ମୋ ବସ୍‌ ଦୁର୍ଘଟଣା: ଝିଅ ପରେ ମାଆର ମୃତ୍ୟୁ

ଭୁବନେଶ୍ବର: ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଝିଅ ପରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୋ ବସ୍‌ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ଆଜି ମୃତ୍ୟୁ ଘଟିଛି। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି। ଗତ ଶୁକ୍ରବାର ପାତ୍ରପଡ଼ାରେ ଘଟିଥିଲା ଏହି ଦୁର୍ଘଟଣା। ଶହେ ମିଟର ଯାଏଁ ସ୍କୁଟିକୁ ଘୋଷାଡ଼ି ନେଇଥିଲା ମୋ ବସ୍‌। ଏହି ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ବେଳେ […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ଜାତୀୟ ଆଲୋଚନାଚକ୍ର

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗ ଦ୍ୱାରା ଏକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । “ଏକ୍ସ୍‌ପ୍ଲୋରିଙ୍ଗ ୱାଣ୍ଡରସ୍‌ ଅଫ୍‌ ଜିଓଲୋଜି” ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଭୂତତ୍ତ୍ୱ ହେଉଛି […]

Read More Text.

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗ୍ରୁପ ବି ର ୨ୟ ମ୍ୟାଚ ରେ ଜେ କେ ସି ସି ବିଜୟୀ ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୨ୟ ମ୍ୟାଚରେ ଜେ କେ ସି ସି ମୟୁରଭଞ୍ଜ ରେଡକୁ ୮ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ ରେଡ ୧୦. […]

Read More Text.

ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅନୁଷ୍ଠିତ

ବାରିପଦା – ସମଗ୍ର ଶିକ୍ଷା, ମୟୁରଭଞ୍ଜ ଆନୁକୂଲ୍ୟରେ ବାରିପଦା ବ୍ଲକର ସେଣ୍ଟ ମେରି ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ, ଏମ ପି କେ ବାଳିକା ଉଚ୍ଚ ବିଦ୍ୟାଳୟ, ଭଂଜପୁର ଉଚ୍ଚ ବିଦ୍ୟାଳୟ ଓ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ୫ ଟି ଶିବିରରେ ସୁରେନ୍ଦ୍ରସାଏ ଦିବ୍ୟ ଦୃଷ୍ଟି ଯୋଜନା ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ରେଖାରାଣୀ ଦାସ ଓ ଶିକ୍ଷକ ଦିଲ୍ଲୀପ କୁମାର ଦାସଙ୍କ ସଂଯୋଜନାରେ ଚକ୍ଷୁ […]

Read More Text.

ଆନନ୍ଦ ମାର୍ଗ ବିଦ୍ୟାଳୟରେ ଯୋଗ ଓ ସମାଜ କଲ୍ୟାଣ ପ୍ରଶିକ୍ଷଣ ଶିବିର

ଆଗରପଡ଼ା :ବନ୍ତ ଠାରେ ଅବସ୍ଥିତ ଥିବା ଆନଦ ମାର୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପକ୍ଷରୁ ତ୍ରୀ ଦିବସବ୍ୟପି ଆନଂଦମାର୍ଗ ଯୋଗ ଓ ସମାଜ କଲ୍ୟାଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଡ଼ ମୁରଲୀ ଧର ସୁତାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ୧୨ ଜଣ ସନ୍ୟାସୀ ଓ ସନ୍ୟାସୀନୀ ଯୋଗଦେଇ ଏକ ଇଶ୍ୱର,ଏକଧର୍ମ,ଏକଜାତୀ,ଏକ ବିଶ୍ୱ,.ଏକ ମାନବ ସମାଜ ଉପରେ ଉଦ୍‌ବୋଧନ ସହ ବ୍ୟକ୍ତି ବିଶେଷଙ୍କୁ ଆତ୍ମଜ୍ଞାନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ […]

Read More Text.

ବନବିହାରୀ ସରକାରୀ ଉପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ୍ ପଧାନପଡ଼ା ପଂଚାୟତ ସ୍ଥିତ ବନବିହାରୀ ସରକାରୀ ଉ.ପ୍ରା ବିଦ୍ୟାଳୟର ବାର୍ଷିକୋତ୍ସବ ରବିବାର ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ,ଡ଼ ସୁଧାଂଶୁ ନାୟକ,ପ୍ରାକ୍ତନ ଅଧ୍ୟକ୍ଷ ରବିନ୍ଦ୍ର ନାରାୟଣ ସାହୁ, ସୁଧାଂଶୁ ମହାନ୍ତି, ଶିକ୍ଷାକମିଟି ସଭାପତି ବିନୋଦ କୁମାର ବାରିକ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉଚିତଶିକ୍ଷା ଲାଭ କରି ସୁନାଗରିକ ହେବାକୁ ଉଦ୍‌ବୋଧନ ଦେଇଥିଲେ ।ଏହି ଅବସରରେ […]

Read More Text.

