନଗଣନା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର […]

Read More Text.

ରାଜ୍ୟସ୍ତରୀୟ ରଗବୀରେ ‘କିସ’କୁ ହରାଇ ‘ଫ୍ୟୁଚର ଷ୍ଟାର’ ଚାମ୍ପିୟନ୍

ବାରିପଦା : ଚଳିତ ମାସ ୧୬ ଓ ୧୭ ତାରିଖ କେନ୍ଦୁଝରର ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆନ୍ତଃ-ଜିଲ୍ଲା ବରିଷ୍ଠ ରଗବୀ ୭ ଏସ୍ ପ୍ରତିଯୋଗିତା – ୨୦୨୬ ରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମହିଳା ଦଳ ଏକ ଚିତ୍ତାକର୍ଷକ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲ୍ ମ୍ୟାଚ୍‌ରେ ଶକ୍ତିଶାଳୀ ‘କିସ୍’ (KISS) ଦଳକୁ ୧୨-୧୦ ପଏଣ୍ଟରେ ପରାସ୍ତ କରି ଏକାଡେମୀ ଇତିହାସ ରଚିଛି। ପୂର୍ବରୁ ଦଳ ବାଲେଶ୍ୱରକୁ ୫୨-୦୦, କେନ୍ଦ୍ରାପଡାକୁ ୫୯-୦୦, ଜଗତସିଂହପୁରକୁ […]

Read More Text.

ଦୁଇ ଦିନିଆ ବାରିପଦା ରାଷ୍ଟ୍ରୀୟ ଆଦିବାସୀ ଲଘୁ ଫିଲ୍ମ ମହୋତ୍ସବ ଉଦଯାପିତ 

ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲଅପମେଣ୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଏନ ଏଫ ଡି ସି ର ସହଯୋଗରେ ଆୟୋଜିତ ୭ମ ବାର୍ଷିକ ବାରିପଦା ରାଷ୍ଟ୍ରୀୟ ଆଦିବାସୀ ଲଘୁ ଫିଲ୍ମ ମହୋତ୍ସବ ଉଦଯାପିତ ହୋଇଯାଇଛି I ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର ଭାବେ ଫାୟାର ଅନ ଏଜ (ଆସାମ), ୨ୟ ଶ୍ରେଷ୍ଠ ଭାବେ ଗୋଟ, ଫିସ, ସ୍ନେକ ସ୍ପେରୋ (ପଶ୍ଚିମବଙ୍ଗ), ୩ୟ ଶ୍ରେଷ୍ଠ ଭାବେ ଧୀରଜ କଶ୍ୟପ ମୋଲାଇ (ଆସାମ) ଓ […]

Read More Text.

ସିପିଆଇ ପକ୍ଷରୁ ସାମ୍ରାଜ୍ୟବାଦ ବିରୋଧୀ ଦିବସ ପାଳିତ 

ବାରିପଦା : ସମଗ୍ର ବିଶ୍ବର ପ୍ରାକୃତିକ ସମ୍ବଳ ଉପରେ ଯୁଦ୍ଧ ଖୋର ସାମ୍ରାଜ୍ୟବାଦୀ ଆମେରିକା ଓ ଏହାର ସହଯୋଗୀ ମାନଙ୍କର ଜବର ଦଖଲ ଓ ନରସଂହାର ର ବିଭିଷିକା ମଧ୍ୟପ୍ରାଚ୍ୟରୁ ଆରମ୍ଭ ହୋଇ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଉଛି। ଆମେରିକା ଓ ଇସ୍ରାଏଲ ଆନ୍ତର୍ଜାତିକ ଆଇନ୍ କୁ ଉଲଂଘନ କରି ଇରାନ୍ ଉପରେ ମିଳିତ ଆକ୍ରମଣ ଫଳରେ ବହୁ ଧନ-ଜନଜୀବନ ନଷ୍ଟ ହେଉଛି।ଯାହାର ପ୍ରଭାବରେ ରନ୍ଧନ ଗ୍ୟାସ ଓ ଖାଇବା ତେଲର ଅହେତୁକ ଦରବୃଦ୍ଧି ଘଟିବା ସହ […]

Read More Text.

ଯୁଦ୍ଧବିରତି ନେଇ ଆଲୋଚନା ହୋଇନଥିବା କହିଲା ଇରାନ

ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ଝଟକା  ! ଇରାନ ମନା କଲା ।  ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ହୋଇନଥିବା କହିଛି ଇରାନ ।  ଇରାନର ବୈଦେଶିକ ମନ୍ତ୍ରୀ ଆମେରିକାର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ୱାଶିଂଟନ୍ ସହିତ ସେମାନଙ୍କର କୌଣସି ସିଧାସଳଖ ଆଲୋଚନା ହୋଇନାହିଁ ।  ଆମେରିକା କେବଳ ସମୟ ଗଡ଼ାଇବା ପାଇଁ ଏଭଳି ମିଥ୍ୟା ପ୍ରଚାର କରୁଛି ବୋଲି ଇରାନ ଅଭିଯୋଗ କରିଛି ।   ଇରାନ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ […]

Read More Text.