ହାଇଡ୍ରୋସିଲ ରୋଗୀଙ୍କ ନିମନ୍ତେ ଅସ୍ତ୍ରୋପଚାର ଶିବିର
ବାରିପଦା : ଆଜି ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଲେପ୍ରା ସୋସାଇଟି, ମୟୂରଭଞ୍ଜଙ୍କ ମିଳିତ ସହଯୋଗରେ ଫାଇଲେରିଆ ରୋଗର ନିରାକରଣ ଅଭିଯାନ ପରିପ୍ରେକ୍ଷୀରେ ହାଇଡ୍ରୋସିଲ (ଅଣ୍ଡକୋଷ ବୃଦ୍ଧି )ରୋଗୀ ମାନଙ୍କ ପାଇଁ ଏକ ଜିଲ୍ଲା ସ୍ତରୀୟ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି. ବି. ଡ଼ି.), ମୟୁରଭଞ୍ଜ ଡାକ୍ତର ବିଜୟ କୁମାର ଦାଶ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ା. ରବୀନ୍ଦ୍ର କୁମାର ମାର୍ଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ […]
Read More Text.