ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ର ୧୩୭ ତମ ଜୟନ୍ତୀ ମହାସମାରୋହରେ ପାଳିତ
ବାରିପଦା – ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକ ଅନ୍ତର୍ଗତ ମହିଷିକୁଦର ଗ୍ରାମରେ ସତସଙ୍ଗ ଉପଯୋଜନା କେନ୍ଦ୍ର ଆନୁକୁଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜୟନ୍ତୀ ମହାସମାରୋହରେ ରବିବାର ଦିନ ପାଳିତ ହୋଇଯାଇଛି ।ସକାଳେ ନଗର ସଂକୀର୍ତ୍ତନ ହୋଇଥିଲା ।ପରେ ଠାକୁରଙ୍କ ପୂଜାର୍ଚ୍ଚନା ,ଭଜନ, କୀର୍ତ୍ତନ ଓ ସତସଙ୍ଗ କରାଯାଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ଡଃ ବିଚିତ୍ରାନନ୍ଦ ପଟନାୟକ, ମୁଖ୍ୟ ଅତିଥି ଶତ୍ରୁଘ୍ନ ତିରିଆ ସମେତ ବହୁ ସାଧକ […]
Read More Text.