ସ୍ତ୍ରୀ ଓ ୪ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ସାଲୁନ କର୍ମଚାରୀ
ଗୁରୁଗ୍ରାମ: ଗୁରୁଗ୍ରାମରେ ପାରିବାରିକ ବିବାଦ ଯୋଗୁଁ ଅକାଳରେ ଚାଲି ଯାଇଛି ୫ ଜୀବନ। ୩୯ ବର୍ଷୀୟ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ୪ ପିଲାଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଛୁରିରେ କଚଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ତୁରନ୍ତ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ଅଛି। ପ୍ରାଥମିକ ତଦନ୍ତରୁ ପୁଲିସ କହିଛି ଯେ, ଅଭିଯୁକ୍ତ ନଜିମ୍ ପ୍ରଥମେ ନିଜର ୩୫ ବର୍ଷର ପତ୍ନୀ, ୧୦ ରୁ ୧୪ […]
Read More Text.