ନୀତିଶ ସରକାରରେ ବଢ଼ିଲା ବିଜେପିର ଦବଦବା, ମନ୍ତ୍ରୀ ଭାବେ ଶପଥ ନେଲେ ୭ ବିଧାୟକ
ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଗୋଟିଏ ପରେ ଗୋଟିଏ ଅନେକ ରାଜ୍ୟ ଜିତିବା ପରେ, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଏବେ ବିହାରରେ ସକ୍ରିୟ ହୋଇ ଉଠିଛି। ଏହି ସମୟରେ, ଆଜି ନୀତିଶ କ୍ୟାବିନେଟର ବିସ୍ତାର ହୋଇଛି | ବିଜେପି କୋଟାରୁ କେବଳ ୭ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହି କାରଣରୁ ବିହାରର ନୀତିଶ ସରକାରରେ ବିଜେପିର ପ୍ରାଧାନ୍ୟ ଆହୁରି ବୃଦ୍ଧି ପାଇଛି। ବିହାର […]
Read More Text.