ଚାକିରି ଯୋଗାଇବାରେ ୟୁପିଏ ଏବଂ ଏନଡିଏ ବିଫଳ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୩।୧: ବଜେଟ ଅଧିବେଶନର ତୃତୀୟ ଦିନରେ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି ଯେ, ଦେଶରେ ବେରୋଜଗାର ଯୁବକ ମାନଙ୍କୁ ଚାକିରି ଦେବାରେ ଉଭୟ ୟୁପିଏ ଏବଂ ଏନଡିଏ ସରକାର ବିଫଳ ହୋଇଛନ୍ତି। ”ଏ ଦେଶର ଭବିଷ୍ୟତ ଭାରତର ଯୁବପିଢ଼ିଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ। ମୁଁ ଭାବୁଛି ଆମେ ଯାହା କହୁଛୁ ତାହା ସେମାନଙ୍କୁ ସମ୍ବୋଧିତ କରାଯିବା ଉଚିତ। ଆମ ସମ୍ମୁଖରେ ପ୍ରଥମ କଥା ହେଉଛି, ଯଦିଓ […]
Read More Text.