ପାଟକୁରା ବିଜେଡିରେ ବଡ଼ ଧରଣର ବିଦ୍ରୋହ: ବିଧାୟକଙ୍କ ସମର୍ଥନରେ ଗରଦପୁରର ୨୧ ଜଣ ଲୋକପ୍ରତିନିଧି ଓ ଶତାଧିକ କର୍ମୀଙ୍କ ସମୂହ ଇସ୍ତଫା

କେନ୍ଦ୍ରାପଡ଼ା (ବିକାଶ ବେହେରାଙ୍କ ରିପୋର୍ଟ) :  କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡି ରାଜନୀତିରେ ଏକ ବଡ଼ ଧରଣର ରାଜନୈତିକ ବିସ୍ଫୋରଣ ଘଟିଛି। ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରାଯିବା ପ୍ରତିବାଦରେ ଗରଦପୁର ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ୨୧ ଜଣ ଜନପ୍ରତିନିଧି ଏବଂ ଶତାଧିକ ସକ୍ରିୟ କର୍ମୀ ଦଳରୁ ସମୂହ ଇସ୍ତଫା ଦେଇଛନ୍ତି। ଏହି ଘଟଣା ପାଟକୁରା ବିଜେଡି ସଂଗଠନକୁ ଏକ ଶକ୍ତ ଧକ୍କା ଦେଇଥିବା ଚର୍ଚ୍ଚା ହେଉଛି। […]

Read More Text.

ପୂର୍ବତନ କାଉନସିଲର ମନୋରମା ମହାନ୍ତିଙ୍କ ବିୟୋଗ

ବାରିପଦା : ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ କାଉନସିଲର ମନୋରମା ମହାନ୍ତି ଙ୍କ ଆଜି ସକାଳ 8.30 ମିନିଟ ପାଖାପାଖି ସମୟରେ   ବାରିପଦା ସହରର ୱାର୍ଡ ନମ୍ବର 4 ମାର୍କେଟସ୍ଥିତ ନିଜ ବାସଭଵନରେ ଦେହାନ୍ତ ଘଟିଅଛି l ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା l ସ୍ୱର୍ଗତ ମନୋରମା ମହାନ୍ତି ବାରିପଦା ପୌରପରିଷଦ ର ନଗରପାଳ କୃଷ୍ନାନନ୍ଦ ମହାନ୍ତି ଙ୍କ ମାତା l ସିଏ ପୂର୍ବରୁ ବାରିପଦା ପୌରପରିଷଦ ର କାଉନସିଲର ମଧ୍ଯ ଥିଲେ […]

Read More Text.
WhatsApp Image 2026 04 12 at 8.20.18 PM

ପ୍ରତିଶ୍ରୁତି ପ୍ରତିଷ୍ଠାନ ପକ୍ଷରୁ ପ୍ରାଚୀନ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ଶୀର୍ଷକ ଆଲୋଚନା ଚକ୍ର

ବାରିପଦା : ଓଡିଆ ପକ୍ଷ ପାଳନ ଅବସରରେ ମୟୂରଭଞ୍ଜର ଅଗ୍ରଣି ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରାଚୀନ ସାହିତ୍ୟରେ ପ୍ରାଚୀନ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ଶୀର୍ଷକ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡା. ପାର୍ଥସାରଥୀ ଜେନାଙ୍କ ସଭାପତିତ୍ୱରେ ସ୍ଥାନୀୟ ମହର୍ଷି ପବ୍ଲିକ ସ୍କୁଲର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରର ଆରମ୍ଭରେ “ପ୍ରତିଶ୍ରୃତି” ପତ୍ରିକାର ସମ୍ପାଦକ ଭାଗବତ ପଣ୍ଡା ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଭକ୍ତକବି ଦୀନକୃଷ୍ଣଙ୍କ ପର୍ଯ୍ୟନ୍ତ ପ୍ରାଚୀନ […]

Read More Text.

କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଖାଦ୍ୟ ଖାଇ ଶତାଧିକ ଛାତ୍ର ଛାତ୍ରୀ ଅସୁସ୍ଥ

ବାରିପଦା : ଖାଦ୍ୟରେ ତ୍ରୁଟି ଯୋଗୁଁ ଶତାଧିକ ଛାତ୍ର ଛାତ୍ରୀ ଅସୁସ୍ଥ l ଏହିଭଳି ଏକ ଘଟଣା ଆଜି ଘଟିଅଛି ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ l ଉକ୍ତ ବିଦ୍ୟାଳୟ ର ହଷ୍ଟେଲ ରେ ମୋଟ 290 ଜଣ ଛାତ୍ର ଛାତ୍ରୀ ରୁହନ୍ତି l ଆଜି ସକାଳୁ ପିଲାମାନଙ୍କୁ ଜଳଖିଆ ଦେବା ପରିଵର୍ତ୍ତେ ସେମାନଙ୍କୁ ପଖାଳ, ଆଳୁସିଝା ଏବଂ ଭଜା ଖାଇବାକୁ ଦିଆଯାଇଥିଲା l ଖାଇବାର କିଛି ସମୟ ପରେ ହଠାତ […]

Read More Text.

ସୂର ସଂଗୀତ କଳା କେନ୍ଦ୍ରର ବାର୍ଷିକ ପରୀକ୍ଷା

ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲା ର ଅଗ୍ରଣୀ କଳା ଶିକ୍ଷା ଅନୁଷ୍ଠାନ ସୂର ସଂଗୀତ କଳା କେନ୍ଦ୍ର ର ବାର୍ଷିକ ପରିକ୍ଷା ସଂଗୀତ ଭବନ ଠାରେ  ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କଳା କେନ୍ଦ୍ର ରେ ତାଲିମପ୍ରାପ୍ତ ପ୍ରଶିକ୍ଷଣ ଶିକ୍ଷକ ମାନଙ୍କ ଦ୍ବାରା  ଭାରତୀୟ ଶାସ୍ତ୍ରୀୟ ସଂଗୀତ , ଓଡିଶୀ ସଂଗୀତ, ଓଡିଶୀ ନୃତ୍ଯ, ହିନ୍ଦୁସ୍ଥାନ ତବଲା ଏବଂ ଯନ୍ତ୍ର ବାଦ୍ଯର ଛାତ୍ର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଜଉଅଛି ।  ଏହା ବ୍ୟତୀତ ଉଚ୍ଚାଙ୍ଗ ଘାରାନା […]

Read More Text.

 ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପ୍ରସ୍ତୁତି ବୈଠକ

ବାରିପଦା : ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୌରପରିଷଦ ଅତିଥିଶାଳାରେ ଅନୁଷ୍ଠିତ ହୋଇ ଯାଇଛି l ବିଶ୍ୱପ୍ରତିମୂର୍ତ୍ତି ସଫେଇ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ସେବାନିବୃତ୍ତ ପୁଲିସ ଅଧିକାରୀ ଦୁର୍ଗାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷର କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ ହୋଇଛି l ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଦିବସର ସଂଯୋଜକ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଏହି ଦିବସର […]

Read More Text.

ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ, ୯୨ ବର୍ଷ ବୟସରେ ଆଖି ବୁଜିଲେ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ । ପରଲୋକ ନେଇ ସୂଚନା ଦେଲେ ପୁଅ ଆନନ୍ଦ ଭୋସଲେ । ୯୨ ବର୍ଷ ବୟସରେ ଆଖି ବୁଜିଲେ ଆଶା ଦିଦି । ଗତକାଲି ଏପ୍ରିଲ ୧୧ ଶନିବାର ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଶା ଭୋସଲେ, ଗୁରୁତର ଦୁର୍ବଳତା ଏବଂ ଛାତିରେ ଇନଫେକ୍ସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୯୩୩ ସେପ୍ଟେମ୍ବର ୮ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମିଗ୍ରହଣ କରିଥିଲେ ଆଶା ଭୋସଲେ । […]

Read More Text.

