ଓଡ଼ିଶାକୁ ମିଳିଲା ନୂଆ ‘ରାୟଗଡ଼ା ରେଳ ଡିଭିଜନ, ଜୁନ୍ ୧ରୁ ବଦଳିବ ରେଳ ମାନଚିତ୍ର

ରାୟଗଡ଼ା:  ବିଶାଖାପାଟଣାରେ ନୂଆ ‘ଦକ୍ଷିଣ ଉପକୂଳ ରେଳ ଜୋନ୍ । ଓଡ଼ିଶାକୁ ମିଳିଲା ନୂଆ ‘ରାୟଗଡ଼ା ରେଳ ଡିଭିଜନ’ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ‘ଦକ୍ଷିଣ ଉପକୂଳ ରେଳ ଜୋନ୍’ ଗଠନ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏହି ନୂଆ ଜୋନ୍ ର ମୁଖ୍ୟାଳୟ ହେବ । ଆସନ୍ତା ଜୁନ୍ ୧ରୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ରେଳବାଇର ଏହି ପୁନର୍ଗଠନ ପ୍ରକ୍ରିୟାରେ ଓଡ଼ିଶାକୁ ଏକ ନୂଆ ରେଳ […]

Read More Text.

ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ କିଲନ୍ ମେଣ୍ଟେନାନ୍ସ କାମ କରୁଥିବା ବେଳେ ୩ ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ : ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ । ଅନୁଗୋଳ ନିଶା ଥାନା ଅଧୀନରେ ଥିବା ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ ଘଟିଛି । କିଲନ୍ ମେଣ୍ଟେନାନ୍ସ କାମ କରୁଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ହିନ୍ଦୋଳନ ମେଡିକାଲକୁ ନିଆଯାଇଥିଲା ।  ତେବେ କଟକ ସ୍ଥାନାନ୍ତର ପୂର୍ବରୁ ତିନି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ  ।  ଏହି ଘଟଣା ପରେ […]

Read More Text.

 ଭୁବନେଶ୍ୱରରେ ‘ରସକଲ୍ଲୋଳ’ ସ୍ରଷ୍ଟା ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଭୁବନେଶ୍ବର  :  ଓଡ଼ିଆ ସାହିତ୍ୟର  କାଳଜୟୀ କାବ୍ୟ ‘ରସକଲ୍ଲୋଳ’ର ଅମର ସ୍ରଷ୍ଟା ଭକ୍ତକବି ଦୀନକୃଷ୍ଣ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ଆଶ୍ରିତ ମଣ୍ଡଳୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମଟି ଗତ ୩ ତାରିଖ ଦିନ ସ୍ଥାନୀୟ ଶରଣ ଶ୍ରୀକ୍ଷେତ୍ର ପରିସରରେ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା। ଏହି ଆଲୋଚନା ସଭାରେ ବିଶିଷ୍ଟ ସମାଜସେବୀ ହରି ବନ୍ଧୁ ମଙ୍ଗରାଜ ସଭାପତିତ୍ୱ […]

Read More Text.

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣର ବାର୍ଷିକ ଉତ୍ସବ “ପ୍ରତିଫଳନ-୨.୦”  ଅନୁଷ୍ଠିତ

ବାରିପଦା : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୁରଭଞ୍ଜର ବାର୍ଷିକ ଉତ୍ସବ ପରିସରରେ ଥିବା ସଭାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହ ପ୍ରଧ୍ୟାପକ  ଚିତ୍ରସେନ ସେଠୀ ଓ ମୁଖ୍ୟ ବକ୍ତା ଭାବେ ଉକ୍ତ ଅନୁଷ୍ଠାନର ପୁର୍ବତନ ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣି ତଥା ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ, […]

Read More Text.

 ଦର୍ଶକଙ୍କୁ ବିମୋହିତ କଲା ବାରିପଦାର ନାଟକ ” ଚିଠି “

ବାରିପଦା : ବନେଶ୍ୱର ସ୍ଥିତ ଭଂଜକଳା ମଣ୍ଡପରେ ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟସଙ୍ଘ ଆନୁକୂଲ୍ୟରେ ଆୟୋଜିତ ନାଟ୍ୟଧାରାରେ ବାରିପଦାର ଓମ ନାଟ୍ୟସଂସ୍ଥା ପ୍ରଯୋଜିତ ନାଟକ ” ଚିଠି ” ମଞ୍ଚସ୍ଥ ହୋଇଯାଇଛି I ପ୍ରଦୀପ ଭୋଳଙ୍କ ରଚିତ ତଥା ବିଶିଷ୍ଟ ଅଭିନେତା ନିର୍ଦ୍ଦେଶକ ଧୀର ବସାଙ୍କ ନିର୍ଦ୍ଦେଶିତ ନାଟକଟିରେ ଧୀର ବସା, ଅସିତ ଗିରି, ଉପାସନା ଦାସ, ଜ୍ଞାନ ପଣ୍ଡା, ସୁଜୟ ମହାନ୍ତି, ଓ ଆଦ୍ୟାଶା ଅଭିନୟ କରିଥିବା ବେଳେ ସହ ନିର୍ଦ୍ଦେଶନାରେ ଜ୍ଞାନ […]

Read More Text.

