ମହାକୁମ୍ଭରେ ବୁଡ ପକାଇଲେ, ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଲେ ମହାମହିମ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ବୁଡ ପକାଇଲେ ମହାମହିମ ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁଡ ପକାଇବା ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ପ୍ରୟାଗରାଜରେ ପହଞ୍ଚିବା ପରେ ମହାମହିମ ନୌବିହାର କରିଥିଲେ। ନୌବିହାର କରିବା ସମୟରେ ସେ ଶହ ଶହ ସଂଖ୍ୟାରେ ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଇଥିଲେ। ପ୍ରୟାଗରାଜରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ୮ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ଅକ୍ଷୟବଟ ଓ ହନୁମାନ ଙ୍କୁ ଦର୍ଶନ କରିବା […]

Read More Text.

କାହିଁକି ଗଲା ଲାଇଟ୍?, ଓସିଏକୁ ୧୦ ଦିନ ଭିତରେ ଉତ୍ତର ମାଗିଲେ ମନ୍ତ୍ରୀ

କଟକ: ବାରବାଟୀ ଷ୍ଟାଡିୟମରେ ଲାଇଟ ବନ୍ଦ ହେବା ପ୍ରସଙ୍ଗକୁ ନେଇ ଏବେ ଓସିଏକୁ ଜାରି ହେଲା କାରଣ ଦର୍ଶାଅ ନୋଟିସ୍ । କାହିଁକି ଲାଇଟ ବନ୍ଦ ହେଲା?, ଏନେଇ ସୋ କଜ୍ ନୋଟିସ୍ ଜାରି କରିଛି କ୍ରୀଡା ବିଭାଗ । ଏଭଳି ଅବ୍ୟବସ୍ଥାକୁ ନେଇ ୧୦ ଦିନ ଭିତରେ ଉତ୍ତର ରଖିବାକୁ ଓସିଏକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଏଭଳି ଦାୟିତ୍ବହୀନତା ପାଇଁ କାର୍ଯ୍ୟନୁଷ୍ଠାନ ହେବ । ବାରବାଟୀରେ ଫ୍ଲଡ୍ […]

Read More Text.

ଭୁବନେଶ୍ବର ଛାଡ଼ିଲେ ଭାରତ-ଇଂଲଣ୍ଡ ଟିମ୍‌; ୧୨ରେ ଅହମ୍ମଦାବାଦରେ ଖେଳିବେ ଶେଷ ମ୍ୟାଚ୍‌

ଭୁବନେଶ୍ବର ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଟିମ୍‌ । ଭୁବନେଶ୍ବର ବିମାନବନ୍ଦରରେ ଭାରତ ଓ ଇଂଲଣ୍ଡ ଟିମ୍‌ । ହୋଟେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ଯାଇ ପହଞ୍ଚିଲେ । ଭୁବନେଶ୍ବରରୁ ସିଧା ଅହମ୍ମଦାବାଦ ଗଲେ ଦୁଇ ଟିମ୍‌ । ୧୨ରେ ଅହମ୍ମଦାବାଦରେ ସିରିଜ୍‌ର ଶେଷ ମ୍ୟାଚ୍‌ ଖେଳିବେ । ଅନ୍ୟପଟେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟ ୩୦ ମିନିଟ ଅଚଳ ହୋଇ ପଡିଥିବା ବେଳେ ଏଥିପାଇଁ ଭାରତୀୟ […]

Read More Text.

ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଉତ୍ତରାଖଣ୍ଡରେ ୩୮ତମ ଜାତୀୟ କ୍ରୀଡାରେ ଗତ ରବିବାର ଦିନ ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଲାଲୁ ପ୍ରସାଦ ଭୋଇ, ଡିଏମ୍ ଜୟରାମ, ଅନିମେଶ କୁଜୁର ଓ ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ୪*୧୦୦ମି. ରିଲେ ଦଳ ୩୯.୪୭ ସେକେଣ୍ଡରେ ରେସ୍ ଶେଷ କରି ନୂଆ ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ଜିଣିଛନ୍ତି । ପୂର୍ବରୁ ଏହି ରେକର୍ଡ ସର୍ଭିସେସ୍ (୩୯.୯୪ ସେକେଣ୍ଡ, […]

Read More Text.

ଝିଆରୀ ବାହାଘରରେ ଯୋଗଦେଲେ ଯୋଗୀ

ଲକ୍ଷ୍ନୌ : ଗୋରଖନାଥ ମଠରେ ଯୋଗଦେବା ପରଠାରୁ ପରିବାର ସହ ସମ୍ପର୍କ ତୁଟାଇଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଥରେ ଅଧେ ନିଜ ଘରକୁ ଯାଇଥିଲେ; କିନ୍ତୁ ଶୁକ୍ରବାର ସେ ଉତ୍ତରାଖଣ୍ଡର ପୌଡ଼ି ଜିଲା ଅନ୍ତର୍ଗତ ପଞ୍ଚୁର ଗ୍ରାମସ୍ଥିତ ନିଜ ଘରକୁ ଯାଇ ବଡ଼ ଭାଇଙ୍କ ଝିଅ ଅର୍ଚ୍ଚନା ବିଷ୍ଟଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବା ଜଣାପଡ଼ିଛି। ଅର୍ଚ୍ଚନା ଭାରତୀୟ ରେଳପଥରେ କାର୍ଯ୍ୟରତ ମନୋଜଙ୍କୁ ବିବାହ କରିଛନ୍ତି। ନିରାଡ଼ମ୍ବର ଭାବେ ଆୟୋଜିତ ଏହି ଉତ୍ସବରେ ଉତ୍ତରାଖଣ୍ଡ […]

Read More Text.