ବନ୍ତ ସରକାରୀ ଉଚ୍ଚବିଦ୍ୟାଳୟ ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ସଦର ମୋହକୁମାରେ ଅବସ୍ଥିତ ଥିବା ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଉତ୍ତମ କୁମାର ଦତ୍ତ ଙ୍କ ସଭାପତିତ୍ୱରେ ଅତିଥି ଭାବେ ସ୍ଥାନୀୟ ସରପଂଚ ମାନସୀରାଣୀ ରାଉତ, କୃତୀ ଶିକ୍ଷକ ଶଶୀଶେଖର କର ଶର୍ମା, ଶିକ୍ଷାବିତ୍ ତ୍ରୀଲୋଚନ ପଣ୍ଡା, ସିଆରସିସି ଅଶୋକ ଦାସ, ଗଂଗାଧର ନାୟକ, ପଂଚାନନ ଜେନା, ରମେଶ ଚକ୍ରବର୍ତ୍ତି, ଅଖିଳ ଭାଟରାଏ, ମୁକ୍ତିକାନ୍ତ ସେଠୀ, ସସ୍ମୀତା ବେହେରା ପ୍ରମୁଖ ଯୋଗଦେଇଥିଲେ […]

Read More Text.

ସରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ କାଦବରାଙ୍ଗ ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ଉନବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଦେବେନ୍ଦ୍ର ପଲେଇଙ୍କ ସଭାପରିଚାଳନାରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡ଼. ନାରାୟଣ ସେନାପତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନାରାୟଣ ବୋଇତେଇ,ସମ୍ମାନିତ ଅତିଥି ଭାବେ ସଂପାଦକ ଅଭିମନ୍ୟୁ ଗିରି,ସମ୍ପାଦିକା ପୁଷ୍ପଲତା ଗିରି, ଏବିଇଓ ହରେକୃଷ୍ଣ ଆପଟ, ନିରଂଜନ ଖିଲାର, ସିଆରସିସି ପ୍ରଦୀପ ପଲେଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ମାନସ ସେଠୀ ବାର୍ଷିକ […]

Read More Text.

ଟିଲୋ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାପିଏନ୍ସ ଗୁଡ଼ଗାଓଁ ଚାମ୍ପିଅନ

ଆଗରପଡ଼ା :ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥେଲେଟିକ୍ ଆସୋସିଏସନ ଦ୍ୱାରା ଆୟୋଜିତ ୨୯ତମ ଆର୍ନ୍ତଜାତୀୟ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ କଟକର ୟୁନିଅନ ସ୍ପୋର୍ଟିଂ ଓ ଗୁଡ଼ଗାଓଁର ସାପିଏନ୍ସ ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାପିଏନ୍ସ ୪୧ ରନରେ ୟୁନିଅନ ସ୍ପୋର୍ଟିଂ କଟକକୁ ପରାସ୍ତ କରିଛି । ସାପିଏନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୯ ଓଭରରେ ସମସ୍ତ ୱିକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା । […]

Read More Text.

ଏଏସ୍‌ଆଇର ସମ୍ମିଳନୀ: ଭାଗନେଲେ ୧୧୨ଟି ଶିକ୍ଷାନୁଷ୍ଠାନର ୪ ଶହ ଜ୍ୟୋତିର୍ବିଦ

ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଭାରତୀୟ ଜ୍ୟେତିର୍ବିଜ୍ଞାନୀ ସଂଗଠନ(ଏଏସ୍‌ଆଇ)ର ୪୩ତମ ବାର୍ଷିକ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ମୁଖ୍ୟଅତିଥି ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଉଦ୍‌ବୋଧନରେ ଆର୍ଯ୍ୟଭଟ୍ଟ, ବରାହମିହିର, ଭାସ୍କରଙ୍କ ଭଳି ଭାରତୀୟ ଗଣିତଜ୍ଞଙ୍କ ପ୍ରାଚୀନ ଅବଦାନ ଓ ଇସ୍ରୋ ଦ୍ବାରା ମହାକାଶ ମିଶନ ଭଳି ଆଧୁନିକ ସଫଳତା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ଆଇଆଇଏସ୍‌ଟି(ଥିରୁବନନ୍ତପୁରମ୍‌)ର ନିର୍ଦ୍ଦେଶକ ତଥା ଏଏସ୍‌ଆଇ ସଭାପତି ପ୍ରଫେସର ଦୀପଙ୍କର ବାନାର୍ଜୀ ସଂଗଠନର ବିଭିନ୍ନ କାର୍ଯ୍ୟକଳାପ ତଥା ଭାରତୀୟ ଜ୍ୟୋତିର୍ବିଜ୍ଞାନ […]

Read More Text.