ଶାନ୍ତି ଆଲୋଚନା ବିଫଳ, ଅଡୁଆ ହେଲା ଆଣବିକ ସର୍ତ୍ତ

ନୂଆଦିଲ୍ଲୀ : ଅଡୁଆ ହେଲା ଆଣବିକ ସର୍ତ୍ତ । ଆମେରିକା-ଇନାର ଆଲୋଚନା ବିଫଳ । ଆମେରିକା ସର୍ତ୍ତ ମାନିଲାନି ଇରାନ । ଇସଲାମାବାଦରେ ୨୧ ଘଣ୍ଟାର ଆଲୋଚନାରୁ ବାହାରିଲାନି ନିଷ୍କର୍ଷ । ଖାଲି ହାତରେ ଫେରିଲା ଆମେରିକା । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, କୌଣସି ଚୁକ୍ତିରେ ପହଞ୍ଚି ନାହୁଁ। ଏହା ଆମେରିକା ପାଇଁ ଖରାପ ଖବର ଅପେକ୍ଷା ଇରାନ ପାଇଁ ବହୁତ ଖରାପ ଖବର । ଆମେ ବିନା ଚୁକ୍ତିରେ ଆମେରିକାକୁ ଫେରିଯାଉଛୁ । ଆମେରିକାର […]

Read More Text.
Ps

ସ୍ବାମୀ ଉପରେ ରାଗ ରଖି ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣିଲା ମା’

ଝାରସୁଗୁଡା : ସ୍ବାମୀ ଉପରେ ରାଗ, ଛୁଆଙ୍କ ଉପରେ ପ୍ରତିଶୋଧ ।  ଦୁଇ ଛୁଆଙ୍କୁ ଟାଙ୍ଗିଆରେ ହାଣିଲା ଜନ୍ମକଲା ମାଆ ।  ଝାରସୁଗୁଡା ବିମାନବନ୍ଦର ଥାନା ଓରାମପଡାରେ ଏହି ଅଭାବନୀୟ କାଣ୍ଡ ଘଟିଛି ।  ସ୍ବାମୀଙ୍କ ସହ ଝଗଡା ପରେ ରାଗ ସୁଝାଇବା ପାଇଁ ନିଜର ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣି ମାରିଦେଇଛି ।  ଛୁଆଙ୍କୁ ହାଣିବା ପରେ ନିଜେ ମୃତ୍ୟୁ ଉଦ୍ୟମ କରିଛନ୍ତି ଉକ୍ତ ମହିଳା । ଗୁରୁତର ଅବସ୍ଥାରେ ଅଭିଯୁକ୍ତ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

Read More Text.

ଦେହରେ ନିଆଁ ଲଗାଇ ଜୀବନ ହାରିଲେ ପିଜି ଛାତ୍ରୀ

ଗଜପତି : ନିଜକୁ ଜାଳିଦେଲେ ପିଜି ଛାତ୍ରୀ । ଦେହରେ ନିଆଁ ଲଗାଇ ଜୀବନ ହାରିଥିବା ଅଭିଯୋଗ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଖଞ୍ଜାସାହି ନୂଆବସ୍ତିରେ ଚାଞ୍ଚଲ୍ୟ । ଛାତ୍ରୀ ଜଣକ ମାନସିକ ଚାପରୁ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରୀ ହେଲେ ଶୁଭ୍ରା ସାମଲ। ଘର ଉପରମହଲାରୁ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିଛି । ସେ SKCG ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢ଼ୁଥିଲେ । ଆସନ୍ତାକାଲି ପରୀକ୍ଷା ଫଳାଫଳ […]

Read More Text.