ମାଟ୍ରିକରେ ସର୍ବୋଚ୍ଚ ନମ୍ବର ରଖି ମୟୁରଭଞ୍ଜ ଜିଲ୍ଲାକୁ ଗର୍ବିତ କରିଛନ୍ତି ପାର୍ଥ ସାରଥୀ

ବାରିପଦା : ସମାଜରେ ଗୁରୁ-ଶିଷ୍ୟ ପରମ୍ପରା କେବେ ଆରମ୍ଭ ହୋଇଥିଲା ତାହା କହିବା କଷ୍ଟକର, କିନ୍ତୁ ଏହି ପରମ୍ପରା ଆଜି ମଧ୍ୟ ସମାଜରେ ଜୀବନ୍ତ ରହିଛି ବୋଲି ବାରିପଦାରେ  ଏକ ଉଦାହରଣରୁ ଏହା  ପ୍ରମାଣ କରିଛି। ଏଠାରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଗଢ଼ିଉଠିଥିବା ଅଟୁଟ ସମ୍ପର୍କ ଆଜି ମୟୁରଭଞ୍ଜ ଜିଲ୍ଲାକୁ ଗର୍ବିତ କରିଛି।ପାର୍ଥ ସାରଥୀ ମହାନ୍ତ ତାଙ୍କ ଅଦମ୍ୟ ପରିଶ୍ରମ ଓ ଅଧ୍ୟବସାୟରେ ୯୮% ଅର୍ଥାତ ୫୮୮ ନମ୍ବର ରଖି ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର […]

Read More Text.

ବାରିପଦାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ବାରିପଦା: ମୟୂରଭଞ୍ଜ ଜ଼ିଲ୍ଲା ସଦର ମହକୁମା ବାରିପଦା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଶ୍ରୀ ଧର୍ମାନନ୍ଦ ବେହେରା ସମେତ ବିଭିନ୍ନ […]

Read More Text.

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଆଜି ସାର୍ଥକ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନାଦେଶ ସହ ପଶ୍ଚିମବଙ୍ଗରେ ସରକାର ଗଢିବାକୁ ଯାଉଛି ବିଜେପି। ପ୍ରଥମ ଥର ପାଇଁ ବଙ୍ଗରେ ବିଜେପିର ଏହି ବିପୁଳ ବିଜୟ ପାଇଁ ଦଳୀୟ କର୍ମକର୍ତ୍ତା, ନେତାଙ୍କୁ ଏହାର ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ପ୍ରକାଶ ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ଯାଳୟରେ ବିଜେପି ନେତାଙ୍କୁ ସମ୍ଭୋଧନ କରିଛନ୍ତି ମୋଦି। ଏହି ଅବସରରେ ସେ ଅଖଣ୍ଡ ଭାରତର ସ୍ବପ୍ନକୁ ଉଜାଗର କରିବା ସହ ପ୍ରାଚୀନ ଭାରତର ବଡ଼ ତ୍ରିକୋଣ ଅଙ୍ଗ, ବଙ୍ଗ ଓ […]

Read More Text.

ଦିଦିଙ୍କୁ ଶକ୍ତ ଧକ୍କା, ପଶ୍ଚିମବଙ୍ଗରେ ପ୍ରଥମ ଥର ଫୁଟିଲା ପଦ୍ମ

କୋଲକତା : ପଶ୍ଚିମବଙ୍ଗ ରାଜନୀତିରେ ବିଜେପିର ଐତିହାସିକ ବିଜୟ । ପ୍ରଥମ ଥର ପାଇଁ ବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ଶିବିର ଉତ୍ସବ ମୁଖର । ୧୫ ବର୍ଷ ପରେ କ୍ଷମତା ପରିବର୍ତ୍ତନ । ପଶ୍ଚିମବଙ୍ଗରେ ପ୍ରଥମ ଥର ଫୁଟିଲା ପଦ୍ମ। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୨୦୯,  ଟିଏମସି  ୭୯,  କଂଗ୍ରେସ ୨, ଅନ୍ୟାନ୍ୟ ଦଳ ୪  ଆସନ ହାତେଇବାକୁ ସକ୍ଷମ ହୋଇଛି । ପ୍ରାୟ ଦେଢ ଦଶନ୍ଧି ପରେ […]

Read More Text.

କେରଳରେ ପୁଣି ଫେରିଲା UDF

କେରଳ : କେରଳରେ କଂଗ୍ରେସର ବାଜିମାତ୍ । ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ । ପୁଣି ଫେରିଲା UDF । କେରଳ ରାଜନୀତିରେ ପୁଣି ଥରେ ପରିବର୍ତ୍ତନର ଧାରା । ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ (LDF) କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ (UDF) କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି । ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ UDF ୧୦୨, ଅନ୍ୟପଟେ ଶାସକ […]

Read More Text.