ଟ୍ୱିନ ସିଟିରେ ଗାଡି ଚେକିଂ କଡାକଡି

ଭୁବନେଶ୍ବର: ଆଜିଠୁ ଟ୍ୱିନ ସିଟିରେ ପୁଣି ଆରମ୍ଭ ହେବ ଗାଡି ଚେକିଂ। ଗାଡି ଚେକିଂ କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପୂର୍ବରୁ ସଚେତନ କରିଛି। ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୋଲିସ। ଚେକିଂ ପୂର୍ବରୁ କାଢି ଦିଅନ୍ତୁ ନଚେତ୍ ଧରାପଡିଲେ ଜୋରିମାନା ଗଣିବେ ବୋଲି ସତର୍କ କରିଛି କରିଛି ବିଭାଗ । କମିଶନରେଟ୍ ପୋଲିସର ଏହି ସ୍ପେଶାଲ ଡ୍ରାଇଭରେ ଲାଇସେନ୍ସ, ହେଲମେଟ ତଥା ଗାଡ଼ିର ଇନ୍ସୁରାନ୍ସ ଓ […]

Read More Text.

ବାଲବାଟିକା ଆଧାରିତ କର୍ମଶାଳା ‘ପ୍ରସ୍ତୁତି’ ଅନୁଷ୍ଠିତ

ବାରିପଦା – ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦାର ସମ୍ମିଳନୀ କକ୍ଷରେ ଆଞ୍ଚଳିକ ସାଧନକର୍ମୀମାନଙ୍କ ପାଇଁ ୫ ଦିନିଆ ବାଲବାଟିକା ଆଧାରିତ କର୍ମଶାଳା ‘ପ୍ରସ୍ତୁତି’ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୟୂରଭଞ୍ଜ ଜିଲ୍ଲାର ୧୪ଟି ବ୍ଲକରୁ ଆସିଥିବା ୧୧୨ ଜଣ ଆଞ୍ଚଳିକ ସାଧନକର୍ମୀମାନେ ଯୋଗଦାନ କରିଥିଲେ | ଏହି ଅବସରରେ ପ୍ରତିଷ୍ଠାନର ଅଧକ୍ଷ ପ୍ରମୋଦ କୁମାର ଡାକୁଆ ପ୍ରଶିକ୍ଷଣ ପେଟିକାର ଆଭିମୁଖ୍ୟ ତଥା ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ଓ ଆଦ୍ୟ […]

Read More Text.

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଗ ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା – ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦା ଠାରେ ଡି ଆଇ ଇ ଟି – ସି ଆର ସି ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ମୟୂରଭଞ୍ଜ ଜିଲ୍ଲାର ଆଗାମୀ ୬ ମାସ ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି, ଜିଲ୍ଲା ପେଡାଗଜୀ ସଂଯୋଜକ ଶୈଳବାଳା ବେହେରା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଅନାଦି […]

Read More Text.

ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା, ମାଆ ଅମ୍ବିକାଙ୍କ ନିକଟରେ ପୂଜା ଅର୍ଚ୍ଚନା କଲେ ଆମେ ମୟୂରଭଞ୍ଜିଆ

ବାରିପଦା: ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ରବିବାର ପୂର୍ବାହ୍ନ ଦଶଘଟିକା ସମୟରେ ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମାଆ ଅମ୍ବିକାଙ୍କ ମନ୍ଦିରରେ ଓଡ଼ିଆ ସିନେଜଗତର ସୁପରଷ୍ଟାର ତଥା ମୟୂରଭଞ୍ଜ ମାଟିର ସୁପୁତ୍ର ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ପୂର୍ବକ ସମୂହ ପ୍ରଦୀପ ପ୍ରଜ୍ବଳନ କରାଯାଇ ପ୍ରାର୍ଥନା ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଥିଲା। ଆମେ ମୟୂରଭଂଜିଆ ର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ଙ୍କ ଆହ୍ୱାନରେ ଏହି ପ୍ରାର୍ଥନା ସଭାରେ ନାଟ୍ୟକାର ଅନ୍ନଦା ଶଙ୍କର […]

Read More Text.

ବାରବାଟୀରେ ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଭାରତ

କଟକ : ଭାରତ ଇଂଲଣ୍ଡକୁ ଦ୍ବିତୀୟ ଦିନିକିଆରେ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି ।  ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ  ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ୪ ୱିକେଟ୍‌ରେ ବିଜୟୀ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର […]

Read More Text.